ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୮


ସ୍କାନର ବିଷୟରେ ସୂଚନା ସମ୍ପାଦନା

ମୁଁ ଜଣାଇବାକୁ ଚାହୁଁଞ୍ଛି କି କମ୍ୟୁନିଟି ପାଇଁ ଡିଜିଟାଇଜେସନ୍ ପାଇଁ ଗୋଟେ ସ୍କାନର ଅଛି, ଯଦି କେହି ସ୍କାନର ସାହାୟତାରେ କିଛି କାମ ଆଗକୁ କରିବାକୁ ଚାହୁଁଛନ୍ତି ଦୟାକରି ଏଠାରେ ଜଣାନ୍ତୁ। ସ୍କାନର ସ‌ହିତ ଆଉ କିଛି ପ୍ରକାର ସାହାୟତା ଲୋଡା ହେଲେ ମଧ୍ୟ ଜଣାନ୍ତୁ।--ଶୈଳେଶ (ପଚାରିବେ କିଛି?)   ୧୮:୦୮, ୩ ସେପ୍ଟେମ୍ବର ୨୦୧୬ (IST)[reply]

  • ମୁଁ ଏହି ସ୍କାନରର ବ୍ୟବହାର ଶିଖିବାକୁ ଚାହୁଁଛି । ମୋର କିଛି ସାଙ୍ଗ ମଧ୍ୟ ଏଥିପାଇଁ ଆଗ୍ରହୀ ଅଛନ୍ତି । ହୁଏତ ଏହାର ବ୍ୟବହାର ଜାଣିଲା ପରେ ମୁଁ ଓ ମୋର ସାଙ୍ଗ ମାନେ ମିଶି ଏହି ଡିଜିଟାଇଜେସନ୍ କାମରେ ସହାୟତା କରିପାରନ୍ତୁ । --Chinmayee Mishra (ମୋ ଆଲୋଚନା) ୧୧:୧୧, ୯ ସେପ୍ଟେମ୍ବର ୨୦୧୬ (IST)[reply]

ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି ପାଳନ: ଅକ୍ଟୋବର-ନଭେମ୍ବର ଭିତରେ ସମ୍ପାଦନା

ଆପଣମାନଙ୍କ ଭିତରୁ ହୁଏତ ଅନେକେ ଦେଖିଥିବେ ଯେ ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି ପାଇଁ ଆଲୋଚନା ଆରମ୍ଭ ହୋଇଗଲାଣି' । ଉଇକିପିଡ଼ିଆର ସବୁ ଉଇକିଆଳିଙ୍କୁ ଏଥିରେ ଭାଗନେବା ପାଇଁ ଅନୁରୋଧ କାରଣ ଉଇକିପାଠାଗାରରେ ସକ୍ରିୟ ଉଇକିଆଳିଙ୍କ ସଂଖ୍ୟା ଖୁବ ବେଶୀ ନ ଥିବାରୁ ଏହା ଆମ ସଭିଙ୍କ ସହଯୋଗରେ ହିଁ ସଫଳ ହେବ । ଖୁବ ସହଳ ଏଥି ନିମନ୍ତେ ଆବଶ୍ୟକ ପାଣ୍ଠି ପାଇଁ ଏକ ଗ୍ରାଣ୍ଟ ଆବେଦନ କରାଯିବ ଓ ତାହା ଏଠାରେ ଆପଣାମାନଙ୍କୁ ସୂଚାଇ ଦିଆଯିବ । ତେବେ ସଭିଙ୍କୁ ଅନୁରୋଧ ଯେ ଏହି ଉଇକିପାଠାଗାର ସଭା ବାବଦରେ ଆଲୋଚନା ସବୁ ଏହି ଆଲୋଚନା ପୃଷ୍ଠାରେ କରିବେ ଫଳରେ ଆଲୋଚନାସବୁ ଆଗକୁ ଗୋଟେ ଜାଗାରେ ରହିବ ।--ସୁଭାସିସ ପାଣିଘରି (ଆଳାପ) ୦୯:୫୩, ୨୨ ସେପ୍ଟେମ୍ବର ୨୦୧୬ (IST)[reply]

ଏଥିରେ ହେବାକୁ ଥିବା ଖର୍ଚ୍ଚ ତୁଲାଇବା ପାଇଁ ଏକ ଗ୍ରାଣ୍ଟ ଆବେଦନ କରାଯାଇଛି । ତା'କୁ ପଢ଼ି ସମସ୍ତେ ସେଠାରେ ନିଜ ନିଜର ମତ ଦେଲେ ସହଳ କାମ ଆରମ୍ଭ ହୋଇପାରିବ । -ସୁଭାସିସ ପାଣିଘରି (ଆଳାପ) ୧୯:୦୩, ୨୯ ସେପ୍ଟେମ୍ବର ୨୦୧୬ (IST)[reply]

ଛତର ପୂଜା ପ୍ରକଳ୍ପ କରିବା ପାଇଁ ଅଲୋଚନା ସମ୍ପାଦନା

ସଭିଙ୍କୁ ମୋର ନମସ୍କାର । ଆମେ ଆସନ୍ତା ମାସରେ ଭବାନୀପାଟଣାରେ ହେଉଥିବା ଛତର ପୂଜାକୁ ଯାଇ ସେଠାକାର ସମସ୍ତ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି commons ରେ ଅପଲୋଡ କାରିବାକୁ ଚାହୁଁଛୁ । ଏହା ସମ୍ବନ୍ଧୀୟ କିଛି article ମଧ୍ୟ ଲେଖାଯାଇ ପାରିବ । ଏଥିପାଇଁ ଅମେ କିଛି ସ‌ହାୟତା ଆଶା କରୁଅଛୁ । ଆମେ ରଥଯାତ୍ରା ପ୍ରକଳ୍ପକୁ ମଧ୍ୟ କରିଛୁ ୪୦୦ ରୁ ୫୦୦ ଫଟୋ ଏବଂ ଭିଡିଓ ଅପଲୋଡ କରିଛୁ ଆହୁରି ମଧ୍ୟ କରିବୁ ଏବଂ କିଛି articles ରେ ମଧ୍ୟ ଏହା ବ୍ୟ‌ବହାର ହୋଇଛି । ଏହି ଛତର ପୂଜାର ଫଟୋ ଉତ୍ତୋଳନ କରିବା ପାଇ‌ଁ କ୍ୟାମେରା ମିଳିଲେ ଭଲ ହୁଅନ୍ତା ।

ଯାତ୍ରା ବିବରଣୀ ସମ୍ପାଦନା

ପୁଜା ଅଷ୍ଟମୀ ଏବଂ ନବମୀ ଦୁଇ ଦିନ ଧରି ହୁଏ । ଏହି ବର୍ଷ ଅଷ୍ଟମୀ ଅକ୍ଟୋବର ୮ ଏବଂ ନବମୀ ଦୁଇ ଦିନ ୯ ଏବଂ ୧୦ ରେ ହଉଛି । ତେଣୁ ଅମେ ୭ରେ ବାହରିବୁ ୮,୯,୧୦ ତାରିଖ ସେଠାରେ ରହିବୁ ଏବଂ ୧୧ ତାରିଖରେ ଆସି ‌ପ‌ହଞ୍ଚିବୁ । ଆମେ ଏହା ପରେ ଏକ ଗଣ ସମ୍ପଦନା ଆୟୋଜନ କରି Article ଗୁଡିକୁ ଲେଖିବୁ ଏବଂ ଫଟୋ ଏବଂ ଭିଡିଓ ଗୁଡିକୁ ଅପଲୋଡ କରିବୁ । ଅନୁଦାନ ଶୀଘ୍ର ମିଳିଲେ ଭଲ ହୁଅନ୍ତା । ଆପଣ ମାନେ ଏହି ବିଷୟରେ ନିଜ ମତ ଦେବେ । Dibyadarsi Nayak (ମୋ ଆଲୋଚନା) ୨୨:୫୬, ୨୪ ସେପ୍ଟେମ୍ବର ୨୦୧୬ (IST)[reply]
ଛତର ଯାତ୍ରା ନିମନ୍ତେ ଖର୍ଚ୍ଚ ବିବରଣୀ
ଖର୍ଚ୍ଚ ଟଙ୍କାରେ
ଯାତ୍ରା ଖର୍ଚ୍ଚ ୩୦୦୦
ରହଣୀ ଖର୍ଚ୍ଚ ୨୫୦୦ + ୨୦୦୦
ଖାଇବା ଖର୍ଚ୍ଚ ୩୦୦୦
miscellaneous ୧୫୦୦
  • ଆମେ ଭାବୁଛୁ ସେଠାରେ ରହଣୀ ଖର୍ଚ୍ଚ ଅଧିକ ହୋଇ ପାରେ ତେଣୁ ଆମେ ଆଉ ୨୦୦୦ ମାଗୁଛୁ ।

ନାମ ସମ୍ପାଦନା

  ସମର୍ଥନ ସମ୍ପାଦନା

  ବିରୋଧ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

jio ସିମ ଜିନ୍ଦାବାଦ କହିବାକୁ ହେବ । ଯଦିଓ ଦିବନକୁ ୪ GB ଭଲ ସ୍ପିଦ ରେ ଦଉଛି ତଥାପି ତାହା ଅପଲୋଡ ପାଇଁ ଯଥେଷ୍ଠ । ୧୨:୫୯, ୧୮ ଅକ୍ଟୋବର ୨୦୧୬ (IST)

ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ସମ୍ପାଦନା

ପୁର୍ବ ବର୍ଷଠାରୁ ପ୍ରତି ନଭେମ୍ବର ମାସରେ ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ଆୟୋଜନ ହେଇଛି। ଏହି ବର୍ଷ ମଧ୍ୟ ଏହି ଗଣସମ୍ପାଦନା ଆୟୋଜନ ହେଉଛି ଓ ବିଭିନ୍ନ ଏସିଅ ଭାଷାର ଉଇକିପିଡ଼ିଆ ମାନେ ଏଥିରେ ଭାଗ ନେଉଛନ୍ତି। ଆଶା ଓଡ଼ିଆ ଉଇକିପିଡ଼ିଆ ମଧ୍ୟ ଏହି ବର୍ଷ ଏହି ଗଣସମ୍ପାଦନାରେ ଭାଗନେବ।

ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ ଦେଖନ୍ତୁ।-ଶୈଳେଶ (ପଚାରିବେ କିଛି?)   ୦୦:୩୯, ୨୮ ସେପ୍ଟେମ୍ବର ୨୦୧୬ (IST)[reply]

  ସମର୍ଥନ ସମ୍ପାଦନା

  ବିରୋଧ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

ପୋଥି : ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥିରେ ବିରଳ ବହି ଡିଜିଟାଇଯେସନ ସମ୍ପାଦନା

ମୋର ଗୋଟିଏ ପ୍ରୋପୋଜାଳ ଅଛି- ଉଇକିପାଠାଗାରର ଜନ୍ମତିଥିରେ ନିକଟତମ ପୁସ୍ତକାଳୟଗୁଡ଼ିକରୁ କେତୋଟି ବିରଳ ବହିଗୁଡ଼ିକୁ ଡିଜିଟାଇଜ କରାଯିବା ପାଇଁ ଗୋଟିଏ ପ୍ରୋଗ୍ରାମ କରାଯାଉ । ପାଖାପାଖି ଲାଇବ୍ରେରୀରୁ ଯଦି ଅତି ପୁରୁଣା ଓ ନଷ୍ଟ ହୋଇଯାଉଥିବା ବହିଗୁଡ଼ିକୁ ଆମେ ସ୍କାନ କରି ଉଇକିପାଠାଗାରରେ ମିଶାଇ ପାରିଥାନ୍ତେ, ତାହେଲେ ସେ ବହି ବଞ୍ଚିଯିବା ସହିତ ଜନ୍ମତିଥିରେ ଉଇକିପାଠାଗାରରେ ମଧ୍ୟ ଅମୂଲ୍ୟ ଜିନିଷ କେତୋଟି ରହିଥାନ୍ତା, ଯାହାକି ଆଜିକାଲି ସହଜରେ ପାଇବା କଷ୍ଟକର ହେଇଗଲାଣି । ଏମିତି ପୁରୁଣା ବହି ଅଧିକତର ସଂକଳନ ପରି ବହି ଏବଂ କାବ୍ୟ ଇତ୍ୟାଦି ଆଜିକାଲି ଆଉ ମିଳୁନାହିଁ ଏବଂ ଶହ ଶହ ବର୍ଷ ପୂର୍ବରୁ ଲେଖାହୋଇଥିବା କାବ୍ୟଗୁଡ଼ିକରେ କପିରାଇଟ ଇତ୍ୟାଦି ମଧ୍ୟ ଲାଗୁ ହେବ ନାହିଁ । ତେଣୁ ଯଦି ଏହା ପାଇଁ କୌଣସି ଉପଯୁକ୍ତ ଲାଇବ୍ରେରୀ ଥାଏ, ଦୟାକରି ମତାମତ ଦିଅନ୍ତୁ । ଆମେ ଏହାକୁ ଜନ୍ମତିଥି ଦିନ ବା ତା ପୂର୍ବ ଦିନ ଯାଇ କରି ପାରିବା । ଯଦି ନକରିବା ସେମିତି ଏଗୁଡ଼ିକ ସଡିଯାଇ ନଷ୍ଟ ହେଇଯିବ । ମୋ ମତରେ ଉଇକିରେ ଥିବା ସ୍କାନର ସହିତ ସେଠି ଉପସ୍ଥିତ ସଦସ୍ୟମାନେ ନିଜ ମୋବାଇଲ କ୍ୟାମେରାରେ ମଧ୍ୟ ସ୍କାନ କରିବାରେ ସହାୟତା କରିପାରିବେ, କାରଣ ଆଜିକାଲି ମୋବାଇଲ ସ୍କାନରରେ ମଧ୍ୟ କୁଆଲିଟି କୌଣସି ଗୁଣେ କାମ ନୁହେଁ । କେବଳ ପଢି ହେଲେ ଠିକ ।

ଆଉ ପଦେ କଥା- ଅଧିକତର ପୁସ୍ତକାଳୟରେ ଅତି ବିରଳ ବହିକୁ ଅଲଗା ଥାନରେ ରଖନ୍ତି ଓ ସମସ୍ତଙ୍କୁ ତାହା ଦେଖିବାର ଅନୁମତି ଦିଅନ୍ତି ନାହିଁ, ଓ ସେଠି କାମେରା ଇତ୍ୟାଦି ମଧ୍ୟ ନେବା ପାଇଁ ଅନୁମତି ନଥାଏ । ତେଣୁ individual ଭାବେ ଏପରି କାମ କରିବା କଷ୍ଟ ହୋଇ ଥିଲେ ହେଁ, ଉଇକି ଭଳି ପ୍ରକଳ୍ପ ତରଫରୁ ଯଦି ନିବେଦନ କରାଯାଏ, ତେବେ ହୁଏତ କିଛି ସମ୍ଭବପର ହେବ । --ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୨:୦୧, ୨୮ ସେପ୍ଟେମ୍ବର ୨୦୧୬ (IST)[reply]

  ସମର୍ଥନ ସମ୍ପାଦନା

ଏହି କାର୍ଯ୍ୟ କରିବା ପାଇଁ କିଛି ୱିକିଅଳିଙ୍କୁ ଦାୟିତ୍ଵା ଦିଆଗଲେ ତାହା ସଙ୍ଗଠିତା ଭାବରେ ହେଇପାରିବ । ପୁରାତନ ପୁସ୍ତକ ଥିବା ଲାଇବ୍ରେରୀ ଚିହତ ପରେ ଦାୟିତ୍ଵ ରେ ଥିବା ଅଧିକାରୀ ଙ୍କୁ ଏ ବିଷୟ ରେ ଅନୁରୋଧ କାଲେ ଏପରି ଏକ ଭଲ କମ ପାଇଁ ସେ ନିଶ୍ଚୟ ସ୍ବୀକୃତି ଦେବେ ଓ ସେହି ଲାଇବ୍ରେରୀ ରେ ହିଁ ସ୍କାନର ସହାୟତା ରେ ଫୋଟୋ ସବୁ ଅପଲୋଡ କରାଯାଇ ପାରିବ । ତେବେ ଏଥିପାଇଁ କିଛି ସମୟ ଲାଗିବ ।Susant purohit (ମୋ ଆଲୋଚନା) ୨୧:୪୯, ୧୮ ଅକ୍ଟୋବର ୨୦୧୬ (IST)[reply]

ସୁଶାନ୍ତ ଭାଇ, ଏହି କାମ ନିମନ୍ତେ ଭୁବନେଶ୍ୱରରେ ଥିବା ଉଇକିଆଳିମାନଙ୍କ ସହାୟତା ଦରକାର | ତେଣୁ ଭୁବନେଶ୍ୱରରେ ଥିବା ଉଇକିଆଳିମାନେ, ଯେଉଁମାନେ ଏହି କାର୍ଯ୍ୟ କରିପାରିବେ ଦୟାକରି ତଳେ ନାମ ଲେଖନ୍ତୁ | --ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୩୭, ୨୨ ନଭେମ୍ବର ୨୦୧୬ (IST)[reply]

ଏହି କାମକୁ ଆଗକୁ ନେବା ପାଇଁ ୨୬ ତାରିଖରେ ମୁଁ କଟକ ଓ ପୁରୀକୁ ଯାଇ ଧର୍ମଗ୍ରନ୍ଥ ଷ୍ଟୋର ଇତ୍ଯାଦି ପୁରୁଣା ପ୍ରକାଶକଙ୍କଠୁଁ କପିରାଇଟ ବାହାରେ ଥିବା ବହିସବୁ ଆଣିବି । ଏହା ସହ ପୁରୀର ପୁରାତନ ପୁସ୍ତକାଳୟ (ଯେପରିକି ରଘୁନନ୍ଦନ ଲାଇବ୍ରେରୀ) ଓ ମୋର କେତେକ ସାଙ୍ଗଙ୍କଠୁଁ ପୁରୁଣା ବହିସବୁ ଯୋଗାଡ଼ କଲିଣି । ଏହି ସବୁ ପ୍ରଥମ ପର୍ଯ୍ୟାୟରେ ସ୍କାନ କରାହୋଇ ପରେ ଉଇକିପାଠାଗାରରେ ଯୋଡ଼ାହେବ । ଏଥିରେ ମୋ ସଙ୍ଗରେ ଶୈଳେଶ ଭାଇ ମଧ୍ୟ ସ୍ୱେଚ୍ଛାରେ ଯାଉଛନ୍ତି । ଯଦି ଆଉ କେହି ନିଜ ବ୍ୟକ୍ତିଗତ ପୁସ୍ତକ ସଙ୍ଗ୍ରହରୁ ବା ଅନ୍ୟ କୌଣସି ବାଟରେ ସାହାଯ୍ୟ କରିପାରିବେ କୁହନ୍ତୁ । ଏହା ପାଇଁ ମୁଁ ସିଆଇଏସକୁ ଗୋଟିଏ ଗ୍ରାଣ୍ଟ ଆବେଦନ ମଧ୍ୟ କରିଛି, ଠିକ ଭାବିଲେ ମୋତେ endorse କରନ୍ତୁ- ଲିଙ୍କ--ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୦:୨୪, ୬ ଡିସେମ୍ବର ୨୦୧୬ (IST)[reply]

  ବିରୋଧ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

୨୦୧୬ ରଥଯାତ୍ରା ଗଣସମ୍ପାଦନା ବାବଦରେ ସମ୍ପାଦନା

ପ୍ରଥମେ ସମସ୍ତ ଉଇକିଆଳିଙ୍କୁ ମୁଁ ଅବଗତ କରାଇବାକୁ ଚାହେଁ ଯେ, ଜୁଲାଇ ମାସ ୬ ତାରିଖ ଠାରୁ ଅଗଷ୍ଟ ମାସ ୪ ତାରିଖ ପର୍ଯ୍ୟନ୍ତ ନିଷ୍ଠା ଭାଇଙ୍କ ଦ୍ୱାରା ୨୦୧୬ ରଥଯାତ୍ରା ଗଣସମ୍ପାଦନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ୮ଜଣ ଉଇକିଆଳି ସାମିଲ ଥିଲେ।ରଥଯାତ୍ରା ଗଣସମ୍ପାଦନା ପୃଷ୍ଠାରେ, ୨୦୦ ପଏଣ୍ଟ(200kb) ତଥ୍ୟ ପ୍ରଦାନ କରିଥିବା ଉଇକିଆଳିଙ୍କୁ ଉପଯୁକ୍ତ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯିବା କଥା ଉଲ୍ଲେଖ ଥିଲା।ଏହାର ଖର୍ଚ୍ଚ ବହନ କରିବା ପାଇଁ ନିଷ୍ଠା ଭାଇଙ୍କ ପାଖରେ ପୁର୍ବରୁ (ପୂର୍ଵ ଗଣସମ୍ପାଦନାରୁ) ବଳି ପଡ଼ିଥିବା ୬୩୦୦ ଟଙ୍କାକୁ ଉପଯୋଗ କରାଯିବା କଥା ଆଲୋଚନା ସଭାରେ ଉଲ୍ଲେଖ ଥିଲା।ପ୍ରତିଯୋଗିତାର ପୁରସ୍କାର ଓ ଫଳାଫଳ ପାଇଁ ମୁଁ ନିଷ୍ଠା ଭାଇଙ୍କ ସହ what's up ଓ fb ରେ କହିଥିଲି ହେଲେ ଏ ପର୍ଯ୍ୟନ୍ତ କିଛି ହେଲା ନାହିଁ, ପ୍ରତିଯୋଗିତା ଶେଷ ହେବାର ପ୍ରାୟ ଅଢେ଼ଇ ମାସ ହୋଇଗଲାଣି।ଉଇକିପିଡ଼ିଆରେ ସମ୍ପାଦନା ଏକ ସ୍ଵେଚ୍ଛାଚାରୀ କାର୍ଯ୍ୟ ହୋଇଥିବାରୁ ଏଥିରୁ କୌଣସି ଜିନିଷ ଆଶା କରିବା ଠିକ୍ ନୁହେଁ।କିନ୍ତୁ ଯେହେତୁ ଏହା ଏକ ପ୍ରତିଯୋଗିତା ଥିଲା, ଏକ ପ୍ରତିଯୋଗୀ ହିସାବରେ ନିଜ ପରିଶ୍ରମର ଫଳ ଆଶା କରିବା ମୋ ମତରେ ଭୁଲ୍ ନୁହେଁ।ମୁଁ ଏହି ପ୍ରତିଯୋଗିତା ପାଇଁ ବହୁ ମୂଲ୍ୟ ସମୟ ଦେଇ 200kb ରୁ ଅଧିକ ତଥ୍ୟ ପ୍ରଦାନ କରିଥିଲି ଓ ପ୍ରାୟ 70 ଟି photo upload କରିଥିଲି।କିନ୍ତୁ ଏ ପରିଶ୍ରମର ଉପଯୁକ୍ତ ମୂଲ୍ୟ ନ ମିଳିଲେ Wikipedia edit ରେ ଇଚ୍ଛା କମିଯିବା ଏକ ସ୍ଵାଭାବିକ କଥା।ତେଣୁ ମୁଁ ଚାହେଁ କି, ଆଲୋଚନା ସଭାରେ ପ୍ରତିଯୋଗୀ ମାନଙ୍କର ଅବଦାନ ଗଣନା କରି ଲେଖାଯାଉ ଏବଂ ତତ୍ ସହିତ ପୁରସ୍କାର ବାବଦରେ ଲେଖାଯାଉ।ପୁରସ୍କାର ପ୍ରଦାନର ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରି ଆଲୋଚନା ସଭାରେ ଲେଖାଯାଉ।ଏହି link ରେ ଆପଣ 2016 ରଥଯାତ୍ରା ଗଣସମ୍ପାଦନା ପୃଷ୍ଠା କୁ ଯାଇପାରିବେ(https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%B0%E0%AC%A5%E0%AC%AF%E0%AC%BE%E0%AC%A4%E0%AD%8D%E0%AC%B0%E0%AC%BE_%E0%AC%97%E0%AC%A3%E0%AC%B8%E0%AC%AE%E0%AD%8D%E0%AC%AA%E0%AC%BE%E0%AC%A6%E0%AC%A8%E0%AC%BE_%E0%AD%A8%E0%AD%A6%E0%AD%A7%E0%AD%AC)। ପବିତ୍ର କୁମାର ପଣ୍ଡା (ମୋ ଆଲୋଚନା) |ଅବଦାନ)

  ସମର୍ଥନ ସମ୍ପାଦନା

  •   ସମର୍ଥନ ପବିତ୍ରଙ୍କ ଦ୍ୱାରା ଉଲ୍ଳେଖ କରାଯାଇଥିବା ରଥଯାତ୍ରା ଗଣ ସମ୍ପାଦନା ବାବଦରେ ମୁଁ ଏକମତ ରହିଅଛି । ଯଥାଶୀଘ୍ର ଏହାର ଉଚିତ ମତାମତ ପ୍ରଦାନ କରାଯାଉ ।--Aliva Sahoo (ମୋ ଆଲୋଚନା) ୧୩:୪୬, ୧୧ ଅକ୍ଟୋବର ୨୦୧୬ (IST)[reply]
  • ହଁ ଏଥିପାଇଁ ଇଚ୍ଛା କମିଯାଇପାରେ ମଧ୍ୟ --ଜଗନ୍ନାଥ ଦୋରା ୧୩:୫୯, ୧୧ ଅକ୍ଟୋବର ୨୦୧୬ (IST)

ଉତ୍ତର ସମ୍ପାଦନା

ଦିନେଶ ଏବଂ ତାଙ୍କ ଦଳ 250ରୁ ଅଧିକ ଫଟୋ ଓ ଭିଡିଓ ଅପଲୋଡ଼ କରିଛନ୍ତି । କାମ ଏବେ ସୁଦ୍ଧା ଚାଲୁଅଛି । କେତେ ସଂଖ୍ୟକ ଫଟୋ ଅପଲୋଡ଼ କଲେ ସଠିକ ସୂଚନା ଜଣେଇନଥିବାରୁ ପରିସଂଖ୍ୟାନ ବିଭାଗ ଅପଡେଟ ହୋଇନଥିଲା । ଦିନେଶ ଓ ତାଙ୍କ ଦଳ, ଆଭା, ପବିତ୍ର ଓ ସଂଗ୍ରାମଙ୍କୁ ଉଇକି ପାଠାଗାର ଦ୍ବିତୀୟ ଜନ୍ମତିଥି ଅବସରରେ ଛପା ପୋଷ୍ଟ କାର୍ଡ଼ ଏବଂ ସାର୍ଟିଫିକେଟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ । (@Psubhashish:ଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କଲି । ଶୁଭ ଭାଇ ଖର୍ଚ୍ଚ ଉଲ୍ଲେଖ କରିବେ ।)

  • ଦିନେଶଙ୍କୁ ୧୦୦୦ ଟଙ୍କାର ଇଣ୍ଟରନେଟ ସହାୟତା ଦିଆଯାଇଛି । ଆଭା ପ୍ରଧାନ, ପବିତ୍ର କୁମାର ପଣ୍ଡା ଓ ସଂଗ୍ରାମ କେଶରୀ ସେନାପତିଙ୍କୁ ଇଣ୍ଟରନେଟ ଖର୍ଚ୍ଚ ୨୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯିବ । *ମୁଁ ଅବହେଳା କରିଥିବାରୁ ବ୍ୟକ୍ତିଗତ ଭାବେ ଦୁଃଖିତ । ଆଶା କରେ ଉଇକି ପାଠାଗାର ଦ୍ଵିତୀୟ ଜନ୍ମତିଥି କାର୍ଯ୍ୟକ୍ରମ ଯାଏଁ ଅପେକ୍ଷା କରିବେ ଏବଂ ଉଇକିପିଡ଼ିଆକୁ ଭଲ ପାଇବା ଜାରି ରଖିବେ ।

IIMC, ଢେଙ୍କାନାଳରେ କର୍ମଶାଳା ପାଇଁ ଆଲୋଚନା ସମ୍ପାଦନା

କିଛି ଦିନ ତଳେ ମୃଣାଳ ସାରଙ୍କ ସ‌ହ ମେଲ ଯୋଗେ ଯୋଗାଯୋଗ କରିଥିଲି, ସେ ନିଜ ତରଫରୁ IIMCଠାରେ ଉଇକିପିଡ଼ିଆ କର୍ମଶାଳା କରିବାକୁ ଇଚ୍ଛୁକ ଥିଲେ । ସେ ଡିସେମ୍ବର ପ୍ରଥମ ସପ୍ତାହରେ ଏହି କର୍ମଶାଳାଟି କରିବାକୁ ଇଚ୍ଛୁକ ଅଛନ୍ତି । ଏଠାରେ, ଆମେ କିପରି ସେ କର୍ମଶାଳାଟି କରିବା ତା ବିଷ‌ୟରେ ଆଲୋଚନା କରିବାକୁ ଚାହୁଁଛି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କର୍ମଶାଳା ସମ୍ପାଦନା

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ପାଇଁ ପ୍ରସ୍ତାବ ଆସିଛି, ଏହା ଗୋଟେ ଦିନର କର୍ମଶାଳା ହେବ ଏବଂ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ହେଇପାରେ। ଏହି କର୍ମଶାଳା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କିଛି ଉଇକିଆଳିଙ୍କୁ Resource Person ଭାବେ ନିମନ୍ତ୍ରଣ ଦେଇଛି, ଯଦି କେହି ଯିବାକୁ ଇଚ୍ଛୁକ ଅଛନ୍ତି ତେବେ ଏଠାରେ ଜଣାଇବାକୁ ଅନୁରୋଧ। ମତେ HoDଙ୍କୁ କାଲି ସୁଧା ମେଲ ପଠେଇବାର ଅଛି।-ଶୈଳେଶ (ପଚାରିବେ କିଛି?)   ୧୨:୩୨, ୨୦ ନଭେମ୍ବର ୨୦୧୬ (IST)[reply]

ନଭେମ୍ବର ୨୭ ରେ ଏହି କର୍ମଶାଳାଟି ଆୟୋଜନ କରାଯାଇଥିଲା।

ଏହି କର୍ମଶାଳା ରେ କଣ ସବୁ ହେଲା ତାହା ଏଠାରେ ଜଣେଇଲେ ଅନ୍ୟ ୱିକିଆଳି ମାନେ ଜାଣି ପାରନ୍ତେ । ମୁ ସାଧାରଣତଃ ସମ୍ବଲପୁର ରେ ରହେ । କିନ୍ତୁ ପୂର୍ବ ନିର୍ଧାରିତ କାର୍ଯ୍ୟ କ୍ରମ ଅନୁସାରେ ସେହି ସମୟ ରେ ମୁ ଉତ୍ତର ଭାରତ ର ରାଜସ୍ଥାନ ଭ୍ରମଣ ରେ ଥିବାରୁ ଏହି କାର୍ମଶାଳା ରେ ଯୋଗଦାନ କରି ନ ପରି ଖୁବ ଦୁଖିତ । ମୋତେ ଯୋଗ ଦେବା ଆଗରୁ ସୁଚିତ କରି ଆମନ୍ତ୍ରିତ କରିଥିବାରୁ ମୁ ସମ୍ପାଦକ ମହାଶଯ ଙ୍କୁ ଧନ୍ୟବାଦ ଦେବା ସହ ଅନୁପସ୍ଥିତ ରହିଥିବାରୁ କ୍ଷ୍ୟମା ପ୍ରାର୍ଥନା କରୁଛି । Susant purohit (ମୋ ଆଲୋଚନା) ୨୧:୫୪, ୭ ଡିସେମ୍ବର ୨୦୧୬ (IST) ଆଗାମୀ ଦିନ ରେ ସମ୍ବଲପୁର ବା ଭୁବନେଶ୍ବର ନିକଟ ସ୍ଥାନ ରେ କାର୍ମଶାଳା କାଲେ ମତେ ଜଣେଇବାକୁ ଅନୁରୋଧ । ମୁ ନିଶ୍ଚୟ ଚେଷ୍ଟା କରିବି ଯୋଗ ଦେବା ପାଇଁ । Susant purohit (ମୋ ଆଲୋଚନା) ୨୧:୫୯, ୭ ଡିସେମ୍ବର ୨୦୧୬ (IST)[reply]

CIS-A2K Newsletter October 2016 ସମ୍ପାଦନା

 

Hello,
CIS-A2K has published their newsletter for the months of October 2016. The edition includes details about these topics:

  • Blog post Wikipedia Asian Month — 2016 iteration starts on 1 November — a revisit
  • Program report: Impact Report form for the Annual Program Grant
  • Program report: Kannada Wikipedia Education Program at Christ university: Work so far
  • Article: What Indian Language Wikipedias can do for Greater Open Access in India
  • Article: What Indian Language Wikipedias can do for Greater Open Access in India
  • . . . and more

Please read the complete newsletter here. --MediaWiki message delivery (ମୋ ଆଲୋଚନା) ୧୦:୪୮, ୨୧ ନଭେମ୍ବର ୨୦୧୬ (IST)[reply]
If you want to subscribe/unsubscribe this newsletter, click here.

ପୁରୀ ଉଇକିଟୁଙ୍ଗୀ ମେଳଣ ସମ୍ପାଦନା

ଆଗାମୀ ୧ ଡିସେମ୍ବର ୨୦୧୬ରେ ପୁରୀ ରେ ଷଷ୍ଠ ଉଇକିଟୁଙ୍ଗୀ ମେଳଣ ହେବ। ନୁଆ ପ୍ରକଳ୍ପ, ଉଇକିପାଠାଗାର ଯୋଜନା, ପୁରୀରେ କିପରି ନୁଆ ଉଇକିଆଳିଙ୍କୁ ଆଣିବା ତା ବିଷୟରେ ଆଲୋଚନା। ଆଗ୍ରହୀ ଉଇକିଆଳିଙ୍କୁ ଯୋଗ ଦେବାକୁ ଅନୁରୋଧ।--ଶୈଳେଶ (ପଚାରିବେ କିଛି?)   ୧୯:୫୮, ୨୯ ନଭେମ୍ବର ୨୦୧୬ (IST)[reply]

ଡିସେମ୍ବର ମାସ IRC ସମ୍ପାଦନା

ନମସ୍କାର, ମୁଁ ସମସ୍ତଙ୍କୁ ଡିସେମ୍ବର ମାସର IRCରେ ଭାଗ ନେବା ପାଇଁ ଅନୁରୋଧ କରୁଛି। ଏହି IRCରେ ଆମେ ପାଠାଗାର ଜନ୍ମତିଥି ବିଷୟରେ ଏବଂ ଉଇକିପିଡ଼ିଆ ପ୍ରକଳ୍ପର ଅନ୍ୟ ଯୋଜନା ବିଷୟରେ ଆଲୋଚନା କରିବା। IRC ପାଇଁ ତଳେ ତାରିଖ ବାଛିବାକୁ ଅନୁରୋଧ କରୁଛି।--ଶୈଳେଶ (ପଚାରିବେ କିଛି?)   ୧୨:୦୯, ୧୭ ଡିସେମ୍ବର ୨୦୧୬ (IST)[reply]

ମତାମତ ସମ୍ପାଦନା

  1. ୧୯ ଡିସେମ୍ବର (ସୋମବାର) ରାତି ୭.୩୦ / ୮ ।--ଶିତିକଣ୍ଠ (ଆଲୋଚନା) ୦୦:୪୩, ୧୮ ଡିସେମ୍ବର ୨୦୧୬ (IST)[reply]
    1. ମୁଁ ବି ଏଇ ସମୟରେ ଭାଗ ନେଇପାରିବି । --ସୁଭାସିସ ପାଣିଘରି (ଆଳାପ) ୦୮:୧୭, ୧୮ ଡିସେମ୍ବର ୨୦୧୬ (IST)[reply]

ଉଇକିପାଠାଗାର ଜନ୍ମତିଥି ୨୦୧୭ ସମ୍ପାଦନା

ନମସ୍କାର, ମୁଁ ଜଣେଇବାକୁ ଚାହେଁ କି ଉଇକିପାଠାଗାରର ୨ୟ ଜନ୍ମତିଥି ପାଇଁ ତାରିଖ ତୟ ହେଇଛି, ଏହି ସମ୍ମିଳନୀଟି ଜାନୁଆରୀ ୨୯ରେ ହେବ। ଉଇକିଆଳି ମାନ୍ଙ୍କୁ ଏହି ସମ୍ମିଳନୀରେ ଯୋଗଦେବାକୁ କରିବାକୁ ଅନୁରୋଧ କରୁଛି। ଏହି ଗୁଗୁଲ ଫର୍ମରେ (କେବଳ ଉଇକିଆଳିଙ୍କ ପାଇଁ) ନିଜର ତଥ୍ୟ ଦିଅନ୍ତୁ, ଯାହା ଆମକୁ ଆପଣଙ୍କ ଗମନାଗମନ, ଖାଦ୍ୟ ଓ ଅନ୍ୟ ବିଷୟରେ ଧ୍ୟାନ ରଖିବାରେ ସାହାୟତା କରିବ।-ଶୈଳେଶ (ପଚାରିବେ କିଛି?)   ୧୧:୦୭, ୧୫ ଜାନୁଆରୀ ୨୦୧୭ (IST)[reply]

ଫର୍ମର ଲିଙ୍କ ଯୋଡ଼ାଯାଇନଥିଲା । ଯୋଡ଼ିଦେଇଛି ଉପରେ । --ସୁଭାସିସ ପାଣିଘରି (ଆଳାପ) ୧୨:୪୨, ୧୬ ଜାନୁଆରୀ ୨୦୧୭ (IST)[reply]

କାହାକୁ ଅତିଥି ଭାବେ ଡାକିବା? ସମ୍ପାଦନା

ତଳେ ନିଜ ମତ ଓ କାହିଁକି ତାଙ୍କୁ ଡାକିବା ସେ ବାବଦରେ ମତ ଦେବେ ।

  1. ୧ମ ପସନ୍ଦ: ୱାକିଂ ବୁକଫେଆର୍ସର ଶତାବ୍ଦୀ ମିଶ୍ର ଓ ଅକ୍ଷୟ ରାଉତରାୟ (ଉଭୟ ଆମ ଭଳି ସାଧାରଣ ଲୋକ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଓଡ଼ିଶାରେ ଓ ଓଡ଼ିଶା ବାହାରେ ଅନେକ ଲୋକଙ୍କ ପାଖେ ବହି ପହଞ୍ଚାଇଛନ୍ତି । ଆମର ମୂଳ ଉଦ୍ଦେଶ୍ୟ ବି ସେଇଆ । କପିରାଇଟର ବାଧା ନ ଥାଇ ସାଧାରଣ ପାଠକ ପାଖରେ ବିରଳ ବହିସବୁ ଉପଲବ୍ଧ କରାଇବା ।), ଓ ୨ୟ ପସନ୍ଦ: ବକୁଳ ପାଠାଗାରର ସୁଜିତ ମହାପାତ୍ର (ବକୁଳ ଫାଉଣ୍ଡେସନ ଓ ପାଠାଗାର ଅନେକ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ । ପିଲାଙ୍କୁ ଗପ, କାହାଣୀ, ଖେଳ, ଛବି ଅଙ୍କା ଆଦି କାମ ଭିତରେ ପଢ଼ାଇବାରେ ବକୁଳ ଅନେକ ନୂଆ ନୂଆ କାମ ଆରମ୍ଭ କରିଛି । ୧୨ ବର୍ଷରୁ ୭୦ ବର୍ଷ ବୟସର ଲୋକଙ୍କୁ ନେଇ ତିଆରି ଆମ ଓଡ଼ିଆ ଉଇକି ସଂଘ ତାଙ୍କଠୁ ଅନେକ ଶିଖିପାରିବ ।) --ସୁଭାସିସ ପାଣିଘରି (ଆଳାପ) ୧୩:୫୭, ୨୩ ଜାନୁଆରୀ ୨୦୧୭ (IST)[reply]

--ସମର୍ଥନ:ୱାକିଂ ବୁକଫେଆର୍ସର ଶତାବ୍ଦୀ ମିଶ୍ର ଓ ଅକ୍ଷୟ ରାଉତରାୟ (କାରଣ ଆମେ ଉଇକି ପାଠାଗାର ପାଇଁ ତାଙ୍କଠାରୁ/ଦ୍ୱାରା କିଛି ବିରଳ ବ‌ହି ପାଇପାରିବା)--Pmsarangi (ମୋ ଆଲୋଚନା) ୧୪:୨୩, ୨୩ ଜାନୁଆରୀ ୨୦୧୭ (IST)[reply]

Invitation for Office Hours with WMF's Global Reach team ସମ୍ପାଦନା

Hi,

On behalf of Wikimedia Foundation’s Global Reach Team, we would like to invite all the South Asian Wikimedia communities to our office hours to discuss our work in the region.

Meeting Details

Date: Thursday, 19th January 2017

Time: 16:00 UTC/21:30 IST

Duration: 1 hour

Language: English

Google Hangout Location:

https://hangouts.google.com/hangouts/_/ytl/w5sE6IZTXERWH0VvKtDRiAm9WE1eZ5mYcnQm0h7dHok=?hl=en_US&authuser=0

If you are not able to join the hangout, you can watch the live stream with a few seconds lag at

https://www.youtube.com/watch?v=qD-VCpQkVSk

Etherpad: https://etherpad.wikimedia.org/p/Global_Reach_South_Asia_Office_Hours

Agenda

  • Introduction of Global Reach Team and office hours
  • Research around New Readers and our partnership themes
  • Feedback for next office hours
  • Q&A

We plan to hold these office hours at regular intervals. FYI, office hours for South East Asia and Central Asia/Eastern Europe will be held separately; given the size of communities, we needed to break down the regions.

Please feel free to add your questions, comments, and expectations in the Etherpad document shared above. You can also reach out to sgupta@wikimedia.org and rayyakkannu@wikimedia.org for any clarification. Please help us translate and share this invitation in community social media channels to spread the word.

Thanks,

Ravishankar Ayyakkannu, Manager, Strategic Partnerships, Asia, Wikimedia Foundation --୨୩:୫୭, ୧୭ ଜାନୁଆରୀ ୨୦୧୭ (IST)[reply]

We thank everyone for participating in the Office hours with WMF's Global Reach team. Meeting notes can be found here. You can also watch the YouTube recording here.
--Ravishankar Ayyakkannu, Manager, Strategic Partnerships, Asia, Wikimedia Foundation. ୧୫:୪୯, ୧ ଫେବୃଆରୀ ୨୦୧୭ (IST)[reply]

Train-the-Trainer 2017: Invitation to participate ସମ୍ପାଦନା

Sorry for writing in English, please translate this message to your language, if possible

Hello,
It gives us great pleasure to inform that the Train-the-Trainer (TTT) 2017 programme organised by CIS-A2K is going to be held from 20-22 February 2017.

What is TTT?
Train the Trainer or TTT is a residential training program. The program attempts to groom leadership skills among the Indian Wikimedia community members. Earlier TTT have been conducted in 2013, 2015 and 2016.

Who should join?

  • Any active Wikimedian contributing to any Indic language Wikimedia project is eligible to apply.
  • An editor must have 500+ edits.
  • Anyone who have already participated in an earlier iteration of TTT, can not apply.

Please see more about this program and apply to participate or encourage the deserving candidates from your community to do so: CIS-A2K/Events/Train the Trainer Program/2017

If you have any question, please let us know.
Regards. Tito Dutta (CIS-A2K) sent using MediaWiki message delivery (ମୋ ଆଲୋଚନା) ୧୧:୦୫, ୧୮ ଜାନୁଆରୀ ୨୦୧୭ (IST)[reply]

ଟ୍ରେନ ଦି ଟ୍ରେନର ୨୦୧୭ ଘୋଷଣା ସମ୍ପାଦନା

ନମସ୍କାର,

ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିଙ୍କ ଆକସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K)ର ୨୦୧୩ରୁ ଆରମ୍ଭ ହେଇଥିବା ଉଇକିପିଡ଼ିଆ ଟ୍ରେନ-ଦି-ଟ୍ରେନର ପ୍ରୋଗ୍ରାମ (TTT)ର ଚତୁର୍ଥ ସଂସ୍କରଣ ଏହି ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଛି।

ଟିଟିଟି କଣ ?

ଏହାର ମୂଳ ଲକ୍ଷ ହେଲା ବିଭିନ୍ନ ସମୂହ ମଧ୍ୟେ ମୁଖିଆପଣକୁ ଚେତାଇବା ଓ ମୁଖିଆ ତିଆରି କରିବା ।

କିଏ ଭାଗ ନେଇପାରିବେ?
  • ଭାରତୀୟ ଭାଷାରେ ଥିବା ଯେ କୌଣସି ଉଇକିମିଡ଼ିଆ ପ୍ରକଳ୍ପର ସଚଳ ସଭ୍ଯ।
  • ଉଇକିମିଡ଼ିଆ ପ୍ରକଳ୍ପରେ ୫୦୦ ଏଡିଟ ଥିବା ଉଇକିଆଳିମାନେ।

ଏହି ସନ୍ଦେଶଟି ଆପଣମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ବାବଦେ ଜଣାଇବା ନିମନ୍ତେ । ଏହା ଫେବୃଆରୀ ୨୦୧୭ ରେ ହେବ । ଆମେ ଆପଣମାନଙ୍କଠାରୁ ଆବେଦନ ପାଇଁ ଅନୁରୋଧ କରୁଛୁ । ଏଠାରେ ଆବେଦନ କରନ୍ତୁ ।

କିଛି ଦରକାରୀ ତାରିଖ

୨୦୧୭ ଜାନୁଆରୀ ୨୬ : ଆବେଦନ କରିବାର ଶେଷ ତାରିଖ ୨୦୧୭ ଫେବୃଆରୀ ୨୦-ଫେବୃଆରୀ ୨୨: TTT-୨୦୧୭ କର୍ମଶାଳା

ଆମେ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ବିଭାଗ ସବୁ ଏବେ ସମ୍ପାଦନା କରୁଛୁ । ଆପଣମାନଙ୍କ ଅଭିମତ ଓ ପରାମର୍ଶ ଏଠାରେ ଜଣାଇପାରିବେ । କିଛି ପ୍ରଶ୍ନ ଥିଲେ tanveer cis-india.org ଏବଂ tito cis-india.org ଙ୍କୁ ଇମେଲ ଜରିଆରେ ପଚାରିପାରିବେ ।-ଶୈଳେଶ (ପଚାରିବେ କିଛି?)   ୦୬:୧୬, ୨୦ ଜାନୁଆରୀ ୨୦୧୭ (IST)[reply]

MediaWiki Training 2017: Invitation to participate ସମ୍ପାଦନା

 

Hello,
We are glad to inform that MediaWiki Training or MWT 2017 is going to be conducted between 24-26 February 2017 at Bangalore.

MWT is a residential training workshop that attempts to groom technical leadership skills among the Indian Wikimedia community members. We invite active Indian Wikimedia community members to participate in this workshop.

Please find details about this event here.

Let us know if you have any question.
Regards. -- Tito Dutta (CIS-A2K) sent using MediaWiki message delivery (ମୋ ଆଲୋଚନା) ୦୮:୫୫, ୨୧ ଜାନୁଆରୀ ୨୦୧୭ (IST)[reply]