ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୫


GLAM Crafts Museum blog post ସମ୍ପାଦନା

Dear all, Here's a blog post cum report on India's first GLAM initiative at the National Crafts Museum! The program started out in English but was taken forward in Hindi to suit the staff members who have been enthusiastically creating articles and editing in Hindi Wikipedia! The program has been a bold step to prove that GLAM can very well happen in India - with its own design and structure and it has also given the Hindi community a precious gift of 6 new editors.

A special thanks to User: Roboture who has been with us in each and every meet and helped train editors, User:Yann for his first set of invaluable Commons contributions and to User:Aniruddhajnu and User:Siddhartha Ghai for coming down to the museum to inspire the staff members.

Hope this gives more courage to any community that wants to start a similar project! Would love to provide any help needed. Noopur28 (ମୋ ଆଲୋଚନା) ୦୬:୩୧, ୨୫ ଜୁଲାଇ ୨୦୧୨ (UTC)

Announcements for India Program - July/August 2012 ସମ୍ପାଦନା

Dear all, Here are a few updates and announcements regarding the India Program team:

  • Hisham Mundol, heading the India Program operations in India is stepping down from the position. Here is Hisham's note of farewell on the mailing list.
  • As per the announcement made by Barry Newstead, Chief Global Development Officer at the Wikimedia Foundation, WMF will be giving Center for Internet and Society (CIS), Bangalore a grant for two years to expand their Access to Knowledge (A2K) program.
  • As per the announcement made by Sunil Abraham, heading CIS, Bangalore - CIS will be hiring all the existing consultants of India Program from September 1, 2012.
  • CIS invites volunteers for the selection committee to recruit a Program Director for the A2K program. More details can be found here.
  • CIS also announces a vacancy for the post of Program Director - A2K program. More details about the position can be found here.

For further questions or clarifications, you can write on my talk page or please feel free to mail me at nraval@wikimedia.org. Thank you. Noopur28 (ମୋ ଆଲୋଚନା) ୧୦:୨୬, ୩ ଅଗଷ୍ଟ ୨୦୧୨ (UTC)

taxobox ଛାଞ୍ଚ ଓଡି଼ଆରେ ତିଆରି କରାଯାଉ ସମ୍ପାଦନା

ବୃକ୍ଷ ମାନଙ୍କ ବର୍ଣନା ପାଇଁ taxobox ଛାଞ୍ଚ ଓଡି଼ଆରେ ତିଆରି କରାଯିବା ଦରକାର । --ସୁକାନ୍ତ ସରକାର ୦୬:୨୬, ୨୧ ସେପ୍ଟେମ୍ବର ୨୦୧୨ (UTC)

ମୁଁ ଏକମତ ଯେ ଛାଞ୍ଚସବୁ ଓଡ଼ିଆରେ ହେବା ଉଚିତ । ଓଡ଼ିଆ ଉଇକିପିଡ଼ିଆରେ ବ୍ୟହହାର କରାଯାଉଥିବା ଅଧୀକାଂଶ ଛାଞ୍ଚ ଇଂରାଜୀ ଉଇକିପିଡ଼ିଆରେ ଥିବା ଛାଞ୍ଚ ଅନୁକରଣରେ ତିଆରି କରାଯାଇଥାଏ । ତୁମେ ବିଜ୍ଞାନ ଭିତ୍ତିକ ଶ୍ରେଣୀବିଭାଗ ଛାଞ୍ଚଟିରେ କରିଥିବା ବଦଳ ସ୍ଵାଗତଯୋଗ୍ୟ କିନ୍ତୁ ଇଂରାଜୀରୁ ହିନ୍ଦୀକୁ ବଦଳାଇ ଅଧିକ କିଛି ଲାଭ ହୋଇଥିବା ଭଳି ଲାଗୁନି, ବରଂ କ୍ଷତି ହୋଇଥାଇପାରେ (ଓଡ଼ିଆ ଉଇକିପିଡ଼ିଆ ପାଠକଙ୍କ ମଧ୍ୟରେ, ଇଂରାଜୀ ପଢ଼ିପାରୁଥିବା ଲୋକଙ୍କ ଅପେକ୍ଷା ହିନ୍ଦୀ ପଢ଼ିପାରୁଥିବା ଲୋକଙ୍କ ସଂଖ୍ୟା କମହେବ ବୋଲି ମୋର ଅନୁମାନ) । ତେଣୁ ମୋ ମତରେ ଛାଞ୍ଚ ସବୁ ଓଡ଼ିଆରେ ନହେଲେ ମଧ୍ୟ ଅନ୍ତତଃ ଇଂରାଜୀରେ ହେବା ଉଚିତ କିନ୍ତୁ ହିନ୍ଦୀରେ ନୁହେଁ (ଯାହା ଫଳରେ ଅଧୀକାଂଶ ପାଠକଙ୍କୁ ପଢ଼ିବାକୁ ସହଜ ହେବ) । ବହୁତ ଗୁଡ଼ିଏ ପ୍ରସଙ୍ଗରେ ବ୍ୟବହୃତ ହୋଇଥିବା ଏହିପରି ଛାଞ୍ଚ ଗୁଡ଼ିକରେ ବଦଳ କରିବା ପୂର୍ବରୁ ଧ୍ୟାନ ଦେବ ବୋଲି ଆଶା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୨୯, ୧ ଅକ୍ଟୋବର ୨୦୧୨ (UTC)

ଓଡ଼ିଆ ଉଇକି ପରିବାର ସମ୍ପାଦନା

ବନ୍ଧୁଗଣ, ଏଇ କିଛିଦିନ ତଳେ ଉଇକିଆଳିମାନେ ନାଲକୋନଗରରେ ଯେଉଁ ଉଇକି କ୍ଲବ ଗଢିଛନ୍ତି/ପାଇଁ ପ୍ରସ୍ତାବ ଦେଇଛନ୍ତି, ସେ ବିଷୟରେ ମୋର ମତ । "ନାଲକୋନଗର ଉଇକି କ୍ଲବ" ନାମ ନ ରଖି "ନାଲକୋନଗର ଓଡ଼ିଆ ଉଇକି ସଂଘ/ପରିବାର" ରଖିଲେ ଭଲ ହେବ । ଏହା ପାଇଁ କେବଳ ଗୋଟେ ଉଇକିପିଡ଼ିଆ: ନେମସ୍ପେସରେ ପୃଷ୍ଠା ତିଆରି କରି ସେଥିରେ ନାଲକୋନଗରରେ ରହୁଥିବା ଉଇକିଆଳିଙ୍କ wiki username, ଅବଦାନ ଏବଂ off-wiki ଆଲୋଚନା, ଉଇକି ମେଳଣ ଓ ଅନ୍ୟାନ୍ୟ ସମସ୍ତ ଉଇକି ସମ୍ବନ୍ଧୀୟ କାର୍ଯ୍ୟକ୍ରମର ବିବରଣୀ ରଖାଯାଉ । ଅନ୍ୟ ସହର ପାଇଁ ମଧ୍ୟ "ଓଡ଼ିଆ ଉଇକି ପରିବାର" ଗଠନ କରାଯାଉ । ସମସ୍ତେ ନିଜର ମତ ରଖନ୍ତୁ । -- ଅଂଶୁମାନ ତାର ଯୋଡ଼ିବେ? ୦୯:୦୯, ୨୨ ନଭେମ୍ବର ୨୦୧୨ (UTC)

ମୋ ମତରେ ସ୍ଥାନର ନାମଟି ଆରମ୍ଭରେ ନରଖି ଶେଷରେ ରଖିବା ଭଲ ହେବ, ଯେପରିକି: "ଓଡ଼ିଆ ଉଇକି ସଂଘ/ପରିବାର, ନାଲକୋନଗର" ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୪, ୨୨ ନଭେମ୍ବର ୨୦୧୨ (UTC)

ଉଇକିପେଡିଆ କ୍ଲବ ଗଢିବା ପାଇଁ ମତାମତ ସମ୍ପାଦନା

ସମସ୍ତଙ୍କୁ ନମସ୍କାର,

  • ଆମ ଓଡିଆ ଉଇକିପେଡିଆର ସେପରି କିଛି ସ୍ଥାୟୀ ଅଫିସ କିମ୍ବା ସଭାଗୃହ ନାହିଁ । ତେଣୁ ଏକ କ୍ଲବ ତିଆରି କଲେ ଭଲ ହୁଅନ୍ତା । ଏହି ଚିନ୍ତାଧାରା ଚଣ୍ଡୀଗଡ ଉଇକିପେଡିଆ କ୍ଲବକୁ ଦେଖି ମନରେ ଆସିଲା । ଆପଣ ମାନେ ଏଥିରେ ନିଜର ମତାମତ ଦିଅନ୍ତୁ । ଚଣ୍ଡୀଗଡ ଉଇକିପେଡିଆ ଭଳି ଭୁବନେଶ୍ବର କିମ୍ବା କଟକରେ ଏଭଳି ଏକ ଉଇକିପେଡିଆ କ୍ଲବ କଲେ କେମିତି ହୁଅନ୍ତା ?--Jnanaranjan sahu (ମୋ ଆଲୋଚନା) ୦୯:୩୮, ୨୮ ଅଗଷ୍ଟ ୨୦୧୨ (UTC)
  • ଭୁବନେଶ୍ବର , କଟକ କୁ ନେଇ ଏକ କ୍ଲବ ଗଠନ କରାଯାଉ।--Kamalakanta777 (ମୋ ଆଲୋଚନା) ୧୮:୪୧, ୧୪ ଡିସେମ୍ବର ୨୦୧୨ (UTC)

ଓଡ଼ିଆରେ ଟାଇପ କରିବା ପାଇଁ ନୂଆ ଟୁଲ "ଲେଖନୀ" ସମ୍ପାଦନା

ଆଦରର ଉଇକିଆଳି ବନ୍ଧୁଗଣ,

ଜୟ ଜଗନ୍ନାଥ! ଓଡ଼ିଆରେ ଟାଇପ କରିବା ପାଇଁ ଏକ ନୂଆ ଟୁଲ "ଲେଖନୀ" ଆରମ୍ଭ କରାଗଲା । ଏହି ଟୁଲ ଉପରେ ପ୍ରଥମ କାମ ଆରମ୍ଭ ହୋଇଥିଲା ଅକ୍ଟୋବର ୨୦୧୧ ମୁମ୍ବାଇ ଉଇକିମିଡ଼ିଆ ହ୍ୟାକାଥନ ସମ‌ୟରେ । ଲେଖନୀ ଟୁଲଟି ଆଉ କିଛି ଦିନ ଭିତରେ ଓଡ଼ିଆ ଉଇକିପିଡ଼ିଆ ତ‌ଥା ଉଇକି ଅଭିଧାନରେ ଟାଇପ ଟୁଲ ଭାବରେ ଆସିବ । ଓଡ଼ିଆ ଶବ୍ଦର ଉଚ୍ଚାରଣକୁ ଭିତ୍ତି କରି ଏହା ଆରମ୍ଭ କରାଯା‌ଇଛି । ଏଥିରେ କେଉଁ କେଉଁ ଓଡ଼ିଆ ଅକ୍ଷର ବ୍ୟବ‌ହାର କଲେ କେଉଁ ଇଂରାଜୀ ଅକ୍ଷର ଦେଖାଯିବ ତାହା ଜାଣିବା ପାଇଁ ଏହି ଲିଙ୍କଟି ଦେଖନ୍ତୁ ।ବର୍ତ୍ତମାନ ଏହାକୁ ଆପଣମାନେ ପରଖ କରିପାରିବେ ଓ ଏଥିରେ ଥିବା ଭୁଲ ଭଟକା ଏହି ଲିଙ୍କରେ ଯାଇ ଜଣାଇପାରିବେ ।

ଏହା ଉପରେ ଏକ ବ୍ଲଗ: http://cis-india.org/openness/blog/odia-wikipedia-gets-new-typing-solution --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୯:୦୫, ୧୨ ଡ଼ିସେମ୍ବର ୨୦୧୨ (UTC)


ଉଇକି ମେଳଣର ନାମ ପରିବର୍ତ୍ତନ ଏବଂ ଆଗାମୀ ଭୁବନେଶ୍ଵର ଉଇକି ଆସର ପାଇଁ ପ୍ରସ୍ତାବ ସମ୍ପାଦନା

ପ୍ରିୟ ଓଡିଆ ଉଇକିଆଳିଗଣ,

  • ମୁଁ ଦୁଇଟି ପ୍ରସ୍ତାବ ଦେଉଛି ଆପଣମାନେ ନିଜ ନିଜ ମତ ଦିଅନ୍ତୁ ।
  1. ଉଇକିପେଡିଆରେ ଯେଉଁ ମେଳଣ ଲେଖା ହେଉଛି ତା ବଦଳରେ ଆସର ଲେଖିଲେ କେମିତି ହୁଆନ୍ତା ? କବିମାନେ ଯେମିତି କବିତା ଆସର ଲେଖନ୍ତି ସେଭଳି ଉଇକିଆସର ଲେଖିବା କିମ୍ବା ଆସର ଲାଗିଥିବା ଯେକୌଣସି ଭଲ ଶବ୍ଦ ବ୍ୟବହାର କଲେ ହେବ । ଆସର କହିଲେ ସାଧାରଣତଃ ମେଳିକୁ ବୁଝାଏ । ମେଳଣ ଶବ୍ଦଟି ସାଧାରଣତଃ ଓଡିଆରେ କମ ବ୍ୟବହାର କରାଯାଏ ତେଣୁ ଆସର ଲେଖିଲେ ଭଲ ହୁଅନ୍ତା ।
  1. ଆସନ୍ତା ୨୩ ତାରିଖ ରବିବାର ଦିନ ୩.୩୦ରେ ଭୁବନେଶ୍ଵର ଇନ୍ଦିରାଗାନ୍ଧୀ ପାର୍କରେ ଏକ ଛୋଟ ମେଳଣ(ଆସର) କରିବା ପାଇଁ ପ୍ରସ୍ତାବ ଦେଉଛି ଯାହାର ମୂଳ ଲକ୍ଷ୍ୟ ରହିବ ପୁରୁଖା ଉଇକିଆଳିମାନଙ୍କ ମାଧରେ ଆଲୋଚନା ଏବଂ ନୂଆ ଉଇକିଆଳି ମାନଙ୍କର ସ୍ଵାଗତ ତାଛଡା ମନୋଜ ସାହୁକାର ଭାଇଙ୍କ ସହ ଏକ ବିଶେଷ ଆଲୋଚନା ।

ଦୟାକରି ଆପଣ ମାନଙ୍କ ମତ ଦିଅନ୍ତୁ । --Jnanaranjan sahu (ମୋ ଆଲୋଚନା) ୨୧:୩୮, ୧୪ ଡ଼ିସେମ୍ବର ୨୦୧୨ (UTC)

  • ମେଳଣ ଅପେକ୍ଷା ବର୍ତମାନ ସମୟରେ ଆସର ଶବ୍ଦ ର ଅଧିକ ବ୍ୟବହାର କରାଯାଉଛି । ମୁଁ ଏ ପ୍ରସ୍ତାବ ସହ ଏକମତ।--Kamalakanta777 (ମୋ ଆଲୋଚନା) ୧୮:୪୫, ୧୪ ଡିସେମ୍ବର ୨୦୧୨ (UTC)
  • ମୋ ମତରେ ମେଳଣ ଠିକ ଅଛି । ଅନେକ ଜାଗାରେ ଏହି ଶବ୍ଦର ବ୍ୟବହାର ହୁଏ, ଯେମିତିକି 'ଦୋଳ ମେଳଣ' |
    ଆଦିତ୍ୟ ଭାଇ ଫେସବୁକ ରେ ଯାହା କହିଥିଲେ ତା'ବି ସଂପୂର୍ଣ୍ଣ ଠିକ : "ଆସର ଏବଂ ମେଳି ର ଅର୍ଥ ଅଲଗା ଅଲଗା.. ମେଳି ଶବ୍ଦ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା କାର୍ଯ୍ୟ କରିବା ବେଳେ ବ୍ୟବହୃତ ହୁଏ, ଆଉ ଆସର ଶବ୍ଦ ପ୍ରାୟତଃ ହସଖୁସି ଭଳି ବିଭିନ୍ନ ମନୋରଞ୍ଜନଧର୍ମୀ ସ୍ଥାନରେ ବ୍ୟବହୃତ ହୁଏ...ମୁଁ ଏଥିରେ ଏକମତ ନୁହେଁ... ଉଇକିପିଡିଆରେ ମେଳି ଶବ୍ଦଟି ଠିକ ଅଛି..."(ଓଡିଆ ଉଇକି ଫେସବୁକ ପୃଷ୍ଠାରେ ଆଦିତ୍ୟ ଭାଇଙ୍କ ପୋଷ୍ଟ) | ତେଣୁ ମୋ ମତରେ ନାମ ପରିବର୍ତ୍ତନର ଆବଶ୍ୟକତା ନାହିଁ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୩୯, ୧୫ ଡିସେମ୍ବର ୨୦୧୨ (UTC)

ଉଇକିପିଡ଼ିଆ ଆଲୋଚନା ( ‘ଓଡ଼ିଆସ୍‌ ଇନ୍‌ ଫେସ୍‌ବୁକ୍‌’) ସମ୍ପାଦନା

ପ୍ରିୟ ଉଇକିପିଡ଼ିଆ ବନ୍ଧୁଗଣ, ଗୋଟେ ଓଡିଆ ଗୋଷ୍ଠୀ ‘ଓଡ଼ିଆସ୍‌ ଇନ୍‌ ଫେସ୍‌ବୁକ୍‌’ ର ବନ୍ଧୁ ମିଳନ ଭୁବନେଶ୍ବର ରେ ହବ ବୋଲି ଘୋଷଣା କରାଯାଇଅଛି। ଆପଣ ମାନଙ୍କ ଭିତରୁ ଯଦି କେହି ଇଛୁକ ତେବେ କିଏ ଭାଗ ନେଇ , ଯଦି ଆମ ଓଡିଆ ଉଇକିପିଡ଼ିଆ ବିଷୟରେ ଆଲୋଚନା କରନ୍ତେ କିଛି ସଦସ୍ୟ ବହୁତ ଉପକୃତ ହୁଅନ୍ତେ ..

ମୋତେ ଦୟାକରି ଜଣେଇବେ ଯଦି କେହି ଇଛୁକ, ତେବେ ମୁଁ ବନ୍ଧୁ ମିଳନ ର ସମ୍ପୂର୍ଣ ବିବରଣୀ ଦେବି

ଧନ୍ୟବାଦ, ଗୋଷ୍ଠୀ ପରିଚାଳକ, ସବିତା

Grant application for A revival of Outreach to Increase Participation ସମ୍ପାଦନା

Dear Wikimedians, I have applied for a Grant at meta for this project A revival of Outreach to Increase Participation. Those who doesn't know about this, the link to the main page is here. As per Wikimedia Foundation's strategic priorities, the whole idea is to increase the reach and participation by applying new collaborative approaches. You all have attended, organised, led many Wiki Workshops. You experienced those workshops from both sides; as a participant and an organizer.

  • What is your experience? What ways we can organize better, reach to many people, encourage them to become contributors ?
  • What you think about this project ? How can we improve this project to make it successful ?

Please share your ideas, views, reactions and approaches (in English, as Wikimedians at meta going to read your thoughts). Thank you :-) -- ଅଂଶୁମାନ ତାର ଯୋଡ଼ିବେ? ୧୭:୪୬, ୩୦ ଜାନୁଆରୀ ୨୦୧୩ (UTC)

  • I have a 2 year experience in outreach programms like workshop/acadamey, meetups. According to me, It will better if we encourage aged / retired people to contribute, as they have Time, Knowledge, Experience in their profession or field. But the main problem is, How to reach them?. If the foundation grants for the advertisment, then we can easily reach them.
This project is too slow as it has much less contributers. --Srikant Kedia ୧୯:୨୯, ୩ ଫେବ୍ରୁଆରୀ ୨୦୧୩ (UTC)
We definitely should try to reach them, but main problem is "computer illiteracy". People who knows how to use a system and uses internet, for them it's not an issue. We would try finding such people, by asking users and readers if they know such people, would be the simplest way. And people who uses internet and going to retire in few years, we will target them. Another way is when we send news reports to newspapers or press release, we can spread the message saying "We need volunteers who are retired, sitting ideal at home and knows internet usage." ? -- ଅଂଶୁମାନ ତାର ଯୋଡ଼ିବେ? ୨୦:୧୭, ୩ ଫେବ୍ରୁଆରୀ ୨୦୧୩ (UTC)
Ansuman bhai, Odia newspapers dont publish our repots, I dont know why. :-( . Mightbe they think that they will loose there business if they promote degital media. :-( --Srikant Kedia ୨୦:୨୩, ୩ ଫେବ୍ରୁଆରୀ ୨୦୧୩ (UTC)
Hmmm, thats the case, they are afraid and unable to accept something new to which they are not familiar! Still we have to reach them anyway, not everybody is like that. There must have some journalists who are ready to accept the change. -- ଅଂଶୁମାନ ତାର ଯୋଡ଼ିବେ? ୧୧:୨୫, ୪ ଫେବ୍ରୁଆରୀ ୨୦୧୩ (UTC)
  • Since last 2 years I am, participating in odia wiki outreach programmes. The main problem with us till now, is that due to money and time; these are restricted to only 3 or 4 places, we should try to cover all the districts and organize workshops at new places to create awareness. We are not organizing any follow-up workshops, which is necessary to retain new participants. We have to create awareness among odia medium private school students, like SVM. I hope this project will solve two of our main problems money and time, which will create and retain new participants for odia wikipedia.--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୩୦, ୪ ଫେବ୍ରୁଆରୀ ୨୦୧୩ (UTC)
This is a good idea. There'd be around thousand (total number was 900+ 15 years ago, no idea how many now) of SSMs and SVMs in Odisha, we ll target only SVM of course. Its a private organisation by Sikhsha Vikas Samiti and their medium of communication and curriculum are in Odia. I was a student of SSM myself. And I can figure out ways to conduct academies easily. -- ଅଂଶୁମାନ ତାର ଯୋଡ଼ିବେ? ୧୧:୨୫, ୪ ଫେବ୍ରୁଆରୀ ୨୦୧୩ (UTC)
  • I don't have much experience in these programmes. I'd attended only two workshops and two meet-ups. One of the important problem is that lack of interested among peoples to contribute anything for free. I think initially they need some incentives. The same problem had occurred incase of many free softwares development programmes also, they'd died in mid-way to success. --ଶିତିକଣ୍ଠ (ଆଲୋଚନା) ୨୦:୩୫, ୪ ଫେବ୍ରୁଆରୀ ୨୦୧୩ (UTC)
  • I've an idea to improve our wiki. Let us announce a "Article Writting Competition" at School and College level. Condition should be participants are allowed copy/translate it from different sources and can seek help from parents and teachers to correct them and finally submit it to us. Their prize will be "some money" and "Publication of selected articles in Odia Wikipedia". I think we can do it with little expenditure. And the school or college which will have more number of participants should be awarded; this encourage the teachers to encourage their students. And format of writing should be computers, means they have to send it through CDs or by emails. Because we don't have enough man power to type it again.--ଶିତିକଣ୍ଠ (ଆଲୋଚନା) ୨୦:୩୫, ୪ ଫେବ୍ରୁଆରୀ ୨୦୧୩ (UTC)
Hey, how is your idea different from India Education Program which happened in Dhenkanal ? And as Wikimedia is a non-profit, open source organisation, there will never be any money for writing articles on Wikimedia, but there might be some small gift or reward (like certificates to participants and few of us got tees) for notable Editors as they contribute more over long period. We can't give away money as prize unless some organization is funding money to have good articles on Wiki, by adhering to the Wikimedia policies and guidelines. And if they can write in Odia on computers, then why not on Wiki? -- ଅଂଶୁମାନ ତାର ଯୋଡ଼ିବେ? ୧୦:୩୫, ୫ ଫେବ୍ରୁଆରୀ ୨୦୧୩ (UTC)
Correction: I came across this project Grants:Community_of_Arabic_Wikipedia/Producer_Prize similar to what you propose, but this was on-wiki among new editors if I am guessing right. I don't know the project plan, how they did it. So maybe we will try something similar later. Thanks for the idea :) -- ଅଂଶୁମାନ ତାର ଯୋଡ଼ିବେ? ୧୬:୨୨, ୫ ଫେବ୍ରୁଆରୀ ୨୦୧୩ (UTC)
Actually I don't know much about Dhenkanal Program. Well, you've figured out a good point. If they can write 'Odia' on computer, then why not on wiki. Let's modify the proposal. Competetion will be "simply write an Article on MS_word with some Odia writing tools, and mail the Doc"; Or instead of Word they can write it on Odia wiki without bothering about any interlinks; Both should be accepted. And of course we can give any small gifts as prize to inspire them. In the advertisement we have to specify the required technical information. And involvement of teachers is most necessary one for success of program. (sorry for delay in response)--ଶିତିକଣ୍ଠ (ଆଲୋଚନା) ୦୯:୨୪, ୬ ଫେବ୍ରୁଆରୀ ୨୦୧୩ (UTC)
I'm in favor of your proposal for new users. It will be much better than school level competition.--ଶିତିକଣ୍ଠ (ଆଲୋଚନା) ୦୯:୩୩, ୬ ଫେବ୍ରୁଆରୀ ୨୦୧୩ (UTC)
We will have a separate discussion later about this project. Let's not confuse others! Remember this idea and when we have this discussion, refer the link of this discussion. Maybe the best time to implement this is after this outreach project if it gets approved, we'd be having many new users. -- ଅଂଶୁମାନ ତାର ଯୋଡ଼ିବେ? ୧୭:୦୭, ୬ ଫେବ୍ରୁଆରୀ ୨୦୧୩ (UTC)
Sure. :)--ଶିତିକଣ୍ଠ (ଆଲୋଚନା) ୧୪:୪୨, ୭ ଫେବ୍ରୁଆରୀ ୨୦୧୩ (UTC)
  • There are many aspects which are making people feel less interest in contributing. Writing in local language is a problem though there are many choices but it is problem to choose one. An important fact is people are not interested to contribute for free as this is a non profit organisation so lack of interest. From my past experience the users which are coming through meetup outreach etc they contribute but there duration in contribution is temporary or very small. People have more interest in online articles which are colourful and interactive as this is text based and image for all pages are not available and also there are no interactive media that may be a cause for the less contributors.
The way we are going is good but we have to reach more people so that each internet user must know about Wikipedia and have commons knowledge about editing whether they edit or not.Another important thing is making awareness in children about Wikipedia. In my views Most important fact is there should be some active contributors who not only contribute but remain active in helping new users and promoting their edit's.--Jnanaranjan sahu (ମୋ ଆଲୋଚନା) ୦୭:୨୯, ୫ ଫେବ୍ରୁଆରୀ ୨୦୧୩ (UTC)
Yes, we have very few tools, alternatives (sadly none of them is up to the mark) and everybody has to figure out which suits best to him/her. Knowing the fact that this is a non-profit organization and there will be no money (thats why we are called as volunteers), we have to act accordingly, encourage users to became contributors. That's the whole agenda. English Wikipedia has lakhs of contributors around the world, despite only 24% of people (out of total population) know English, so I am sure we can get at least few hundreds. Yes I agree, we have to make the interface more user-friendly and Foundation is trying it's best to make it so. At first we have only four to five contributors, now we have more than ten. We just have to find out ways, to reach more people, make them understand the movement and increase the pace. :-) How can we do that? -- ଅଂଶୁମାନ ତାର ଯୋଡ଼ିବେ? ୧୦:୩୫, ୫ ଫେବ୍ରୁଆରୀ ୨୦୧୩ (UTC)
  • I'm commenting here in my volunteer capacity. Beings associated with Odia Wikipedia since its revival process and being an admin of this wiki I'd like to tell in which way a grant could be used. A grant is not just to support the community for regular outreach. Rather it is to strengthen a community which has shown great interest in conducting more outreach, education program and active involvement from community. If a grant is approved then it should have specific milestones to achieve: which kind of outreach to focus more, if any institutional partnership then which kind of institutions, how many outreach planned, online vs offline outreach. Ansuman's participation for the Wikimedia movement is quite notable. As part of the community I'd support for this. --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୪:୨୬, ୧୩ ଫେବ୍ରୁଆରୀ ୨୦୧୩ (UTC)

Thanks to everybody who participated and who din't, and who couldn't :-) No matter whether or not we get to do this project, I am sure everybody is trying their best to get more volunteers on their own. Let me summarize what we have discussed here.

Summary ସମ୍ପାଦନା

  • Srikant: We need experienced, retired people and computer literates who are going to retire soon (not that we want them jobless soon!) who possess more knowledge. We need to reach to more people through any means possible.
  • Mrutyunjaya: Due to money and time, we have only covered 3-4 places. Increase the reach to all parts of Odisha. We need to follow up regularly where we conduct workshop. Reach to Odia medium private schools like "Saraswati Vidya Mandir" which we find many in number in almost every districts.
  • Shitikantha: We need to engage the community by conducting writing competitions or similar activities, and new users need appreciation initially.
  • Gyanaranjan: Writing in Odia is not easy for many and we don't have a reasonably good typing tool. We need an user friendly interface. We need more volunteers who can help new users and encourage them. Each and every person who uses internet need to know about Wikipedia and have knowledge of editing.
  • Subhashish: Strengthen the community by outreach, education program and active involvement within the community.

Thank you! -- ଅଂଶୁମାନ ତାର ଯୋଡ଼ିବେ? ୧୦:୫୧, ୧୫ ଫେବ୍ରୁଆରୀ ୨୦୧୩ (UTC)

Not selected ସମ୍ପାଦନା

Those who doesn't know, and for the record, the proposal was not selected. The intended strategies are old and have unsuccessful history was one of the reason, and it din't have any innovation, we could say the second reason, which was an important factor, in order to get selected. You can read more at proposal talk page and Foundation blog post. Round 2 will begin on August 1st 2013. Thank you for you support. :-) -- ଅଂଶୁମାନ ତାର ଯୋଡ଼ିବେ? ୧୧:୪୭, ୬ ଅପ୍ରେଲ ୨୦୧୩ (UTC)

ଫୋଟୋ ଓ ଚିତ୍ର ସଂଗ୍ରହ ପାଇଁ ପ୍ରକଳ୍ପ ସମ୍ପାଦନା

ଆଦରର ଉଇକିଆଳିଗଣ,
ଆମ ଓଡ଼ିଆ ଉଇକିରେ ବହୁତ ଆବଶ୍ୟକୀୟ ଫୋଟୋ ଓ ଚିତ୍ର ନଥିବା କଥା ଆପଣ ଅଳ୍ପ ବହୁତ ଅନୁଭବ କରୁଥିବେ । ଆଗରୁ ଏକ ପ୍ରକଳ୍ପ : ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ ଆରମ୍ଭ ହେଇଥିଲା ଓ ଏହାର ଫଳାଫଳ ବି ବହୁତ ଭଲ ହେଇଥିବ ବୋଲି ଆଶା କରେ । ତେବେ ଏହି ପ୍ରକଳ୍ପ ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ବିବରଣୀ ନାହିଁ । ମୋ ମତରେ ଆମେ ଆଉ ଏକ ପ୍ରକଳ୍ପ ଆରମ୍ଭ କରିବା କିମ୍ବା "ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ"ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ କରିବା ଉଚିତ ହେବ । ଏହା ଦୀର୍ଘମିଆଦି ପ୍ରକଳ୍ପ ନହେବା ଭଲ ହେବ କିନ୍ତୁ ଏହାର ଦୀର୍ଘ ମିଆଦି ପ୍ରଭାବ ରହିବ । ଆମେ ସମସ୍ତେ ଅଳ୍ପ/ନିର୍ଦ୍ଧିଷ୍ଟ ସମୟ ଅବଧି ଭିତରେ ବିଭିନ୍ନ ଲେଖକ, କବି, ଚିତ୍ର-ତରକା, ଖେଳାଳି, ବହି ଇତ୍ୟାଦି copy-righted ଫୋଟୋ ସଂଗ୍ରହ ଉପରେ ମୁଖ୍ୟତଃ ଧ୍ୟାନଦେବା ଏବଂ ଏହାସହ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନ, ମନ୍ଦିର ଗୁଡିକର ଫୋଟୋ ସଂଗ୍ରହ କରିବା । ଏହି ପ୍ରକଳ୍ପରେ ଆମେ ଯଦି ସମ୍ଭବ ହୁଏ ତା'ହେଲେ କିଛି ସାହିତ୍ୟିକ, ସାମ୍ବାଦିକ ମାନଙ୍କ ସାହାଯ୍ୟ ନେବା ଭଲ ହେବ । ଆପଣମାନେ ଏହି ବିଷୟରେ ନିଜ ମତାମତ ଦିଅନ୍ତୁ ।--ଶିତିକଣ୍ଠ (ଆଲୋଚନା) ୨୧:୪୩, ୧୩ ମାର୍ଚ୍ଚ ୨୦୧୩ (UTC)

ଖୁବ ଭଲ ପ୍ରସ୍ତାବଟିଏ । ଆଶାକରେ ସମସ୍ତେ ମିଶି ଏହାକୁ ସଫଳ କରାଇବାରେ ସାହାଯ୍ୟ କରିବେ । ଅନ୍ୟମାନଙ୍କ ମତ ନିଆଯାଉ ଏବଂ ସମସ୍ତଙ୍କ ସହମତି ହେଲେ ଏହି ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ କରିବା ।--Jnanaranjan sahu (ମୋ ଆଲୋଚନା) ୦୫:୧୨, ୧୪ ମାର୍ଚ୍ଚ ୨୦୧୩ (UTC)
ପ୍ରସ୍ତାବ ନିମନ୍ତେ ସମର୍ଥନ । ଜୀବନ୍ତ ବ୍ୟକ୍ତି ଓ ପର୍ଯ୍ୟଟନ ସ୍ଥଳର ଫୋଟା ନିମନ୍ତେ ସାମ୍ବାଦିକ ମାନେ ଅଧିକ ସାହାଯ୍ୟ କରିପାରିବେ । ଏହା କିପରି ସଫଳ ହେବ, ସେଥି ନିମନ୍ତେ ଠିକ ଯୋଜନା ହେବା ଉଚିତ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୧୫, ୧୭ ମାର୍ଚ୍ଚ ୨୦୧୩ (UTC)
ମୋର ମଧ୍ୟ ସମର୍ଥନ, ବହୁ ଧନ୍ୟବାଦ ଏଥିପାଇଁ । ଜଣେ କେହି ନେତୃତ୍ଵ ନେଇ ପାରିଲେ ଭଲ, ଯେଉଁମାନେ ଆଗଭର ଅଛନ୍ତି, ପୃଷ୍ଠାଟିଏ ଆରମ୍ଭ କରି କେମିତି କରାଯାଇ ପାରିବ ସେ ବିଷୟରେ ଲେଖିବା ଆରମ୍ଭ କରନ୍ତୁ । ଯେହେତୁ ଶିତିକଣ୍ଠ ଭାଇ ପ୍ରସ୍ତାବ ଦେଇଛନ୍ତି, ମୁଁ ଚାହିଁବି ସେ ନେତୃତ୍ତ୍ଵ ନିଅନ୍ତୁ । -- ଅଂଶୁମାନ ତାର ଯୋଡ଼ିବେ? ୦୬:୪୭, ୧୯ ମାର୍ଚ୍ଚ ୨୦୧୩ (UTC)
ଭାଇ ସମସ୍ତଙ୍କ ସମର୍ଥନ ପାଇ ବହୁତ ଆନନ୍ଦିତ । ତେବେ କଥାହେଲା ମୁଁ ଏହା ସମ୍ପର୍କରେ ଅନଭିଜ୍ଞ, ଏଣୁ ପୁରୁଖା ଉଇକିଆଳି କେହି ଏହାର ନେତୃତ୍ଵ ନେବା ଠିକ ହେବ ବୋଲି ମୁଁ ଭାବୁଛି ।--ଶିତିକଣ୍ଠ (ଆଲୋଚନା) ୧୯:୧୭, ୧୯ ମାର୍ଚ୍ଚ ୨୦୧୩ (UTC)
ଭାଇ, ତୁମେ ଏବେ ପୁରୁଖା ହୋଇଗଲଣି :-) କିଛି ନାହିଁ, କେବଳ ସମସ୍ତଙ୍କୁ ଉତ୍ସାହିତ କରି, ପ୍ରକଳ୍ପ ପୃଷ୍ଠାକୁ ଅପଡେଟ କରିବାର ଅଛି । ମୁଁ ସାହାଯ୍ୟ କରିବି ଦରକାର ପଡିଲେ । ପ୍ରସ୍ତାବ ଅନୁସାରେ ପୃଷ୍ଠାଟି ତିଆରି ହେଉ ଆଗେ । -- ଅଂଶୁମାନ ତାର ଯୋଡ଼ିବେ? ୧୯:୩୪, ୧୯ ମାର୍ଚ୍ଚ ୨୦୧୩ (UTC)
ଧନ୍ୟବାଦ ଭାଇ । ମୁଁ ଚେଷ୍ଟା କରୁଛି । ଅସୁବିଧା ହେଲେ ଜଣେଇବି ।--ଶିତିକଣ୍ଠ (ଆଲୋଚନା) ୧୮:୪୦, ୨୦ ମାର୍ଚ୍ଚ ୨୦୧୩ (UTC)
ସମସ୍ତଙ୍କ ପ୍ରସ୍ତାବ ମତେ ମୁଁ ଏହି ପୃଷ୍ଠଟିକୁ ଆରମ୍ଭ କରିଦେଲି । ଆଗକୁ କଣ କରାଯିବ, ସେହି ମତାମତ ଅପେକ୍ଷାରେ ।--ଶିତିକଣ୍ଠ (ଆଲୋଚନା) ୧୧:୪୯, ୨୧ ମାର୍ଚ୍ଚ ୨୦୧୩ (UTC)
  • ଯଦି ଚାହାନ୍ତି ସମସ୍ତେ ବ୍ୟକ୍ତିଗତ ଭାବେ ଚେଷ୍ଟା କରିପାରିବେ । ଯେପରିକି କୌଣସି ବ୍ୟକ୍ତିଙ୍କ ଜନ୍ମ-ଦିନ ଆସିଲେ ଖବର କାଗଜ ଗୁଡିକରେ ଫୋଟୋ ସବୁ ବାହାରେ, ଆମେ ତାକୁ ସଂଗ୍ରହ କରିପାରିବା । କିଛି ସମୟ ନବ କିନ୍ତୁ ବହୁତ ଲୋକଙ୍କ ଫୋଟୋ ମିଳିଯିବ ।--ଶିତିକଣ୍ଠ (ଆଲୋଚନା) ୧୯:୦୫, ୧୪ ଅପ୍ରେଲ ୨୦୧୩ (UTC)

ବିଜ୍ଞାନ ଶବ୍ଦ / ଅନ୍ୟାନ୍ୟ ଓଡ଼ିଆ ଶବ୍ଦର ଅର୍ଥ ନିମନ୍ତେ... ସମ୍ପାଦନା

ଆଜି ଏହି ସମ୍ପ୍ରୟୋଗକୁ ଯାଇ ମୁଁ ଦେଖୁଥିଲି.. ଉଇକିପିଡ଼ିଆ:ଉଇକିପ୍ରକଳ୍ପ ବିଜ୍ଞାନ/ବିଜ୍ଞାନ ସମ୍ବନ୍ଧୀୟ ଶବ୍ଦର ଓଡ଼ିଆ ଅନୁବାଦ

A -
ଉଦର, ଅଜୈବିକ

ବଦଳରେ ଆମେ ଏହା ଅ, ଆ.... ରେ ଆରମ୍ଭ କରି ଏହା ତଳେ ଏହି ଶବ୍ଦ ଗୁଡ଼ିକ ଦେଲେ ଭଲ ହୁଅନ୍ତା, ଯେପରିକି ଉ ତଳେ ଉଦର, ଉଶ୍ୱାସ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯେ ବିଜ୍ଞାନର ଏହି ଶବ୍ଦ ସହ ବନ୍ଧନୀରେ ଆମେ ଏହାର ଇଂରାଜୀ ଶବ୍ଦଟି ଦେଇଦେଲେ ଆହୁରି ଭଲ ହୁଅନ୍ତା। ଧନ୍ୟବାଦ..!! ଜୟ ଓଡ଼ିଆ...ଜୟ ଓଡ଼ିଶା...ଜୟ ଜଗନ୍ନାଥ...!!! --ପ୍ରଶାନ୍ତ କୁମାର ଭୂୟାଁ, (ଆଲୋଚନା) ଟରୋଣ୍ଟୋ, କାନାଡ଼ା, ଜନ୍ମସ୍ଥାନ - ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

ନମସ୍କାର ଆଜ୍ଞା, ବହୁତ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଆପଣ ଯେମିତି ଚାହୁଁଛନ୍ତି, ସେମିତି ପୃଷ୍ଠାଟିଏ ନିଜେ ତିଆରି କରିପାରିବେ । ଏଠାରେ ଯେ କୌଣସି ପୃଷ୍ଠାକୁ ଉନ୍ନତ କରିବା ପାଇଁ ଆମେ ଆପଣଙ୍କୁ ସ୍ଵାଗତ କରୁଛୁ । -- ଅଂଶୁମାନ ତାର ଯୋଡ଼ିବେ? ୨୦:୧୧, ୧୮ ମାର୍ଚ୍ଚ ୨୦୧୩ (UTC)
ସେହି ପୃଷ୍ଠାଟିରେ ଶବ୍ଦଗୁଡିକ ସେପରି ସଜାଇ ଲେଖାଯିବାର କାରଣ ହେଲା: ଏହା ଇଂରାଜୀ ଶବ୍ଦର ଓଡ଼ିଆ ଅନୁବାଦ ନିମନ୍ତେ ଲେଖାଯାଇଛି, ଓଡ଼ିଆ ଶବ୍ଦର ଅର୍ଥ ନିମନ୍ତେ ଲେଖାଯାଇନି । ଅର୍ଥାତ କୌଣସି ଏକ ଇଂରାଜୀ ଶବ୍ଦର ଓଡ଼ିଆ ପ୍ରତିରୂପ ଜଣେ ଖୋଜିବାକୁ ଚାହୁଁଥିଲେ ସହଜରେ ଖୋଜି ପାଇବା ନିମନ୍ତେ ସେପରି ରଖାଯାଇଛି । ତେବେ ଆପଣଙ୍କ ମତ ଅନୁସାରେ ଆଉ ଏକ ପୃଷ୍ଠା ତିଆରି କରାଯାଇପାରିବ ଓ ଉଭୟ ପୃଷ୍ଠା ନିମନ୍ତେ ଏଠାରେ ଯଥେଷ୍ଟ ସ୍ଥାନ ଅଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୧୮, ୧୯ ମାର୍ଚ୍ଚ ୨୦୧୩ (UTC)

--[[--ପ୍ରଶାନ୍ତ କୁମାର ଭୂୟାଁ ୧୩:୨୦, ୨୧ ମାର୍ଚ୍ଚ ୨୦୧୩ (UTC) ୨୧ ମାର୍ଚ୍ଚ ୨୦୧୩ (UTC)୨୧ମାର୍ଚ୍ଚ୨୦୧୩ ଅଂଶୁମାନ ଭାଇ କେବଳ ପୃଷ୍ଠା ବଢ଼ାଇବାରେ ଲାଗିଲେ ଖୋଜିବା ଲୋକକୁ ସବୁ ଖୋଜି ବାହାର କରିବା ଆଉ ବିଭିନ୍ନ ସମ୍ପ୍ରୟୋଗ ସବୁକୁ ଯାଇ ଏସବୁ ଦେଖିବାଟା ସମୟ ସାପେକ୍ଷ ହୋଇପାରେ । ଏଣୁ ଏହିଭଳି ଆଲୋଚନା ମାଧ୍ୟମରେ ହିଁ ଯେ କୌଣସି ପୃଷ୍ଠାକୁ ଆହୁରି ଉନ୍ନତ ତଥା ପ୍ରଭାବଶାଳୀ କରାଯାଇପାରିବ । କମ୍ପ୍ୟୁଟର ପ୍ରଣାଳୀଗତ ନୀତି ନିୟମର ପରିମାପକ ବିଷୟରେ ଅଜ୍ଞ ଥିବାରୁ ସେହି ପୃଷ୍ଠାକୁ ଉନ୍ନତ କରିବାରେ ମୁଁ ବିଶେଷ ସହାୟକ ହୋଇପାରୁନାହିଁ । ସୁଭାଶୀଷ ଭାଇ ଥରେ ଅଧେ ଏ ବିଷୟରେ ତାଲିମ ଦେଇଛନ୍ତି କିନ୍ତୁ ତାହା ମୁଁ ଅନ୍ୟ କାର୍ଯ୍ୟପ୍ରବାହରେ ରହି ବିସ୍ମରି ଯାଇଅଛି ।

ମୃତ୍ୟୁଞ୍ଜୟ ଭାଇ, ମୁଁ ବିଶେଷ ଭାବରେ ଅବଗତ ଯେ ଏହା “ ଓଡ଼ିଆ ଶବ୍ଦର ଅର୍ଥ ନିମନ୍ତେ ଲେଖା ଯାଇନାହିଁ “ । ମୋର ଏହି ପ୍ରସଙ୍ଗ ଆଲୋଚନା କରିବାର ଅର୍ଥ ଏହି ଯେ ଜଣେ ସାଧାରଣ ଲୋକ ପାଇଁ ୱିକି ବ୍ୟବହାର ସହଜ କରିବା ପାଇଁ ଆମ୍ଭେ ସେଠାରେ ଯେଉଁ ଇଂରାଜୀ ଶବ୍ଦର ଓଡ଼ିଆ ଅନୁବାଦ ଲେଖିଛେ, ସେହିଠାରେ ସେହି ଇଂରାଜୀ ଶବ୍ଦଟି ଲେଖିଦେଲେ ବହୁତ ଭଲ ହୁଅନ୍ତା । ନିଶ୍ଚିତ ଭାବେ, ଏହା ଏକ ଉତ୍ତମ ପ୍ରୟାସ । ପରୋକ୍ଷରେ ଉଦରକୁ କେତେଜଣ ଆବ୍‌ଡ଼ୋମେନ୍‌ କହୁଛନ୍ତି ତ କେତେଜଣ ଷ୍ଟୋମାକ୍‌ ଆଉ କେତେଜଣ ବେଲି କହୁଛନ୍ତି । ଏଣୁ ଆପଣ ଯଦି ଉଚିତ ମନେ କରିବେ ତେବେ ସେହି ଓଡ଼ିଆ ଶବ୍ଦ ନିକଟରେ ତାର ଇଂରାଜୀ ଶବ୍ଦଟି ଲେଖିଦେଲେ ତାହାର ମାନକ ଅତ୍ୟୁଚ୍ଚ ହୋଇ ବ୍ୟବହାର ଆହୁରି ଫଳପ୍ରଦ ହୁଅନ୍ତା ।

ଧନ୍ୟବାଦ..!! ଜୟ ଓଡ଼ିଆ...ଜୟ ଓଡ଼ିଶା...ଜୟ ଜଗନ୍ନାଥ...!!!

ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, କାନାଡ଼ା, ଜନ୍ମସ୍ଥାନ - ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

ଏପ୍ରିଲ ୨୦୧୩ - ଜୁନ ୨୦୧୪ ନିମ‌ନ୍ତେ A2Kର କାର୍ଯ୍ୟପନ୍ଥା ସମ୍ପାଦନା

ଆଦରର ବନ୍ଧୁଗଣ, ଗତ ମାସ ୧୬ ଓ ୧୭ ତାରିଖରେ ମୁଁ ଓ ବିଷ୍ଣୁବର୍ଦ୍ଧନ ଆକସେସ ଟୁ ନଲେଜର ବାର୍ଷିକ କାର୍ଯ୍ୟପନ୍ଥା ସ୍ଥିର କରିବା ନିମନ୍ତେ ଭୁବନେଶ୍ୱର ଓ କଟକରେ ଥିବା ଓଡ଼ିଆ ଉଇକିଆଳିମାନଙ୍କୁ ଭେଟିଥିଲୁ । କଟକରେ ଶ୍ରୀକାନ୍ତ କେଡ଼ିଆ, ଏହି ଦୁଇ ଆଲୋଚନା-ଆସରରେ ଆମେ ନାନାଦି ଅସୁବିଧା ସମ୍ଭନ୍ଧରେ ଆଲୋଚନା କରିବା ସ‌ହିତ ସମ୍ଭାବିତ ପ୍ରକଳ୍ପ ତ‌ଥା ନୂଆ ପ୍ରକଳ୍ପାଅଦି ବାବଦରେ ସଭିଙ୍କୁ ପଚାରି ବୁଝିଥିଲୁ । ଏହି ଆଲୋଚନା ପରେ ଆମେ ଓଡ଼ିଆ ଉଇକିପିଡ଼ିଆର ବିକାଶ ଓ ଅଧିକ ନୂଆ ସଭ୍ୟମାନଙ୍କୁ ଏହି ପ୍ରକଳ୍ପେ ପରିସରକୁ ଆଣିବା ପାଇଁ ଏକ ବାର୍ଷିକ ଯୋଜନା ପ୍ରସ୍ତୁତ କରିଛୁ । ଏହି ଯୋଜନାର ଓଡ଼ିଆ ଉଇକିପିଡ଼ିଆର ଅସୁବିଧାଗୁଡ଼ିକ ଆଲୋଚନା କରାଯାଇଛି ଓ କି କି ସ‌ହ‌ଯୋଗ ସମ୍ପାଦକଗଣ ଲୋଡ଼ୁଛନ୍ତି ତାହା ବର୍ଣ୍ଣନା କରାଯାଇଛି । ଶେଷରେ ଆଲୋଚିତ ଅସୁବିଧା, ଆବଶ୍ୟକ‌ତା ଓ ଦୁଇଟି ଆଲୋଚନା-ଆସରରେ ଆଲୋଚିତ ନାନାଦି ବିଷ‌ୟକୁ ବିଚାରକୁ ନେଇ କିଛି ସମ୍ଭାବିତ ପ୍ରକଳ୍ପ ବାବଦରେ ବର୍ଣ୍ଣନା କରାଯାଇଛି । ଦ‌ୟାକରି ଏହି ଲିଙ୍କ‌କୁ ଯାଇ ନିଜ ନିନର ନିଜ ନିଜର ମତାମତ ବାଢ଼ିବା ସ‌ହିତ କିପରି ଏହି ଯୋଜନାକୁ କାମରେ ଲଗାଯିବ ସେ ବାବଦରେ ଆଲୋଚନା କରନ୍ତୁ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୨୦:୪୬, ୫ ଅପ୍ରେଲ ୨୦୧୩ (UTC)

ଛବି ଓ ପୃଷ୍ଠା ଗୁଡ଼ିକୁ କେମିତି ଠିକ ଭାବେ ଶ୍ରେଣୀଭୁକ୍ତ କରିବେ? ସମ୍ପାଦନା

କମନ୍ସରେ ଛବି, ଶ୍ରେଣୀ ହେଉ ବା ଉଇକିପିଡିଆରେ ପୃଷ୍ଠା ଆଉ ଶ୍ରେଣୀ ହେଉ, ସବୁକୁ ଠିକ ଭାବେ ଶ୍ରେଣୀଭୁକ୍ତ କରି ରଖିବା ଆବଶ୍ୟକ । ତେଣୁ ଦୟାକରି, ଛବି ଗୁଡିକୁ, ସିଧା Odisha/Orissa ଶ୍ରେଣୀରେ ଜୋଡନ୍ତୁ ନାହିଁ । ଗୋଟିଏ ଶ୍ରେଣୀ ହେଲେବି କିଛି ଅସୁବିଧା ନାହିଁ, ଅନ୍ତରେ ଓଡ଼ିଶା ସମ୍ବଧିତ ସବୁ ଶ୍ରେଣୀ ଓଡ଼ିଶା ଶ୍ରେଣୀକୁ ଜାଉଛି । ତେଣୁ କିଛି ଆବଶ୍ୟକ ନାହିଁ, ଏବଂ ଯୋଡ଼ିଲେ ପରେ କାହାକୁ ହେଲେ ଠିକ ଶ୍ରେଣୀଭୁକ୍ତ କରିବାକୁ ହେବ । ଅନ୍ୟ ମାନଙ୍କୁ ମଧ୍ୟ ଏବିଷୟରେ ଜଣାନ୍ତୁ, ଏବେଠୁ ନ ଜାଣିଲେ ପରେ କାମ ଅଧିକ ହେବ ଅଯଥାରେ । ହଁ, ଅଳ୍ପ କିଛି ଛବି ଆମେ ଓଡ଼ିଶା ଶ୍ରେଣୀରେ ରଖିପାରିବା, ଯାହା ଓଡ଼ିଶାକୁ ଭଲ ଭାବେ ଦର୍ଶାଉଥିବ, ଯାହାତାହା ଓ ସବୁ ଛବି ନୁହେଁ । ସମାନ ପ୍ରକ୍ରିୟା ଏଠି ଉଇକିପିଡିଆରେ ଶ୍ରେଣୀ ଓ ପୃଷ୍ଠା କ୍ଷେତ୍ରରେ ମଧ୍ୟ ଲାଗୁ ହେଉଛି । କିଛି ପ୍ରଶ୍ନ ଥିଲେ ଦୟାକରି ପଚାରନ୍ତୁ । ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୦୯:୦୬, ୮ ଅପ୍ରେଲ ୨୦୧୩ (UTC)

ଉଇକିପିଡିଆରେ ଥିବା ସମସ୍ତ ଶ୍ରେଣୀକୁ ଏକାଠି ଗୋଟିଏ ଶ୍ରେଣୀରେ ରଖି ହେବକି ? ଏହା ଦ୍ଵାରା ଜାଣି ହୁଅନ୍ତା କେଉଁ କେଉଁ ଶ୍ରେଣୀ ଅଛି ଓ ଲେଖାଟିକୁ ପ୍ରକୃତରେ କେଉଁ ଶ୍ରେଣୀରେ ରଖାଯିବା ଉଚିତ ।--ଶିତିକଣ୍ଠ (ଆଲୋଚନା) ୧୮:୫୭, ୧୨ ଅପ୍ରେଲ ୨୦୧୩ (UTC)
ବିଶେଷ:ଶ୍ରେଣୀ ପୃଷ୍ଠାକୁ ଯାଇ ସମସ୍ତ ଶ୍ରେଣୀକୁ ଏକାଠି ଦେଖିପାରିବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୪୦, ୧୩ ଅପ୍ରେଲ ୨୦୧୩ (UTC)
ଧନ୍ୟବାଦ । କିନ୍ତୁ ଏଥିରେ ବହୁତ ଗୁଡ଼ିଏ ଶ୍ରେଣୀ ରହିଛି, ଖୋଜିବା କଷ୍ଟକର କିନ୍ତୁ ଆବଶ୍ୟକୀୟ ତଥ୍ୟ ମିଳିଯିବ । ଗୋଟିକ ପରେ ଗୋଟିଏ ଦେଖିବା ଅପେକ୍ଷା ଅକ୍ଷର (alphabetically) ଅନୁସାରେ index ତିଆରି କରାଗଲେ ଭଲ ହୁଅନ୍ତା । କିଛି ଲେଖାକୁ କେଉଁ ଶ୍ରେଣୀରେ ରଖିବି ବୁଝି ହେଉନାହିଁ । କିଛି ନୂଆ ଶ୍ରେଣୀ ତିଆରି କରିବାର ଆବଶ୍ୟକ ମନେହେଉଛି ଯେପରିକି: ପୁରସ୍କାର ପାଇଁ ଓ ଅନୁଷ୍ଠାନ ପାଇଁ ।--ଶିତିକଣ୍ଠ (ଆଲୋଚନା) ୦୭:୪୦, ୧୩ ଅପ୍ରେଲ ୨୦୧୩ (UTC)
ଏହି Special:UncategorizedCategories ବିଶେଷ ପୃଷ୍ଠାଟି ମଧ୍ୟ ସାହାଯ୍ୟ କରିବ । ଶ୍ରେଣୀ ଗୁଡିକ ପ୍ରଥମେ ଠିକରେ ରହିଲେ, ପୃଷ୍ଠା ଗୁଡିକୁ ଶ୍ରେଣୀଭୁକ୍ତ କରିବା ପାଇଁ ସହଜ ହେବ । :-) -- ଅଂଶୁମାନ ତାର ଯୋଡ଼ିବେ? ୦୮:୫୦, ୧୩ ଅପ୍ରେଲ ୨୦୧୩ (UTC)
ଆଉ ରକ୍ଷଣା ବେକ୍ଷଣ ପାଇଁ ଥିବା ଶ୍ରେଣୀ ଗୁଡ଼ିକୁ ତିଆରି କରିବା ଦରକାର ନାହିଁ, ଏବଂ ଶ୍ରେଣୀ ଓ ଛାଞ୍ଚ ଗୁଡ଼ିକର ଶୀର୍ଷକକୁ ଅନୁବାଦ କରିବା ବର୍ତମାନ ପାଇଁ ଆବଶ୍ୟକ ନାହିଁ । -- ଅଂଶୁମାନ ତାର ଯୋଡ଼ିବେ? ୦୮:୫୮, ୧୩ ଅପ୍ରେଲ ୨୦୧୩ (UTC)
କିଛି ଭାଷାରେ ଛାଞ୍ଚର ଶିରୋନାମା ଗୁଡ଼ିକୁ ବି ଅନୁବାଦ କରିଦିଆଯାଇଛି । ସେଇଥିପାଇଁ ଗୋଟିଏ ଚେଷ୍ଟା କରିଥିଲି, କିନ୍ତୁ ଗୋଟିକୁ ବଦଳେଇଲେ ତା' ସମ୍ପର୍କିତ ସବୁ ବଦଳେଇବାକୁ ପଡ଼ିବ । ବର୍ତ୍ତମାନ ତ ମାନବ ସମ୍ବଳ ଅଭାବ, ସେସବୁ କଥା ପରେ ଦେଖିବା । ମୋ ମତରେ ରକ୍ଷଣା ବେକ୍ଷଣ ପାଇଁ ଥିବା ଶ୍ରେଣୀ ଗୁଡ଼ିକୁ ପାଠକ ମାନଙ୍କ ଠାରୁ ଲୁଚେଇଦେଲେ ଭଲ ହୁଅନ୍ତା (ଯେପରିକି- ଶ୍ରେଣୀ:Articles containing explicitly cited English language text ଇତ୍ୟାଦି); ଏପରି କରିବାରେ କିଛି ଅସୁବିଧା ଅଛିକି ?--ଶିତିକଣ୍ଠ (ଆଲୋଚନା) ୧୯:୧୮, ୧୪ ଅପ୍ରେଲ ୨୦୧୩ (UTC)
ସେହି ଶ୍ରେଣୀ ଗୁଡ଼ିକ ରକ୍ଷଣା ବେକ୍ଷଣ ନିମନ୍ତେ ଉଦ୍ଦିଷ୍ଟ , ତେଣୁ ପାଠକ ମାନଙ୍କଠାରୁ ଲୁଚାଇ ରଖିଲେ କିଛି ଅସୁବିଧା ନାହିଁ । ଉପରୋକ୍ତ ଶ୍ରେଣୀଟିକୁ ଲୁଚାଗଲା ଓ ସେହି ଧରଣର ଅନ୍ୟସବୁ ଉପଯୁକ୍ତ ଶ୍ରେଣୀକୁ ସମୟକ୍ରମେ ଲୁଚାଯିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୦୮, ୧୬ ଅପ୍ରେଲ ୨୦୧୩ (UTC)

Vacancy for Programme Officer, Pilot Projects (Access to Knowledge) ସମ୍ପାଦନା

The Centre for Internet & Society (CIS) is seeking applications for the post of Programme Officer, Pilot Projects for its Access to Knowledge (A2K) Programme. The position will be based in its Bangalore office. Programme Officer will collaboratively work with the A2K Team and would report to the Programme Director, Access to Knowledge at CIS.

You can read the detailed job description here. --Nitika.t (ମୋ ଆଲୋଚନା) ୦୭:୩୮, ୧୭ ଅପ୍ରେଲ ୨୦୧୩ (UTC)

ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ ସମ୍ପାଦନା

"ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ" ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଲା ଓଡ଼ିଶାର ଗାଁ ଓ ପଞ୍ଚାୟତ ବିଷୟରେ ଓଡ଼ିଆ ଉଇକିପିଡିଆକୁ ସମୃଦ୍ଧ କରିବା । ଗତ ଏପ୍ରିଲ-୧ ରେ ଅନୁଷ୍ଠିତ ଗଣ-ସମ୍ପାଦନ ସମୟରେ ପ୍ରାୟତଃ ୧୦୦ ରୁ ଅଧିକ ପ୍ରସଙ୍ଗ ଏହି ପ୍ରକଳ୍ପ ପାଇଁ ଲେଖାଯାଇଥିଲା । କିଛି ବ୍ୟବହାରକାରୀ ଏହି ପ୍ରକଳ୍ପ ସମ୍ପର୍କରେ ଥିବା ଅସୁବିଧା କଥା ଉଠାଇଥିଲେ, ଏଣୁ IRC ରେ ସବୁ ପୁରୁଖା ଉଇକିଆଳି ମାନେ ଏକ ଆଲୋଚନା କରିଥିଲେ । ବହୁତ ବ୍ୟବହାରକାରୀ ଅନୁପସ୍ଥିତ ବି ଥିଲେ । ଏଥିରେ ବିଭିନ୍ନ ଅସୁବିଧା କଥା ଆଲୋଚନା କରଯାଇଥିଲା ଯେପରିକି ତଥ୍ୟର ଅଭାବ ଇତ୍ୟାଦି । ମୃତ୍ୟୁଞ୍ଜୟ ଭାଇ "କିପରି ପ୍ରକଳ୍ପକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ?" କଥା ବି ଉଠାଇଥିଲେ । ଯେଉଁମାନେ ଆଲୋଚନାରେ ଅନୁପସ୍ଥିତ ଥିଲେ ନିଜ ମତାମତ ଆଲୋଚନା ସଭାରେ ଦିଅନ୍ତୁ ।--ଶିତିକଣ୍ଠ (ଆଲୋଚନା) ୧୭:୩୮, ୨୭ ଅପ୍ରେଲ ୨୦୧୩ (UTC)

ଯେଉଁମାନେ ଗଣ ସମ୍ପାଦନାରେ ଭାଗ ନେଇଥିଲେ, ସେମାନେ ବା ଅନ୍ୟ କେହି ଦୟାକରି ସେମାନଙ୍କ ନାମ ଓ ଲେଖିଥିବା ପ୍ରସଙ୍ଗଗୁଡ଼ିକୁ ଅପଡେଟ କରିଦିଅନ୍ତୁ, ରିପୋର୍ଟ ସହିତ । କେବଳ ଆଦିତ୍ୟ ଭାଇଙ୍କ ଅବଦାନ ଛଡ଼ା ଆଉ କାହାରି ଅବଦାନ ନାହିଁ । ଶୁଭ ବାବୁ କେବଳ ଜଣକର ଅବଦାନ କାହିଁକି ଦେଇଛନ୍ତି, ମୁଁ ବୁଝି ପାରୁନି? ଆଉ ଯେଉଁ କମନ୍ସ ଲିଙ୍କଟି ଅଛି ସେଠି କିଛି ଛବି ନାହିଁ!! -- ଅଂଶୁମାନ ତାର ଯୋଡ଼ିବେ? ୦୬:୧୩, ୨ ମଇ ୨୦୧୩ (UTC)

ପରିଚାଳକ ହେବା ପାଇଁ ମୃତ୍ୟୁଞ୍ଜୟ ଭାଇଙ୍କ ମନୋନୟନ ସମ୍ପାଦନା

ମୃତ୍ୟୁଞ୍ଜୟ ଭାଇ ତୁମେ ପୁଣି ପରିଚାଳକ (admin) ହୁଅ । ନଗଦ ବଦଳ ଖାଲି ଖାଲି ଲାଗୁଛି ଯେ   । ଅନ୍ୟମାନେ ଯଦି ଚାହାନ୍ତି ତେବେ ସମର୍ଥନ କରନ୍ତୁ ।--ଶିତିକଣ୍ଠ (ଆଲୋଚନା) ୧୬:୫୮, ୨୯ ଅପ୍ରେଲ ୨୦୧୩ (UTC)

ହଁ ମୃତ୍ୟୁଞ୍ଜୟ ଭାଇ, ମୁଁ ବି ଚାହୁଁଛି ଆପଣ ପରିଚାଳକ ହୁଅନ୍ତୁ । ଶିତିକଣ୍ଠ ଭାଇ, ସେଠି ଠିକ ଶୈଳୀରେ ନଥିଲା ସେଥିପାଇଁ ଆଲୋଚନାକୁ ଏଠିକି ନେଇଆସିଲି । ଏଠି ଭାଇ ପ୍ରଥମେ ପରିଚାଳକ ହେବା ପାଇଁ ରାଜି ହେଲେ, ଆମେ ଗୋଟେ ଉପପୃଷ୍ଠା ତିଆରି କରି RFA ପୃଷ୍ଠାରେ ଯୋଡ଼ିଦେବା, ସେଠି ସମସ୍ତେ ସମର୍ଥନ ଦେଇପାରିବେ । ଆଦିତ୍ୟ ଭାଇ, ଆପଣଙ୍କୁ ଆଉଥରେ ସମର୍ଥନ ଦେବାକୁ ହେବ । ଧନ୍ୟବାଦ :-) -- ଅଂଶୁମାନ ତାର ଯୋଡ଼ିବେ? ୦୫:୪୪, ୨ ମଇ ୨୦୧୩ (UTC)
କର ଭାଇନା କଣ ଆଉ ପରିଚାଳକ ନାହାଁନ୍ତି !!! !? ଏ ଦୁର୍ଘଟଣା , କେବେ ଘଟିଲା ? ତୁରନ୍ତ ଭାଇନାଙ୍କୁ ପରିଚାଳକ କରାଯିବାକୁ ମୋର ଅନୁରୋଧ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୬:୨୩, ୨ ମଇ ୨୦୧୩ (UTC)
ମୃତ୍ୟୁଞ୍ଜୟ ଭାଇଙ୍କୁ ମୋର ଶତ ପ୍ରତିଶତ ସମର୍ଥନ ଆଉ ଅନୁରୋଧ ମଧ୍ୟ ସେ ପୁନଃବାର ପରିଚାଳକ ହୁଅନ୍ତୁ । --Aditya Mahar (ମୋ ଆଲୋଚନା) ୧୧:୨୦, ୨ ମଇ ୨୦୧୩ (UTC)
ବହୁତ ସମୟ ଏବାବଦରେ ଭାବିବା ପରେ, ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ଓ ସକ୍ରିୟ ବ୍ୟବହାରକାରୀମାନଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିବା ସମ୍ଭବ ହେଉନି । ସେମାନଙ୍କ ବିଶ୍ଵାସକୁ କାର୍ଯ୍ୟରେ ପରିଣତ କରିବା ନିମନ୍ତେ, ମୁଁ ଏହି ମନୋନୟନକୁ ଅନ୍ତରର ସହ ସ୍ଵିକାର କରିବାକୁ ବାଧ୍ୟ ହେଉଛି । ଧନ୍ୟବାଦ :)--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୨୩, ୩ ମଇ ୨୦୧୩ (UTC)
ଧନ୍ୟବାଦ ଭାଇ, ମୁଁ ଆଶା କରୁଛି ନିଜେ ପୁଣି ସେମିତି ନିର୍ଣ୍ଣୟ ନେବା ପୂର୍ବରୁ ଆମ ସହିତ ଆଲୋଚନା କରିବେ :-) ସମସ୍ତଙ୍କୁ ସମର୍ଥନ ପାଇଁ ଧନ୍ୟବାଦ । ଯେହେତୁ ଭାଇ ପରିଚାଳକ ଥିଲେ, ସେଥିପାଇଁ RFAକୁ ନନେଇ କାମଟା କରିଦେଲି । -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୨, ୧୪ ମଇ ୨୦୧୩ (UTC)
ଭାଇ ମୁଁ ବିଳମ୍ବରେ ଆସି ଦେଖୁଛି କାର୍ଯ୍ୟ ସିଦ୍ଧି ହୋଇଛି, ଅନେକ ବଧେଇ --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୭:୩୪, ୧୮ ଜୁନ ୨୦୧୩ (UTC) ;-)