ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୫


ଓଡିଆ ଉଇକିରେ ସ୍ଟୁଡେଣ୍ଟ ଆମ୍ବାସେଡର ଯୋଜନା ଲାଗୁ କରିବା ପାଇଁ ଅନୁରୋଧ ସମ୍ପାଦନା

ଆମେ ପୁରୀ ଉଇକି ଟୁଙ୍ଗିର ସଦସ୍ୟ ମାନେ, ଏହି ମାସରୁ ପୁରୀର କେତୋଟି ବିଦ୍ୟାଳୟରେ ଏବଂ କଲେଜରେ ଉଇକି କର୍ମଶାଳା କରିବାର ନିଷ୍ଫତି ନେଇଛୁ । ଅମେ ଯଦି ଏହି ସମୟରେ ଓଡିଆ ଉଇକିରେ ସ୍ଟୁଡେଣ୍ଟ ଆମ୍ବାସେଡର ଯୋଜନା ଲାଗୁ କରାଇ ପାରିବା ତେବେ ଛାତ୍ରୀଛାତ୍ର ମାନେ ଅଧିକ ଅଗ୍ରହର ସ‌ହିତ ଉଇକିରେ ଯୋଗ ଦେଇ ପାରିବେ ଏବଂ ପରବର୍ତ୍ତୀ ସମୟରେ ଏହି ସ୍ଟୁଡେଣ୍ଟ ଆମ୍ବାସେଡର ମାନେ ନିଜ ନିଜ କାଲେଜର ଉଇକି କାର୍ୟକଳାପର ଧ୍ୟାନ ରଖିବା ସ‌ହ ଉଇକିର ଅଗାମି କର୍ମଶାଳା ଓ ମେଳଣରେ ଅମକୁ ସାହାଯ୍ୟ କରି ପାରିବେ । ଏଥିରେ ନିଜର ମତ ଦେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । -ସ୍ନେହାଶିଷ ନାୟକ (ମୋ ଆଲୋଚନା) ୨୩:୨୪, ୩ ଫେବୃଆରୀ ୨୦୧୬ (IST)[reply]

ସମର୍ଥନ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

ମତାମତ ସମ୍ପାଦନା

ଏଇ "ସ୍ଟୁଡେଣ୍ଟ ଆମ୍ବାସେଡର ଯୋଜନା" ବାବଦରେ ଟିକେ ଅଧିକା ଜଣେଇଲେ ଭଲ ହୁଅନ୍ତା । ଏହା କଣ ଆଉ ଏଥିରେ ସବୁ କଣ କଣ କାର୍ଯ୍ୟକ୍ରମ ହେବାର ଅଛି । ଆଉଟ କମ କଣହେବ ଇତ୍ୟାଦି । ଧନ୍ୟବାଦ!!!!! !! --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୨୦, ୪ ଫେବୃଆରୀ ୨୦୧୬ (IST)[reply]

  • @Jnanaranjan sahu:, ଏଥିରେ ଆମେ ଯେଉଁ ମହାବିଦ୍ୟାଳୟରେ କର୍ମଶାଳା କାରିବୁ, ସେଠାରେ ଏକ ସପ୍ତାକିଆ ଗଣ ସମ୍ପାଦନା କାରିବୁ । ଯେଉଁ ଛାତ୍ରୀ/ଛାତ୍ର ଏଥିରେ ପ୍ରଥମ ହେବେ ତାଙ୍କୁ ସ୍ଟୁଡେଣ୍ଟ ଆମ୍ବାସେଡର ଭାବେ ଚୟନ କରାଯିବ । ତାଙ୍କ ଦାଇତ୍ୱ ରହିବ ତାଙ୍କ ମହାବିଦ୍ୟାଳୟରେ ହେଉଥିବା ଉଇକି କାର୍ଯ୍ୟ କଳାପର ଧ୍ୟାନ ରଖିବେ, ଉଇକିକୁ ଅନ୍ୟ ଛାତ୍ରୀଛାତ୍ରଙ୍କ ପାଖରେ ପ‌ହ‌ଞ୍ଚାଇବେ, ସାହାଯ୍ୟ ଲୋଡୁଥିବା ମିତ୍ରଙ୍କୁ ସାହାଯ୍ୟ କରିବେ, ତାଙ୍କ ମହାବିଦ୍ୟାଳୟରେ ହେବାକୁଥିବା ଅଗାମି କର୍ମଶାଳାରେ ଉଇକିର ପ୍ରତିନିଧି ଭାବରେ ରାହିବେ । ଏହା ସ‌ହ, ସେମାନେ ପ୍ରତି ସପ୍ତାହରେ ଉଇକି ଟୁଙ୍ଗି ପୁରୀ ସ‌ହ, ସେମାନେ ସବୁ ସାମନା କାରୁଥିବା ପ୍ରତିକୁଳ ପରିସ୍ଥିତି ସମ୍ପର୍କରେ ଜଣାଇବେ । -ସ୍ନେହାଶିଷ ନାୟକ (ମୋ ଆଲୋଚନା) ୦୨:୦୫, ୪ ଫେବୃଆରୀ ୨୦୧୬ (IST)[reply]

ନୂଆ ବ୍ୟବହାରକରୀ ପ୍ରଶ୍ନ ସମ୍ପାଦନା

ଏଠାରେ କୌଣସି article କୁ edit କରିବା ସମ‌ୟରେ article ରେ ଫଟୋଟିଏ add କରି ଦେଖଣା ଦେଖି ସାରିବା ପରେ ଯଦି ଫଟୋଟି ପସନ୍ଦ ନ ଆସିଲା, ତେବେ ଫଟୋଟି delete ହୋଇ ପାରୁଛି। କିନ୍ତୁ ଫଟୋ delete କରିସାରି ଦେଖଣା ଦେଖି ସାରିବା ପରେ ଯଦି ମୁଁ ପୁଣି ସେହି ପୁର୍ବ ଫଟୋଟିକୁ add କରିବାକୁ ଚାହୁଁଛି, ତେବେ ମୁଁ ସେପରି କରିପାରୁ ନାହିଁ। ଫଟୋଟିକୁ upload କରି ସାରି submit ମାରିଲେ, ସମାନ ତ‌ଥ୍ୟ ଥିବା ଫାଇଲ୍ ପୂର୍ବରୁ ପୃଷ୍ଠା ରେ ଅଛି ବୋଲି ଦେଖଉଛି। ଏହା ଏକ technical problem ନା ମୁଁ କିଛି ଭୁଲ୍ କରୁଛି? --Rajmishra757 (ମୋ ଆଲୋଚନା) ୧୮:୫୬, ୨୬ ଫେବୃଆରୀ ୨୦୧୬ (IST)[reply]

Rajmishra757, ଉଇକିପିଡିଆରେ ଆପଣଙ୍କ ଆଗ୍ରହ ପାଇଁ ଧନ୍ୟବାଦ । ଆପଣ ଯେଉଁ ଅସୁବିଧା ଭୋଗୁଛନ୍ତି ତାହା ପରଖିବା ପାଇଁ, ମୁଁ ଆପଣଙ୍କ ଲେଖା ଅନୁଯାୟୀ ସମ୍ପାଦନା କରିଲି କିନ୍ତୁ ସେମିତି କିଛି ଅସୁବିଧା ଦେଖି ପରିଲି ନାହିଁ । ଆପଣ ଯଦି ଏହି ଅସୁବିଧାଟିକୁ ଅଧିକ ବିଶ୍ଳେଷଣ କରି କହିପାରିବେ ତ ଆମେ ଏହାକୁ ପରୀକ୍ଷା କରିବାରେ ସୁବିଧା ହେବ । ଆପଣ ଯଦି ଏକ ସ୍କ୍ରୀନ ରେକର୍ଡର କିମ୍ବା ଅସୁବିଧା ଭୋଗୁଥିବା ପୃଷ୍ଠାର ପ୍ରିଣ୍ଟସ୍କ୍ରିନ ଦେଇପାରିବେ ତ ଏହା ଏହା ଅଧିକ ସହଯୋଗ କରିବ । ଆଉ ଗୋଟେ ଜରୁରୀ ବିଷୟରେ ଆପଣଙ୍କୁ ଜଣେଇବା ଠିକ ଭାବୁଛି । ଏହି ପୃଷ୍ଠାଟି ଉଇକିପିଡିଆ ପରିସରରେ ହେଉଥିବା ଆଲୋଚନା ପାଇଁ ପ୍ରକୃଷ୍ଟ ଜାଗା । ଏଠି ପ୍ରଶ୍ନ ଲେଖିଲେ କିଛି ଅସୁବିଧା ନାହିଁ, କିନ୍ତୁ ଆମେ ନୂଆ ବ୍ୟବହାରକାରୀ ଶିକ୍ଷଣ ଓ ସମ୍ପାଦନା ବାବଦରେ ଭୋଗୁଥିବା ଅସୁବିଧା ଚାଟସଭାରେ ଲେଖିବା ପାଇଁ ଉତ୍ସାହିତ କରୁ । ଆଗକୁ ପ୍ରଶ୍ନ ପଚାରିବାର ଥିଲେ ସେଇ ପୃଷ୍ଠାରେ ଲେଖିବା ପାଇଁ ଧ୍ୟାନ ଦେବେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୨୯, ୨୭ ଫେବୃଆରୀ ୨୦୧୬ (IST)[reply]

CIS-A2Kର ଜୁଲାଇ ୨୦୧୬ ରୁ ଜୁନ୍ ୨୦୧୭ କାର୍ଯ୍ୟପନ୍ଥା ଉପରେ ମତ ଦେବାକୁ ଅନୁରୋଧ ସମ୍ପାଦନା

CIS-A2Kର ଜୁଲାଇ ୨୦୧୬ ରୁ ଜୁନ୍ ୨୦୧୭ କାର୍ଯ୍ୟପନ୍ଥା ଉପରେ ମତ ଦେବାକୁ ଅନୁରୋଧ।

ଗତ ତିନି ବର୍ଷ ଭଳି ଏହି ବର୍ଷ ମଧ୍ୟ CIS-A2K ଓଡି଼ଆ ଉଇକିମିଡି଼ଆ ପ୍ରକଳ୍ପ ପାଇଁ ଏକ କାର୍ଯ୍ୟପନ୍ଥି ତିଆରି କରିଛି। କମ୍ୟୁନିଟିର ପରାମର୍ଶ/ମତ , ଏବଂ ପୁର୍ବ ବର୍ଷ ହେଇଥିବା ଭୁଲକୁ ଧ୍ୟାନରେ ରଖି ଏହି କାର୍ଯ୍ୟପନ୍ଥିଟି ତିଆରି କରାଯାଇଛି। ଆପଣମାନଙ୍କୁ ଏହି Workplan ଉପରେ ମତ ଦେବାକୁ ଅନୁରୋଧ। ଯଦି କିଛି ଭୁଲ ତଥ୍ୟ କିମ୍ବା କାମ ଯୋଡାହେଇଛି ଯେଉଁଟା କମ୍ୟୁନିଟି ଚାହୁଁନି ତାହାଲେ ସେହି ଭାଗ ଟି କାର୍ଯ୍ୟପନ୍ତିରୁ ବାହାର କରାଯିବ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୯:୨୦, ୨୦ ମାର୍ଚ୍ଚ ୨୦୧୬ (IST)[reply]

Train-the-Trainer and MediaWiki Training: Capacity building initiatives for the Wikimedia community ସମ୍ପାଦନା

 

Like the previous years [1][2] CIS-A2K is planning for a capacity building activity for the Indic-language Wikimedia communities this year. This 3-4 day event, that is planned to be organized in Bengaluru, will include several parallel training sessions. The general sessions will broadly include:

  • How to conduct Wikimedia outreach (workshops, GLAM activities, edit-a-thons)
  • Ways to groom new contributors
  • Advanced Wikipedia editing and Wikipedia policy and guidelines

Similarly, the MediaWiki training will include:

  • MediaWiki - installation, analysis, understanding
  • Working with MediaWiki
  • How bots work on Wikimedia projects with an emphasis on pywikibot
  • Bug triage, bug life cycle, raising a bug, fixing a bug
  • General overview of FOSS, Openness, social media, Copyright, Creative Commons

We are looking forward to nominate yourself or nominate any other member of your community to participate in this event. We will be selecting the participants based on the community recommendation. We are looking forward to hearing your inputs on the program design and anything in particular that you would like to see.

Please note that the Wikimedians who have not attended the previous iterations of this training will be given more preference.
You can learn more about the event here.

Footnotes ସମ୍ପାଦନା

  1. Train-the-Trainer
  2. MediaWiki Training

Thanks. -- CIS-A2K (sent using MediaWiki message delivery (ମୋ ଆଲୋଚନା) ୧୫:୩୩, ୨୯ ଅପ୍ରେଲ ୨୦୧୬ (IST))[reply]

ମିଡ଼ିଆ-ଉଇକି କର୍ମଶାଳା ସମ୍ପାଦନା

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଶାଳା ସମୟରେ ମୁଁ ମୃତ୍ୟୁଞ୍ଜୟ ଭାଇଙ୍କ ସ‌‌ହ ମିଡ଼ିଆ-ଉଇକି କର୍ମଶାଳା ବିଷୟରେ ଆଲୋଚନା କରିଥିଲି। ଅଲୋଚନା ହିସାବରେ ଆମେ ଜନ୍ମଦିନ ପାଳନ କରିବା ତାରିଖର ଗୋଟେ ଦିନ ପୂର୍ବରୁ ଏହି କର୍ମଶାଳାଟି ରଖିବା, ଯେଉଁଥିରେ ଉଇକିଆଳି ମାନଙ୍କୁ ଟେକନିକାଲ କାମ ସ‌ହ ଉଇକିପିଡ଼ିଆରେ ଲେଖିବା ଶୈଳି ଶିଖାଯିବ। ତଳେ ସମସ୍ତଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଶିଖିବାକୁ ଚାହୁଁଥିବା ଜିନିଷ ତାଲିକା କରନ୍ତୁ। ଏହି ଅବସରରେ ରହିମାନୁଦ୍ଦିନ ଆମକୁ ମିଡ଼ିଆ-ଉଇକି ବିଷୟରେ ଜ୍ଞାନ ପ୍ରଦାନ କରିବେ ଶିତିକଣ୍ଠ ଓ ଜ୍ଞାନ ଭାଇଙ୍କ ସ‌ହିତ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୧:୧୩, ୭ ମଇ ୨୦୧୬ (IST)[reply]

ମୋ ମତରେ ଆମେ ଦୁଇଜଣ ଆଲୋଚନା କରି ଏପରି କର୍ମଶାଳା ସ୍ଥିର କରିବା ଠିକ ହେବନି (ଆମେ କେବଳ ପ୍ରସ୍ତାବ ଦେଇପାରିବା) । କର୍ମଶାଳା ବାବଦରେ ଚୁଡ଼ାନ୍ତ ନିଷ୍ପତ୍ତି ଅନ୍ୟ ଉଇକିଆଳିଙ୍କ ମତ ଉପରେ ନିର୍ଭର କରେ । ଯଦି ସେମାନେ ଯୋଗଦେବାକୁ/ ଶିଖିବାକୁ ଆଗ୍ରହୀ ହୁଅନ୍ତି ତେବେ ଆୟୋଜନ କରାଯାଇପାରେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୨୩, ୭ ମଇ ୨୦୧୬ (IST)[reply]

  ସମର୍ଥନ ସମ୍ପାଦନା

  ବିରୋଧ ସମ୍ପାଦନା

  ନିରପେକ୍ଷ ସମ୍ପାଦନା

  • ଲେଖାଅଛି- ଶିଖିବାକୁ ଚାହୁଁଥିବା ଜିନିଷ ତାଲିକା କରନ୍ତୁ ।, କଅଣ ଜାଣିବା ଦରକାର, ଜଣେ ନୂଆ ଶିକ୍ଷାର୍ଥୀ କେମିତି ଜାଣିବ ? ସୁତରାଂ ଏ ବିଷୟରେ କେହି ଲେଖୁନାହାନ୍ତି । ଆମର କିଛି ଶିକ୍ଷଣୀୟ ବିଷୟ ତାଲିକା ନାହିଁ । ଶିଖିବାକୁ ତ ବ‌ହୁତ କଥା ଅଛି । --Subas Chandra Rout (ମୋ ଆଲୋଚନା) ୧୦:୩୭, ୯ ମଇ ୨୦୧୬ (IST)[reply]

ଅନ୍ୟାନ୍ୟ ମତାମତ ସମ୍ପାଦନା

  • ମୋ ମତରେ ଓଡ଼ିଆ ଉଇକିପିଡ଼ିଆର ଟେକ୍ନିକାଲ୍ ବିଭାଗ ପ୍ରଶିକ୍ଷଣରେ ନିମ୍ନ ବିଷୟଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରାଗଲେ ଭଲ ହେବ :
  1. ଟେମ୍ପ୍‌ଲେଟ୍
  2. ବଟ୍
  3. ଇନ୍‌ଫୋବକ୍ସ୍
--Rajalaxmi Mishra (ମୋ ଆଲୋଚନା) ୧୯:୧୨, ୯ ମଇ ୨୦୧୬ (IST)[reply]

ଫଳାଫଳ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ୧୪ତମ ଜନ୍ମଦିନ ସମ୍ପାଦନା

ଆଗାମୀ ଜୁନ ମାସରେ ଓଡ଼ିଆ ଉଇକିପିଡ଼ିଆକୁ ୧୪ ବର୍ଷ ହେଉଛି । ଏହି ଉପଲକ୍ଷେ ସମସ୍ତ ଓଡ଼ିଆ ଉଇକିଆଳିଙ୍କ ସ‌ହ ଏହି ଦିନ ପାଳିବାକୁ ଯୋଜନା କରାଯାଉଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ନୂଆ ଯୋଜନା ଓ ପ୍ରକଳ୍ପ ବିଷ‌ୟରେ ଆଲୋଚନା କରାଯିବ । ଆପଣ ମାନଙ୍କ ମତାମତ କୁ ଆଧାର କରି ଆଗକୁ ଯୋଜନା କରାଯିବ । ସମସ୍ତଙ୍କୁ ମତାମତ ଦେବାକୁ ଅନୁରୋଧ । --Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୭:୦୨, ୯ ମଇ ୨୦୧୬ (IST)[reply]

ତାରିଖ ପାଇଁ ମତାମତ ସମ୍ପାଦନା

୪ ଜୁନ ୨୦୧୬ (ଶନିବାର)

ପ୍ରଥମ ପସନ୍ଦ -- ନିଷ୍ଠାରଞ୍ଜନଦାଶtalk ୧୯:୨୧, ୯ ମଇ ୨୦୧୬ (IST)[reply]

୫ ଜୁନ ୨୦୧୬ (ରବିବାର ସକାଳ ୯ - ଅପରାହ୍ଣ ୨ଟା )
  • ଦ୍ବିତୀୟ ପସନ୍ଦ -- ନିଷ୍ଠାରଞ୍ଜନଦାଶtalk ୧୯:୨୧, ୯ ମଇ ୨୦୧୬ (IST)[reply]
  • ୫ ତାରିଖ ରବିବାର ପଡୁଛି । ମୋ ମତରେ ରବିବାରରେ କଲେ ଆମକୁ ଭଲ ଜଗାଟିଏ ମିଳିପାରିବ ଏବଂ ଛୁଟିଦିନ ଥିବାରୁ ଉଇକିଆଳିମାନଙ୍କୁ ସେମାନଙ୍କର କଲେଜ୍ କିମ୍ବା ଚାକିରିରୁ ଛୁଟି ନେବାକୁ ପଡିବନି ।

--Chinmayee Mishra (ମୋ ଆଲୋଚନା) ୨୩:୦୦, ୯ ମଇ ୨୦୧୬ (IST)[reply]

ସ୍ଥାନ ପାଇଁ ମତାମତ ସମ୍ପାଦନା

  • ପୁରୀରେ କଲେ ଭଲ ହୁଅନ୍ତା । ସେଠା ପିଲାଏ ଏତେ ଉତ୍ସାହରେ ଲେଖୁଛନ୍ତି ତେଣୁ ତାଙ୍କୁ ଏ ଉତ୍ସବ ପରିଚାଳନା କରିବାକୁ ଦେବାଟା ଭଲ ହେବ । ତେବେ ପିଲାଙ୍କ ପରୀକ୍ଷା ଚାଲିନଥିବ ତ? ପରିଚାଳନା କାମରେ ଧାଁ ଦଉଡ଼ ଅଧିକ । ତାଙ୍କ ପଢ଼ା ଯେମିତି ମାରା ନ ହୁଏ । ବିକଳ୍ପ ହେଉଛି ନାଲକୋନଗର । ତେବେ ନାଲକୋନଗରରେ କରିବାର ସୁବିଧା ଅସୁବିଧା ବାବଦରେ ସେଠାର ପୁରୁଣା ଉଇକିଆଳି ମୃତ୍ୟୁଞ୍ଜୟ କର, ଏ ବାବଦରେ ଜଣାଇପାରିବେ ।--ସୁଭାସିସ ପାଣିଗାହି (ଆଳାପ) ୧୦:୨୦, ୧୦ ମଇ ୨୦୧୬ (IST)[reply]
  • ଶୁଭ ଭାଇ ମୁଁ ଆପଣଙ୍କ ସହିତ ଏକମତ । ଏହି ଉତ୍ସବ ପାଳନ ପାଇଁ ପୁରୀ ମୋର ମଧ୍ୟ ପ୍ରଥମ ପସନ୍ଦ । ତେବେ ପିଲାମାନଙ୍କ ପରୀକ୍ଷା ଚାଲିଛି ଏବଂ ରଥଯାତ୍ରା କାମ ମଧ୍ୟ ଆରମ୍ଭ ହେଲାଣି ତ ଉପଯୁକ୍ତ ଜଗାଟିଏ ନ ମିଳିପାରେ । ଏବେ ଓଡ଼ିଆ ଉଇକିପିଡ଼ିଆରେ ସକ୍ରିୟ ଥିବା ସଦସ୍ୟମାନଙ୍କ ମଧ୍ୟରୁ ଅନେକ ପୁରୀ ଓ ଭୁବନେଶ୍ୱରରେ ରୁହନ୍ତି ଏବଂ କଲେଜ୍ ଛାତ୍ରଛାତ୍ରୀ ଅଟନ୍ତି ,ତେଣୁ ନାଲକୋ ହୁଏତ ସେମାନଙ୍କ ଯିବା ପାଇଁ ସହଜ ହେବ ନାହିଁ । ନଚେତ୍ ଆମେ ଭୁବନେଶ୍ୱରରେ ମଧ୍ୟ ଏହି ଉତ୍ସବ ପାଳନ କରିପାରିବା । ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଘୋଷଣା କରାଯିବାପରଠୁ ଏଠି ଉଇକିପିଡ଼ିଆର ମାତ୍ର ଗୋଟିଏ କର୍ମଶାଳା ହୋଇଛି । ତେଣୁ ଏହି ଆବସରରେ ଆଉ ଗୋଟିଏ କାର୍ଯ୍ୟକ୍ରମ ହୋଇପାରିଲେ ଭଲହୁଅନ୍ତା । --Chinmayee Mishra (ମୋ ଆଲୋଚନା) ୧୨:୧୩, ୧୦ ମଇ ୨୦୧୬ (IST)[reply]
  • ମୋ ମତରେ ଉଭୟ ପୁରୀ ଓ ଭୁବନେଶ୍ୱରଠାରେ ଆୟୋଜନ କଲେ ଭଲହେବ କାରଣ ଏମିତି କଲେ ଉଭୟ ପୁରୀ ଓ ଭୁବନେଶ୍ୱରର ବ୍ୟବହାରକାରୀମାନେ ସହଜରେ ଯୋଗଦାନ ଦେଇପାରିବେ। ସେମାନଙ୍କୁ ବେଶି କିଛି ଅସୁବିଧା ହେବ ନାହିଁ ଏବଂ ବୋଧ ହୁଏ ଗତ ବର୍ଷ ମଧ୍ୟ ଉଭୟ ପୁରୀ ଓ ଭୁବନେଶ୍ୱରରେ ଆୟୋଜନ ହୋଇଥିଲା। ଏବେ ପ୍ରାୟ ସବୁ ପରୀକ୍ଷା ସରିଗଲାଣି।ଆଉ ଯାହାର ବି ବାକି ଅଛି ଭାବୁଛି ଜୁନ୍ ମାସବେଳକୁ ସରିଯାଇଥିବ।ତେଣୁ କୈଣସି ଅସୁବିଧା ହେବ ନାହିଁ ବୋଧେ। --Satyajeet Nayak
  • ଚିନୁ ସହ ମୁଁ ଏକମତ । ଯଦିଓ ପୁରୀ ପ୍ରଥମ ପସନ୍ଦ ଅଟେ, ରଥଯାତ୍ରା ନିକଟ ତଥା ଚନ୍ଦନ ଯାତ୍ରା ଚାଲିଥିବାରୁ ସ୍ଥାନର ଅଭାବ ପରିଲକ୍ଷିତ ହୋଇପାରେ । ତା'ପରେ ବି ପୁରୀରେ ନିକଟରେ ଏକ ମେଳଣ ଅନୁଷ୍ଠିତ ହୋଇସାରିଛି ।Abha S Pradhan (ମୋ ଆଲୋଚନା) ୦୫:୩୩, ୧୧ ମଇ ୨୦୧୬ (IST)[reply]

ଅନ୍ୟ ମତାମତ ସମ୍ପାଦନା

ଦିଦି, ତୁମ ନ‌ଜରରେ କିଛି ଇନ୍‌ଷ୍ଟିଟ୍ୟୁଟ୍‌ ଅଛି ଜଦି ଜଣାଅ  --Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୨:୧୯, ୧୦ ମଇ ୨୦୧୬ (IST)[reply]
  • ଅଧିକ ଲୋକ ହେଲେ ରହିବା ସୁବିଧା କରିବାକୁ ହୁଏ । ଭୁବନେଶ୍ୱରରେ ପ୍ରାୟ ସମସ୍ତଙ୍କର କେହି ନା କେହି ଚିହ୍ନା ଥିବେ, ସୁତରାଂ ରହିବାକୁ ଜାଗା ବନ୍ଦବୋସ୍ତ ନ ହୋଇ ପାରିଲେ ନିଜେ ବନ୍ଦବୋସ୍ତ କରିପାରିବେ । ଅନ୍ୟ ସ୍ଥାନରେ ଯଥା ନାଲକୋରେ ରହିବା ନିମନ୍ତେ ସମ୍ପୁର୍ଣ୍ଣ ବ୍ୟବସ୍ଥା କରିବାକୁ ପଡ଼ିବ । ପୁରୀରେ ବି ସେହି ଅବସ୍ଥା । ବ୍ୟବସ୍ଥା କରି ପାରିଲେ ପୁରୀ ଭଲ, ନ ହେଲେ ଭୁବନେଶ୍ୱର ଭଲ ।--Subas Chandra Rout (ମୋ ଆଲୋଚନା) ୧୨:୫୭, ୧୧ ମଇ ୨୦୧୬ (IST)[reply]

Apply for WikiConference India 2016 scholarships ସମ୍ପାଦନା

Hi,

You are requested to translate this message into your local language.

WikiConference India 2016 is being organized in Chandigarh during August 5, 6 and 7.

Scholarship Applications for WCI2016 are open from now till 31st May 2016.

You can check this link for more information regarding selection process and criteria.

You can fill the application form by clicking on this link.

Thanks.

--Satdeep Gill (ମୋ ଆଲୋଚନା) ୦୦:୦୪, ୧୨ ମଇ ୨୦୧୬ (IST)[reply]

WikiConference India 2016 team.

The first version of the ArticlePlaceholder is here ସମ୍ପାଦନା

Hey everyone :)

Last year we started working on the ArticlePlaceholder in order to fullfill Wikidata's promise of supporting especially the smaller Wikipedias. Your Wikipedia offered to be among the first to try it. Thank you so much for that! Today we have rolled it out on the first 4 Wikipedias: Esperanto, Haitian Creole, Neapolitan and Odia. I hope this will help your Wikipedia by offering your readers more content and by turning more of them into active editors.

What is happening now: When someone searches for a topic where there is no local article but where Wikidata has content it will show up in the search results. When the reader clicks the search result link they will be taken to the ArticlePlaceholder page that shows the content Wikidata has and offers them to create the article.

What we rolled out today is a first version in order to get feedback from you. There are still a few rough edges that we are working on and I'd love to hear any additional feedback you have. Only with your feedback can we make sure the ArticlePlaceholder is actually useful for you and your readers. The next thing we will be working on is to allow translation of an article from another language if it exists using the Content Translation tool. Other things we know are still broken or need work:

  • language fallbacks in the properties are not working so you will see a lot of P1234 and so on until a label is added on Wikidata in your language
  • long identifiers break out of the identifier box on the right side and don't look good
  • right now you only get an ArticlePlaceholder in the search results when Wikidata has at least 3 links to other Wikimedia projects and 3 statements. We might need to tweak this number still based on your feedback. We limit this in order to not encourage readers to create an article that will be deleted right after they created it because it isn't notable.

In order for the feature to work well we need labels for items and properties in your language on Wikidata. A lot exist already but if you want to help out you can find items and properties that need labels in your language at https://tools.wmflabs.org/wikidata-terminator and d:Special:ListProperties.

A lot of the ArticlePlaceholder can be changed locally here in your wiki. However I'd like to ask you to try to not make these changes locally yet as it would be better to improve it for everyone in the original software. If you have change suggestions please let me know about them.

Here are some example pages:

Thank you again for being the first to try the ArticlePlaceholder and help us make it really useful for everyone.

Cheers --Lydia Pintscher (WMDE) (ମୋ ଆଲୋଚନା) ୦୧:୧୪, ୧୨ ମଇ ୨୦୧୬ (IST)[reply]

ଉଇକିପିଡ଼ିଆ ୧୪ ଜନ୍ମତିଥି ଯୋଜନା। ସମ୍ପାଦନା

ସମସ୍ତ ଆଲୋଚନାକୁ ଦେଖି ମୁଁ ଭାବୁଛି ଆମେ ଜନ୍ମତିଥି ଭୁବନେଶ୍ୱରରେ ପାଳିଲେ ସବୁ ସୁବିଧା ମିଳିବ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୨:୩୨, ୧୩ ମଇ ୨୦୧୬ (IST)[reply]

ପ୍ରଥମ ଦିନ(କେବଳ କମ୍ୟୁନିଟି ପାଇଁ) ସମ୍ପାଦନା

  1. କମ୍ୟୁନିଟି ଆଲୋଚନା।
  2. କମ୍ୟୁନିଟି ଭୋଗ କରୁଥିବା ସମସ୍ୟା ଗୁଡ଼ିକର ଆଲୋଚନା।
  3. ଉଇକିପିଡ଼ିଆ ଲେଖନ ପ୍ରକ୍ରିୟା ଉପରେ ଆଲୋଚନା।
  4. ଫଟୋ ଅପ୍ଲୋଡ କରିବାରେ କର୍ମଶାଳା।
  5. ମିଡ଼ିଆ-ଉଇକି କର୍ମଶାଳା।
  6. ହ୍ୟାକାଥନ୍।
  7. ଛାଞ୍ଚ:Infobox ବିଷୟରେ ଆଲୋଚନା।
  8. (ବାକି ଯାହା ଜାଣିବାକୁ ଚାହୁଁଛନ୍ତି ଏଠାରେ ଲେଖନ୍ତୁ)

<-ଅନ୍ୟ କିଛି ମତ ଲେଖନ୍ତୁ->

ଅନ୍ୟ ମତ ସମ୍ପାଦନା

  1. ବନ୍ଦ ହୋଇଯାଇଥିବା ଉଇକିପତ୍ରିକାକୁ ପୁଣିଥରେ ଆରମ୍ଭ କଲେ, ଜନ୍ମଦିନ ଭେଟି ପରି ଲାଗନ୍ତା ।Abha S Pradhan (ମୋ ଆଲୋଚନା) ୧୨:୧୯, ୧୩ ମଇ ୨୦୧୬ (IST)[reply]
  2. ଠିକ୍ କହିଲ ଆଭା ଦିଦି । --Chinmayee Mishra (ମୋ ଆଲୋଚନା) ୧୦:୩୧, ୧୫ ମଇ ୨୦୧୬ (IST)[reply]
  3. ଉଇକି ସୋର୍ସ୍‌ରେ ବ‌ହି ଡିଜିଟାଇଜେସନ୍ ଉପରେ ସମ୍ୟକ ଆଲୋଚନା ହେଲେ କିପରି ହେବ? --Rajalaxmi Mishra (ମୋ ଆଲୋଚନା) ୦୭:୪୫, ୨୯ ମଇ ୨୦୧୬ (IST)[reply]

ଦ୍ୱିତୀୟ ଦିନ ସମ୍ପାଦନା

  1. ସମସ୍ତ ପରିଚାଳକ ଓ ପୁରୁଣା ଉଇକିଆଳିଙ୍କ ଉପସ୍ଥିତିରେ ଏକ ଗଣସମ୍ପାଦନା।
  2. (ଅନ୍ୟ ମତ)
  3. ସନ୍ଧ୍ୟାରେ ମୁଖ୍ୟ କାର୍ଯ୍ୟକ୍ରମ।

ବଜେଟ ସମ୍ପାଦନା

proposed detailed budget
Item Cost (in  ) Description
Travel  20,000 Travel expenses for Guests and Odia Wikimedians
Accomodation  30,000 Accomodation expenses for 4th June night at Bhubaneswar
Food  40,000 Including Snacks
Printing and stationary  5,000 Flex banner, Poster, Stickers, Notepad, Pens, Markers,tapes...
Venue  20,000
Prizes  5,000 for guests and noteworthy Wikipedians
Miscellaneous  5,000 Internet charge & Unplanned exp.
Total  1,25,000 approximate total expenditure

  ସମର୍ଥନ ସମ୍ପାଦନା

  ବିରୋଧ ସମ୍ପାଦନା

ନୂଆ ଲେଖନୀ କି ବୋର୍ଡ଼ ସମ୍ପାଦନା

ପୁରୁଣା ଲେଖନୀ କି ବୋର୍ଡ଼ ଚିତ୍ରରେ କେତେକ ଭୂଲ ଥିଲା, ସେଗୁଡ଼ିକ ସଂଶୋଧନ କରି ନୂଆ କି ବୋର୍ଡ଼ ଚିତ୍ର ତିଆରି କରିଛି । ଏହାକୁ ଉଇକିପିଡିଆ ପ୍ରଧାନ ପୃଷ୍ଠାରେ ରଖିବାକୁ ଅନୁରୋଧ ।--Subas Chandra Rout (ମୋ ଆଲୋଚନା) ୧୩:୧୨, ୧୫ ମଇ ୨୦୧୬ (IST)[reply]

ମୁଁ ଦୁଃଖିତ, ଗୋଟିଏ ଛୋଟ ନୀଳ ଚିହ୍ନ ଏହି କି ବୋର୍ଡ଼ରେ ଦୃଷ୍ଟି ଭ୍ରମ ହୋଇ ରହିଯାଇଛି । ଏହାକୁ ଲିଭେଇ ଆଉ ଥରେ ଅପଲୋଡ କରିବାକୁ ହେବ ।--Subas Chandra Rout (ମୋ ଆଲୋଚନା) ୧୦:୨୫, ୧୭ ମଇ ୨୦୧୬ (IST)[reply]
ଭ୍ରମ ସଂଶୋଧନ କରି ନୂଆ ଚିତ୍ର ଅପଲୋଡ କଲି ।--Subas Chandra Rout (ମୋ ଆଲୋଚନା) ୧୦:୪୭, ୧୭ ମଇ ୨୦୧୬ (IST)[reply]
MediaWikiରେ ଅପଲୋଡ କରିଦେଲି । ଏବେ ସଠିକ ଇନପୁଟ ଲେ ଆଉଟ ସମସ୍ତେ ଦେଖିପାରିବେ ।--Subas Chandra Rout (ମୋ ଆଲୋଚନା) ୧୧:୩୩, ୧୭ ମଇ ୨୦୧୬ (IST)[reply]
  •   ସମର୍ଥନ--ମୁଁ ମଧ୍ୟ ସମର୍ଥନ କରୁଛି ।--Satyajeet Nayak (ମୋ ଆଲୋଚନା) ୦୫:୩୫, ୧୭ ମଇ ୨୦୧୬ (IST)[reply]
  • ସୁବାସ ସାର, ଲେଖନୀରେ ଥିବା ଭୁଲ ଗୁଡ଼ିକୁ ସୁଧାରିଥିବାରୁ ଅଶେଷ ସାଧୁବାଦ । ଏହା ଅନେକ ଦିନ ଧରି ଅବହେଳିତ ହୋଇରହିଥିଲା । ତେବେ ବ୍ୟବହାରର ସୁବିଧା, ସମାନ ଡିଜାଇନ ଶୈଳୀ ଓ ବିଭିନ୍ନ ସଜଗୁଡ଼ିକୁ ଗୋଟାଏ ଜାଗାରେ ରଖିବାର ଆବଶ୍ୟକତା ହେତୁ ଉଇକିପିଡ଼ିଆରେ ଆମେ ଏକା ଫାଇଲକୁ ଅଧିକ ଥର ବଦଳାଇବା ଉଚିତ । ତେଣୁ ମୁଁ କରିଥିବା କାମରେ କିଛି ଭୁଲ ଥିଲେ ଆପଣ ଅଚିରେ ତାହାକୁ ବଦଳାଇପାରିବେ । ନୂଆ ଆଉ ଗୋଟେ ଫାଇଲ ତିଆରି କରିବାର ଆବଶ୍ୟକତା ନାହିଁ । ପୁଣି, ଆଗରୁ ଥିବା ଫାଇଲଟି ଏକ ସ୍କେଲେବଲ ଭେକ୍ଟର ଫାଇଲ (SVG) ଯାହା ଗୋଟେ ଛୋଟ ଷ୍ଟିକରଠୁ ନେଇ ବଡ଼ ହୋର୍ଡ଼ିଂ ଯାଏ ସବୁଠି ବ୍ୟବହାର କରାଯାଇପାରିବ । ଏହି ଭଳି ଫାଇଲ ତିଆରି ପାଇଁ ଆମେ ସବୁଠି ସଭିଙ୍କୁ ଉତ୍ସାହିତ କରିବା କଥା । କାରଣ ଦରକାର ପଡ଼ିଲେ ବଡ଼ ଆକାରରେ ଛପା ବା ବ୍ୟବହାର କରାଯାଇପାରିବ । ଏହି ସବୁ ଆବଶ୍ୟକତାକୁ ଲକ୍ଷ କରି ଆଗରୁ ଥିବା SVG ଫାଇଲଟିରେ ଆପଣ ସୁଧାରିଥିବା ସବୁଯାକ ନୂଆ ବଦଳ ରଖି ମୁଁ ମିଡ଼ିଆଉଇକିରେ ଆଗ ଫାଇଲଟିକୁ ରଖିଦେଇଛି । ଯଦି ଏଥିରେ ଆଉ କିଛି ଭୁଲ ଥାଏ ଦୟାକରି ବଦଳାଇ ଦିଅନ୍ତୁ କିମ୍ବା ଏଠାରେ ଜଣାନ୍ତୁ । ତେବେ ପ୍ରଧାନ ପୃଷ୍ଠାରେ ଲେଖନୀର କି-ବୋର୍ଡ଼ ରଖାଯାଇପାରିବ ନାହିଁ କାରଣ ତାହା କିବୋର୍ଡ଼ ଲେଆଉଟ ରଖିବାର ଉପଯୁକ୍ତ ଜାଗା ନୁହେଁ । ଏଥି ପାଇଁ ମିଡ଼ିଆଉଇକିରେ ଆଗରୁ ପୃଷ୍ଠାଟିଏ ରହିଛି । ତା ବାଦ ଓଡ଼ିଆ ଉଇକିପିଡ଼ିଆରେ ମଧ୍ୟ ଏକ ପୃଷ୍ଠା ରହିଛି । --ସୁଭାସିସ ପାଣିଗାହି (ଆଳାପ) ୧୧:୨୨, ୧୮ ମଇ ୨୦୧୬ (IST)[reply]
ସୁଭାସିସ ପାଣିଗାହି, ବ‌ହୁତ ଦିନ ହେବ ଏ ବିଷୟରେ ଆଲୋଚନା ହେବା ପରେ କିଛି ଫଳପ୍ରଦ ନ ହେବାରୁ ମୁ ଲେଖିଲି, କାରଣ ନୂତନ ଆଗନ୍ତୁକଙ୍କୁ ଭୂଲ ଧାରଣା ଦେବା ଠିକ ନୁହେଁ । ଯାହା ହେଉ ସଂଶୋଧନ ହୋଇଗଲା କିନ୍ତୁ Help:Extension:UniversalLanguageSelector/Input methods/or-lekhaniରେ ତ ସେହି ଭୂଲ ଚିତ୍ର ରହିଗଲା । ଆପଣ ସଂଶୋଧନ କରିଥିବା ଫାଇଲଟି ସେଠାରେ ରଖିଥିଲେ ଭଲ ହୋଇଥାଆନ୍ତା ।--Subas Chandra Rout (ମୋ ଆଲୋଚନା) ୧୨:୪୦, ୧୮ ମଇ ୨୦୧୬ (IST)[reply]
ସାର, ସେଇଟା ବୋଧେ ଆପଣଙ୍କ ବ୍ରାଉଜରର କ୍ୟାସ ମେମୋରି ସକାଶେ । ତାକୁ ସଫା କରିଦେଲେ (ଫାୟାରଫକ୍ସ/କ୍ରୋମ) ଆପେ ଆସିଯିବ । ମୋ କମ୍ପୁଟରରେ ଅପଡେଟ ହୋଇଥିବା ଫାଇଲଟି ଦେଖଉଛି । ଆଉ ଆପଣ ଅପଲୋଡ଼ କରିଥିବା ଛବିଟି ମୁଁ ଆଗରୁ ଥିବା ଛବି ସହ ଗୋଟେ ଶ୍ରେଣୀରେ ରଖିଦେଇଛି । ତେବେ ଛବିଟି ତିଆରି ଆପଣ ଗୋଟେ ବହୁଦିନର ପୁରୁଣା ଅସୁବିଧା ସୁଧାରିବାରେ ଏ ବିରାଟ ଭୂମିକା ନେଇଥିବାରୁ ଆଉଥରେ ଅଶେଷ ସାଧୁବାଦ! --ସୁଭାସିସ ପାଣିଗାହି (ଆଳାପ) ୧୬:୨୧, ୧୮ ମଇ ୨୦୧୬ (IST)[reply]
ବ‌ହୁତ ଧନ୍ୟବାଦ, ସୁଭାସିସ ପାଣିଗାହି । ନୁଆ ଫାଇଲଟି ସମସ୍ତେ ଦେଖିବା ନିମନ୍ତେ ଏଠାରେ ପୋଷ୍ଟ କରିଦେଉଛି ।--Subas Chandra Rout (ମୋ ଆଲୋଚନା) ୧୬:୧୨, ୨୨ ମଇ ୨୦୧୬ (IST)[reply]
ଅଶେଷ ସାଧୁବାଦ ସାର । ଅନେକଗୁଡ଼ିଏ କାମ ଏକାଠି ଚାଲିଥିବା ବେଳେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଅଣଦେଖା ହୋଇଯାଏ । ଆପଣ ବିଶେଷ କରି ଏଇ ଇନପୁଟ ଉପରେ ଆଖିରଖିଥିବାରୁ ଏମିତି ଅଣଦେଖା ହୋଇଯାଉଥିବା ଅନେକ ଅସୁବିଧା ସୁଧୁରିଯାଇଛି ।--ସୁଭାସିସ ପାଣିଗାହି (ଆଳାପ) ୦୭:୫୪, ୨୩ ମଇ ୨୦୧୬ (IST)[reply]
 
picture of lekhani keyboard


CIS-A2K April 2016 Newsletter ସମ୍ପାଦନା

 

Hello,
CIS-A2K has published their April 2016 newsletter. The edition includes details about these topics:

  1. Edit-a-thon organised at Christ University, Bangalore to celebrate Women’s Day;
  2. Celebrating the 13th anniversary of Kannada Wikipedia;
  3. Odia-language Women’s History Month edit-a-thons;
  4. Upcoming 14th birth anniversary of Odia Wikipedia;

Please read the complete newsletter here.
If you want to subscribe/unsubscibe this newsletter, click here. --MediaWiki message delivery (ମୋ ଆଲୋଚନା) ୧୮:୧୧, ୨୩ ମଇ ୨୦୧୬ (IST)[reply]

Train-the-Trainer 2016: Event details and invitation to apply ସମ୍ପାଦନା

Greetings from CIS-A2K,

It gives us great pleasure to inform that the Train-the-Trainer 2016 programme organised by CIS-A2K is going to be held from 15-17 June, Bangalore.

Train-the-Trainer programme was conceptualised in order to bridge the gap between wiki volunteers/enthusiasts who would like to conduct off reach activities and have been discouraged due to non availability of resources and support. The three day residential event will include presentations by the participants regarding a plan to improve their wiki-projects, expert sessions about conducting effective outreach activities, best practices from the global wiki communities, revised grant structure of WMF, activities to understand WMF strategy and vision, understanding global metrics and coming up with a concrete plan by participants in association with A2K to improve their wiki-projects.

A2K invites Wikimedians to apply for this programme. Participants will be selected based on their on wiki and off wiki activities and their responses to the questions asked in the Google form. Selected participants are required to finish pre-work assigned to them without fail. Please fill the Google form given below and write to us at tanveer@cis-india.org, tito@cis-india.org and rahim@cis-india.org for more details.

Regards, --MediaWiki message delivery (ମୋ ଆଲୋଚନା) ୦୦:୦୭, ୨୪ ମଇ ୨୦୧୬ (IST)[reply]

  • Apologies, the dates for Train-the-Trainer 2016 have slightly been changed (we have made changes in the message above), the event will be held on 15-17 June 2016 in Bangalore.
CIS-A2K would like to groom new leadership and sustain existing initiatives in the community. In order to fulfil this objectives, preference will be given to Wikimedians who are applying for the first time. Please fill this form if you have not done yet. Please keep on checking the event page for further updates or contact tanveer@cis-india.org, rahim@cis-india.org or me at tito@cis-india.org --Titodutta (ମୋ ଆଲୋଚନା) ୧୫:୦୬, ୨୫ ମଇ ୨୦୧୬ (IST)[reply]

ମିନି MWT ଓ TTT, ଭୁବନେଶ୍ୱର ଓ ପୁରୀ ରେ। ସମ୍ପାଦନା

ଯେହେତୁ TTT ଓ MWTରେ କମ୍ୟୁନିଟିରୁ ବ‌ହୁତ କମ ଜଣ ଭାଗ ନେଇପାରନ୍ତି, ତାକୁ ଧ୍ୟାନରେ ରଖି ଏବେ ସବୁ କମ୍ୟୁନିଟି ମିନି MWT ଓ TTT ହେଉଛି। ଏହି ବର୍ଷ ଜୁନ ୧୦-୧୨ ଯାଏଁ ଓଡ଼ିଆ କମ୍ୟୁନିଟି ପାଇଁ ମିନି MWT ଓ TTT ଧାର୍ଯ୍ୟ ହେଇଛି।

  1. ୧୦-୧୧ - ପୁରୀ (ସ୍ଥାନ ଜଣାହେବ।)
  2. ୧୧-୧୨ - ଭୁବନେଶ୍ୱର (ସ୍ଥାନ ଜଣାହେବ।)

ସମସ୍ତଙ୍କୁ ଭାଗ ନେବା ପାଇଁ ଅନୁରୋଧ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୭:୪୯, ୨୬ ମଇ ୨୦୧୬ (IST)[reply]

Train-the-Trainer 2016 updates ସମ୍ପାଦନା

 

​​Greetings from CIS-A2K,
List of selected participants for Train-the-Trainer 2016 has been published here.
Following criteria were followed while making the selection:

  1. On Wiki and Off Wiki participation and contribution.
  2. Not more than two participants from a language community.
  3. Application form
  4. First time participants were given preference over Wikimedians who have already participated.

Due to the incredibly large number of applications that we received it would be difficult for us to write to all applicants individually. Please write to us if there are any queries. --MediaWiki message delivery (ମୋ ଆଲୋଚନା) ୧୭:୫୫, ୫ ଜୁନ ୨୦୧୬ (IST)[reply]

ପ୍ରାଚୀ ନଦୀ ପାଇଁ ସ୍ଵତନ୍ତ୍ର ପୃଷ୍ଠା ସମ୍ପାଦନା

ବର୍ତ୍ତମାନ, ପ୍ରାଚୀ ନଦୀ ପୃଷ୍ଠା ମହାନଦୀ କୁ ପୁନଃପ୍ରେରଣ କରୁଛି। ପ୍ରାଚୀ ନଦୀ ଭୌଗଳିକ ଦୃଷ୍ଟିରୁ ସ୍ଵତନ୍ତ୍ର ଅଟେ । ଏହା ଉପକୂଳ ବର୍ତ୍ତୀ କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ । ତେଣୁ, ପ୍ରାଚୀ ନଦୀ ପାଇଁ ଏକ ସ୍ଵତନ୍ତ୍ର ପୃଷ୍ଠା କରାଯାଉ । ଯଦି କିଛି ଭିନ୍ନ ମତ ଥାଏ ଜଣାଇବେ । --ବିକାଶ ଓଝା (ମୋ ଆଲୋଚନା) ୦୯:୩୫, ୬ ଜୁନ ୨୦୧୬ (IST)[reply]

ମତାମତ ସମ୍ପାଦନା

ଯଦି ସଠିକ ଆଧାର ମିଳୁଛି ତାହେଲେ ସ୍ଵତନ୍ତ୍ର ପୃଷ୍ଠା କାରାଗଲେ କିଛି ଅସୁବିଧା ନାହିଁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୨:୨୧, ୮ ଜୁନ ୨୦୧୬ (IST)[reply]

ଧନ୍ୟବାଦ। ମୋ ପାଖରେ କିଛି ଆଧାର ଅଛି। ମୁଁ ଏହା କରିଦେଉଛି। --ବିକାଶ ଓଝା (ମୋ ଆଲୋଚନା) ୦୮:୩୯, ୮ ଜୁନ ୨୦୧୬ (IST)[reply]

TTT ରେ ଯୋଗଦେବା ପାଇଁ ଅନୁରୋଧ ସମ୍ପାଦନା

କୌଣସି କାରଣ ବଶତଃ ମୁଁ TTT ପ୍ରୋଗ୍ରାମ ପାଇଁ ଆବେଦନ କରିପାରିନଥିଲି । ଯେହେତୁ ଚୟନ ହୋଇଥିବା ଆଭା ପ୍ରଧାନ ଓ ଆଦିତ୍ୟ ମହାର ତାଙ୍କର ବ୍ୟକ୍ତିଗତ କାରଣରୁ ଯୋଗଦେଉନାହାନ୍ତି,ଭାବୁଛି ସେହି ସ୍ଥାନ ଖାଲି ରହିବ ତେଣୁ ମୋର ଯୋଗଦେବାପାଇଁ ଇଚ୍ଛା ହେଉଛି । ଯଦି କମ୍ୟୁନିଟି ମୋତେ ସମର୍ଥନ କରେ ହୁଏତ ମୁଁ ସେଠାକୁ ଯାଇପାରିବି । ସମସ୍ତଙ୍କ ସମର୍ଥନ ଓ ମତାମତ ଅପେକ୍ଷାରେ । ନିଷ୍ଠାରଞ୍ଜନଦାଶtalk ୦୪:୧୮, ୧୦ ଜୁନ ୨୦୧୬ (IST)[reply]

ତ୍ଵରିତ ସମାଧାନ ଆଶା କରୁଛି ସମ୍ପାଦନା

ଆଲୋଚନା ସଭାରେ କିଛି ଉଇକିଆଳିଙ୍କ ସମର୍ଥନ ପାଇ ଶୈଳେଶ କହିବା ମତେ TTT ପ୍ରୋଗ୍ରାମ ପାଇଁ ବ୍ୟକ୍ତିଗତ ଭାବେ ବିଳମ୍ବିତ ଆବେଦନ (ତନବିର, ଟିଟୋ ଓ ରହମାନଉଦ୍ଦିନଙ୍କୁ ୧୦ ତାରିଖରେ ଇମେଲ ଦ୍ଵାରା) କରିଥିଲି ଉତ୍ତର 'ନା' ଆସିଲା । ମୋର କହିବାର ହେଉଛି:

  1. କମ୍ୟୁନିଟି ତରଫରୁ ଏ ବାବଦରେ CIS ନିକଟରେ ଏକ ଦାବି ରଖାଯାଉ ।
  2. CIS ଠାରୁ ଅଫିସିଆଲ ଉତ୍ତର ଗ୍ରହଣ କରାଯାଉ ।
  3. ତାପରେ ବିହିତ କାର୍ଯ୍ୟାନୁଷ୍ଠାନ ହେଉ ।
  4. representative ପଠେଇବା ପାଇଁ କମ୍ୟୁନିଟିକୁ କ୍ଷମତା ମିଳିବା କଥା । CISର ମୂଳ ଲକ୍ଷ୍ୟ ଯଦି କମ୍ୟୁନିଟିକୁ ସହଯୋଗ କରିବା ଓ ପ୍ରକଳ୍ପଗୁଡ଼ିକୁ ଆଗେଇ ନେବା, ତନବିରଙ୍କ ତଥା CISର ମନମୁଖୀ କାର୍ଯ୍ୟ ଉପରେ କମ୍ୟୁନିଟି ନିଜର ଆଭିମୁଖ୍ୟ ପ୍ରକାଶ କରୁ । ନିଷ୍ଠାରଞ୍ଜନଦାଶtalk ୧୭:୫୬, ୧୧ ଜୁନ ୨୦୧୬ (IST)[reply]
ଚଳିତ ବର୍ଷର ଟିଟିଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଆ ଉଇକିପିଡ଼ିଆ ତରଫରୁ କୌଣସି ଉଇକିଆଳି ଯୋଗ ଦେଉନାହାନ୍ତି, ଏହା ଜାଣି ମୁଁ ଦୁଃଖିତ, ତେବେ କମ୍ୟୁନିଟି ତରଫରୁ ସିଆଇଏସ ନିକଟରେ ଏ ବାବଦରେ ଦାବି କରାଯାଇପାରିବନି କାରଣ:
  • ଟିଟିଟି କାର୍ଯ୍ୟକ୍ରମ ବାବଦରେ ନିକଟ ଅତୀତରେ ସିଆଇଏସ ଓଡ଼ିଆ ଉଇକିଆଳିଙ୍କୁ ୩ଥର (୨୪ ମଇ, ୨୫ ମଇ ଓ ୫ଜୁନ) ଅବଗତ କରିଥିଲେ । ଉକ୍ତ ତିନିଥର ଭିତରେ ଥରେ ହେଲେ କମ୍ୟୁନିଟି ପ୍ରାର୍ଥୀ ମନୋନୟନ କରି ପଠେଇବା ବିଷୟରେ ଲେଖାଯାଇନି । ତେବେ ବ୍ୟକ୍ତିଗତ ଭାବେ ଚଳିତ ବର୍ଷ ମୁଁ ୩ଜଣ (ଉଇକିପାଠାଗାରରୁ ପଙ୍କଜମାଳା ଷଡ଼ଙ୍ଗୀ ଏବଂ ଉଇକିପିଡ଼ିଆରୁ ପ୍ରିତିରଞ୍ଜନ ତ୍ରିପାଠୀ ଓ ଆଦିତ୍ୟ ମହାର) ଉଇକିଆଳିଙ୍କୁ ଟିଟିଟିରେ ଯୋଗ ଦେବା ନିମନ୍ତେ ଅନୁରୋଧ କରିଥିଲି ।
  • ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେବା ନିମନ୍ତେ ପୂର୍ବରୁ କେତେଜଣ ଆବେଦନ କରିଥିଲେ ସେ ବାବଦରେ ଆମ (ସିଆଇଏସ ସହ ଜଡ଼ିତ ଉଇକିଆଳିଙ୍କୁ ଛାଡ଼ି ଅନ୍ୟ ଓଡ଼ିଆ ଉଇକିଆଳି) ପାଖରେ ସୂଚନା ନାହିଁ । ପ୍ରଶିକ୍ଷଣ ନିମନ୍ତେ ଚୟନ ହେଇଥିବା ପ୍ରାର୍ଥୀ ଯୋଗ ନ ଦେଇପାରିଲେ, ପରବର୍ତ୍ତୀ ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ, ସ୍ଥାନ ଖାଲି ପଡ଼ିବ ନା କମ୍ୟୁନିଟି ମନୋନୟନ ମାଧ୍ୟମରେ ନୂଆ ଉଇକିଆଳି ଯୋଗଦେବେ ସେ ବାବଦରେ ମଧ୍ୟ ସିଆଇଏସ କିଛି ସ୍ପଷ୍ଟ ସୂଚନା ଦେଇନଥିଲେ ।
  • ଏବେ ପ୍ରଶିକ୍ଷଣ ନିମନ୍ତେ ଚୟନ ହେଇଥିବା ପ୍ରାର୍ଥୀ ଯୋଗ ଦେଉ ନଥିବାରୁ କମ୍ୟୁନିଟି ମନୋନୟନ ମାଧ୍ୟମରେ ନୂଆ ଉଇକିଆଳିଙ୍କୁ ପଠାଇବା ବାବଦରେ ମଧ୍ୟ ସିଆଇଏସ କିଛି ସୂଚନା ଦେଇନାହାନ୍ତି ।
  • ଉପରେ ତୁମେ ଲେଖିଛ: ଯଦି କମ୍ୟୁନିଟି ମୋତେ ସମର୍ଥନ କରେ 'ହୁଏତ ମୁଁ ସେଠାକୁ ଯାଇପାରିବି' । ଏଥିରୁ ମୁଁ ଏହା ବୁଝୁଛି ଯେ କମ୍ୟୁନିଟି ସମର୍ଥନ ଥିଲେ ମଧ୍ୟ ତୁମେ ଯୋଗଦେବା ନିଶ୍ଚିତ ନୁହେଁ କେବଳ ସମ୍ଭାବନା ଅଛି । କମ୍ୟୁନିଟି ସମର୍ଥନ ଥିଲେ ତୁମେ ଯିବା ନିଶ୍ଚିତ, ଏଭଳି ପ୍ରତିଶୃତି ତୁମକୁ କେହି ଦେଇଥିଲେ କି?
  • କମ୍ୟୁନିଟି ପ୍ରାର୍ଥୀ ମନୋନୟନ କରି ପଠେଇବା ବ୍ୟବସ୍ଥାକୁ ସମସ୍ତ ଉଇକିଆଳି ସମର୍ଥନ କରନ୍ତି ନାହିଁ । (ମୁଁ ଜାଣିବାରେ ସୁବାସ ସାର କମ୍ୟୁନିଟି ମନୋନୟନ ବ୍ୟବସ୍ଥାକୁ ପସନ୍ଦ କରନ୍ତିନାହିଁ ।) ଏଭଳି କାର୍ଯ୍ୟକ୍ରମରେ ଭାଗ ନେଉଥିବା ଉଇକିଆଳିଙ୍କୁ କମ୍ୟୁନିଟି ପଠେଇବା ଉଚିତ ନା' ସେମାନେ ନିଜେ ଆବେଦନ କରିବେ ସେ ବାବଦରେ ଆମେ ପ୍ରଥମେ ଏକ ସର୍ବସମ୍ମତ ନିଷ୍ପତ୍ତି ନେବା ଦରକାର ।
'ଶେଷରେ ଲେଖିଥିବା CISର ମୂଳ ଲକ୍ଷ୍ୟ ଯଦି କମ୍ୟୁନିଟିକୁ ସହଯୋଗ କରିବା ଓ ପ୍ରକଳ୍ପଗୁଡ଼ିକୁ ଆଗେଇ ନେବା, ତନବିରଙ୍କ ତଥା CISର ମନମୁଖୀ କାର୍ଯ୍ୟ ଉପରେ କମ୍ୟୁନିଟି ନିଜର ଆଭିମୁଖ୍ୟ ପ୍ରକାଶ କରୁ ।' ଏଥିନିମନ୍ତେ ମୋର ପୂର୍ଣ୍ଣ ସମର୍ଥନ । ତନବୀର ଓ ସିଆଇଆଏସ କରିଥିବା/ କରୁଥିବା ମନମୁଖି କାର୍ଯ୍ୟ ଗୁଡ଼ିକୁ ତାଲିକା କରି ଆମେ ସିଆଇଏସଠାରୁ ବିଧିବଦ୍ଧ ଭାବେ ଉତ୍ତର ଦାବୀ କରିପାରିବା । - ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୧୬, ୧୨ ଜୁନ ୨୦୧୬ (IST)[reply]

MWT ରେ କଣ କରିବୁ ? ସମ୍ପାଦନା

MWT ଏହି ମାସ (ଜୁନ) ୧୭ - ୧୯ ଯାଏ ହେବାକୁ ଯାଉଛି । ଏଥିରେ ଯୋଗ ଦେବାପାଇଁ ଜ୍ଞାନ ଭାଇ ଆଉ ମୁଁ ବେଙ୍ଗାଲୁରୁ ଯାଉଛୁ । ଏହି ସମୟରେ ଟ୍ରେନିଂ ବ୍ୟତୀତ ସମସ୍ତେ ମିଳିମିଶି ଓ ଅନ୍ୟମାନଙ୍କ ସହାୟତାରେ କିଛି ବୈଷୟିକ କାମ କରାଯାଇପାରିବ, ଯାହା ଏକୁଟିଆ କରିବା ସମ୍ଭବ ହୋଇନାହିଁ । ଏହି ସମୟରେ କଣ କଣ ବୈଷୟିକ କାମ ବାକି ପଡିଛି ଯାହା ସେହି ସମୟ ଭିତରେ ସାରିବା ଉଚିତ ବୋଲି ସମସ୍ତେ ଭାବୁଛନ୍ତି ଜଣାନ୍ତୁ । ଯଥା -

  1. ମୋବାଇଲ ଇଣ୍ଟରଫେସ

--ଶିତିକଣ୍ଠ (ଆଲୋଚନା) ୧୪:୦୪, ୧୪ ଜୁନ ୨୦୧୬ (IST)[reply]

ମତାମତ ସମ୍ପାଦନା

TTTରେ ଉପସ୍ଥାପନ କରିବାକୁ ମତାମତ ପାଇଁ ଅନୁରୋଧ : ସମ୍ପାଦନା

ସମସ୍ତଙ୍କୁ ମୋର ପ୍ରଣାମ୍ । ଆଜି ମୁଁ ଏବଂ ଶୈଳେଶ TTTରେ ଯୋଗଦେବାପାଇଁ ବେଙ୍ଗାଲୁରୁ ଯାଉଛୁ । ଏହା ଆଗାମୀ ୩ ଦିନ ଧରି ଚାଲିବ । ଓଡ଼ିଆ ଉଇକିପିଡ଼ିଆରୁ ମୋର ନାମ ମନୋନୟନ କରାଯାଇଛି ଏବଂ କମ୍ୟୁନିଟିର ଉନ୍ନତି ପାଇଁ କଣ କଣ ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ କିଛି ଉପସ୍ଥାପନ କରିବାକୁ କୁହାଯାଇଛି । ଆପଣମାନେ ଏ ବିଷୟରେ ନିଜର ମତାମତ ଦେବାକୁ ମୁଁ ଅନୁରୋଧ କରୁଛି । ବିଳମ୍ବରେ ଲେଖୁଥିବାରୁ କ୍ଷମା ପ୍ରାର୍ଥନା କରୁଛି । --Chinmayee Mishra (ମୋ ଆଲୋଚନା) ୧୬:୫୪, ୧୪ ଜୁନ ୨୦୧୬ (IST)[reply]

ମତାମତ ସମ୍ପାଦନା

୨୦୧୬ ଉଇକିମାନିଆରେ ଚାରି ଜଣ ଓଡ଼ିଆ ଉଇକିଆଳିଙ୍କ ଯୋଗଦାନ ସମ୍ପାଦନା

ଏଥର ଚାରିଜଣ ଓଡ଼ିଆ ଉଇକିଆଳି ଶ୍ରୀକାନ୍ତ କେଡ଼ିଆ, ଜ୍ଞାନରଞ୍ଜନ ସାହୁ, ଶୈଳେଶ ପଟ୍ଟନାୟକ ଓ ସୁଭାସିସ ପାଣିଗାହି* ୨୦୧୬ ଉଇକିମାନିଆରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । ଉଇକିମାନିଆ ଉଇକିପିଡ଼ିଆ ଓ ତାହାର ସହ-ପ୍ରକଳ୍ପ ଓ ଏଥିରେ ଯୋଗଦେଇ ଜ୍ଞାନ ବିତରଣର ପଥ ସୁଗମ କରୁଥିବା ହଜାର ହଜାର ଯୋଗଦାନକାରୀଙ୍କୁ ଏକାଠି କରୁଥିବା ବିଶାଳତମ ସମ୍ମିଳନୀ । ଏହି ବର୍ଷ ଏହା ଇଟାଲୀର ଏସିନୋ ଲାରିଓରେ ଜୁନ ୨୪-୨୬ ତାରିଖ ଯାଏ ଅନୁଷ୍ଠିତ ହେଉଛି । ତଳେ କିଛି ବିଶେଷ ଲିଙ୍କ ଦିଆଯାଇଛି । ଏଗୁଡ଼ିକରେ ଆମେମାନେ ଭାଗ ନେଇ ଓଡ଼ିଆ ଉଇକିକୁ ଜଗତ ସମ୍ମୁଖରେ ଦେଖାଇବାର ସୁଯୋଗ ରହିଛି । ଏଣୁ ଆପଣମାନଙ୍କୁ ଅନୁରୋଧ ନିଜ ନିଜ ମତସବୁ ଏଠାରେ ଲେଖିବେ । ତେବେ ଆପଣ ଯାହା ଲେଖିବେ ତାହା ସେ ଲିଙ୍କ ଖୋଲି କାର୍ଯ୍ୟକ୍ରମର ବିଷୟବସ୍ତୁ ସମ୍ବନ୍ଧିତ କି ନାଁ ଥରେ ପରଖିନେବେ ।

*ଏଥିରେ ଉଇକିମିଡ଼ିଆ ଫାଉଣ୍ଡେସନର କଣ୍ଟ୍ରାକ୍ଟର ଭାବେ ଯୋଗ ଦେବେ

ତଳଲିଖିତ ସମସ୍ତ ଆବେଦନର ଶେଷ ଦିନ ୩୦ ତାରିଖ । ତେଣୁ ସଭିଙ୍କୁ ଅନୁରୋଧ ୩୦ ତାରିଖ ଆଗରୁ ନିଜ ନିଜର ମତ ଦେବେ । ଆମ ହାତରେ ସମୟ ଖୁବ କମ । ତେବେ ସଭିଏଁ ବିଭିନ୍ନ କାମରେ ବ୍ୟସ୍ତ ଥିବାରୁ ମୁଁ ଆପଣମାନଙ୍କ ଅବଗତି ନିମନ୍ତେ ଏଠି ଲେଖୁଛି ।

କିପରି ମତ ଦେବେ

ଉଦାହରଣ:

  1. ୨୦୧୪-୧୫ ମସିହା ଭିତରେ ଓଡ଼ିଆ ଉଇକିପିଡ଼ିଆରେ ମାତ୍ର ୩-୪ ଜଣ ସକ୍ରିୟ ନାରୀ ଉଇକିଆଳି ଥିଲେ । କିନ୍ତୁ ୨୦୧୫-୨୦୧୬ ବେଳକୁ ୨୯ ଜଣ ସକ୍ରିୟ କର୍ମୀରୁ ୧୨ ଜଣ ହେଉଛନ୍ତି ନାରୀ । ଏହା ମୋଟ ଉଇକିଆଳିଙ୍କର ୪୧% । ସାରା ବିଶ୍ୱରେ ମୋତ ଉଇକିଆଳିଙ୍କ ଭିତରୁ ମାତ୍ର ୭-୯ ଭାଗ ନାରୀ ଥିବା ବେଳେ ଓଡ଼ିଆରେ ନାରୀ ସଂଖ୍ୟା ଏତେ ଅଧିକ ପଛରେ କାରଣ କଣ? ଏ କାରଣ ସବୁ ଦର୍ଶାଇ ପୋଷ୍ଟରଟିଏ ତିଆରି କରାଯାଉ ।--ସୁଭାସିସ ପାଣିଗାହି (ଆଳାପ) ୧୮:୪୨, ୨୬ ମାର୍ଚ୍ଚ ୨୦୧୬ (IST)[reply]

Policy portal improvement project ସମ୍ପାଦନା

Hello, As you know we have been working on improving policies and guidelines portals of Indic Wikipedias, and we also talked to some of you on this. Earlier a couple of policy-related discussions were started on this Village pump.

A couple of suggestions we have received so far:

  1. Conducting a 7 or 10 days' long policy creation and expansion event, the way edit-a-thons are conducted
  2. Policy discussion-related meetups: it was suggested but so far no Odia-Wkipedia specific policy discussion meetups have been conducted.

Please comment on these and please provide your suggestions/feedback.
Thanks. --Titodutta (ମୋ ଆଲୋଚନା) ୦୨:୦୧, ୯ ମଇ ୨୦୧୬ (IST)[reply]

Support ସମ୍ପାଦନା

  1. Chinmayee Mishra (ମୋ ଆଲୋଚନା) ୧୨:୦୭, ୯ ମଇ ୨୦୧୬ (IST)[reply]
  2. Rajalaxmi Mishra (ମୋ ଆଲୋଚନା) ୧୮:୫୪, ୯ ମଇ ୨୦୧୬ (IST)[reply]
  3. SuchiParida (ମୋ ଆଲୋଚନା) ୧୧:୫୮, ୧୦ ମଇ ୨୦୧୬ (IST)[reply]
  4. Satyajeet Nayak (ମୋ ଆଲୋଚନା) ୧୨:୦୭, ୧୧ ମଇ ୨୦୧୬ (IST)[reply]

Oppose ସମ୍ପାଦନା

Comments ସମ୍ପାଦନା

ଆଞ୍ଚଳିକ ଉଇକିଟୁଙ୍ଗୀଗୁଡ଼ିକରେ ମାସିକିଆ ଏଡ଼ିଟ୍ ସେସନ୍ ପାଇଁ ପ୍ରସ୍ତାବ ସମ୍ପାଦନା

ଗତ ଭୁବନେଶ୍ୱର ମେଳଣରେ ଜ୍ଞାନ ଭାଇ ପ୍ରତି ମାସ ନିଜ ନିଜ ଅଞ୍ଚଳର ଉଇକିଟୁଙ୍ଗୀରେ ସମସ୍ତେ ଏକତ୍ରିତ ହୋଇ କିଛି ଘଣ୍ଟା ଧରି କେବଳ ଉଇକିପିଡିଆରେ ଏଡ଼ିଟ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଁ ତାଙ୍କର ଏହି ପ୍ରସ୍ତାବରେ ସମ୍ପୂର୍ଣ୍ଣ ସ‌ହମତ । ପ୍ରତି ମାସ କିଛି ଘଣ୍ଟା ପାଇଁ ଏହି ପରି ଏଡ଼ିଟ୍ ସେସନ୍ ରଖାଗଲେ ଉଇକିପିଡ଼ିଆରେ ପ୍ରସଙ୍ଗମାନ‌ଙ୍କ ସଂଖ୍ୟା ବଢ଼ିବା ସ‌ହ ଉଇକିଆଳିମାନ‌ଙ୍କୁ ଉଇକିପିଡ଼ିଆରେ ନିୟମିତ ଭାବେ ସକ୍ରିୟ କରାଯାଇପାରନ୍ତା । ଏହି ପ୍ରସ୍ତାବ ବିଷୟରେ ଆପଣମାନ‌ଙ୍କୁ ନିଜର ମତାମତ ଦେବାକୁ ଅନୁରୋଧ । --Rajalaxmi Mishra (ମୋ ଆଲୋଚନା) ୧୭:୦୩, ୬ ଜୁନ ୨୦୧୬ (IST)[reply]

ସମର୍ଥନ ସମ୍ପାଦନା

  ସମର୍ଥନ -- ସବୁ ମାସ ମେଳଣ ସମୟ ଟିକେ ବଢେଇ ଦେଇ ସେଥିରେ ଏହି ଗୁଡାଏ ଏଡିଟ କଲେ ଭଲ ହୁଅନ୍ତା । ଅନ୍ତତଃ ଭୁବନେଶ୍ବର ଉଇକିଟୁଙ୍ଗିରେ ଆମେ ଏବେ ସେଇଆ କରିବୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୨:୨୩, ୮ ଜୁନ ୨୦୧୬ (IST)[reply]

ବିରୋଧ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

ଆଗକୁ ହେବାକୁ ଥିବା କାମର ସମ‌ୟରେଖା। ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆର ୧୪ଶ ଜନ୍ମତିଥି ସମ‌ୟରେ କାମର ଠିକ ବିଭାଜନ ଓ ଡେରିରେ ଟଙ୍କା ଆସିଥିବାରୁ କିଛି ଅସୁବିଧା ହେଇଥିଲା। ଏହି ଅସୁବିଧାକୁ ଦୁରେଇବା ପାଇଁ ଗୋଟାଏ ଉପାୟ ବାଛିବା ଦରକାର, ମୋ ମତରେ ଆମେ ଆଗତୁରା କାମର ସୂଚୀ, କିଏ କଣ କରିପାରିବ, କାହାର ସାହାଯ୍ୟ ଦରକାର ପଡ଼ିବ ଓ କେତେ ଖର୍ଚ୍ଚ ଦରକାର ପଡିବ ଯଦି ଆଗତୁରା ପରିକଳ୍ପନା କରିପାରିବା ତାହାଲେ ଏଟା ସୁବିଧା ହେବ।

ତଳେ ମୁଁ ସବୁ ମାସ ଦେଖାଇ ଗୋଟେ ଛୋଟ Tableଟେ ତିଆରି କରୁଛି ସମସ୍ତେ ଯଦି ଏହିଥିରେ କରିବାକୁ ଥିବା କାମର ସୂଚୀ କରିଦେବେ ତାହାଲେ ସାହାୟତା ହୁଅନ୍ତା।

ପ୍ରକଳ୍ପ
ମାସ କାର୍ଯ୍ୟକ୍ରମ ଭାଗ ନେଉଥିବା ଉଇକିଆଳି ଖର୍ଚ୍ଚ ଅଟକଳ
ଜୁନ (୨୦୧୬)
ଜୁଲାଇ (୨୦୧୬)
ଅଗଷ୍ଟ (୨୦୧୬)
ସେପ୍ଟେମ୍ବର (୨୦୧୬)
ଅକ୍ଟୋବର (୨୦୧୬)
ନଭେମ୍ବର (୨୦୧୬)
ଡିସେମ୍ବର (୨୦୧୬)
ଜାନୁଆରି (୨୦୧୭)
ଫେବୃଆରି (୨୦୧୭)
ମାର୍ଚ୍ଚ (୨୦୧୭)
ଅପ୍ରେଲ (୨୦୧୭)
ମଇ (୨୦୧୭)
ଜୁନ (୨୦୧୭)

ନୋଟ: ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଗୁଡିକୁ ଏଠାରେ ଲେଖନ୍ତୁ, କାମଟି କରାହେବ କି ନାହିଁ ତାହା କମ୍ୟୁନିଟି ବାଛିବ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୧:୪୧, ୭ ଜୁନ ୨୦୧୬ (IST)[reply]

ରଥଯାତ୍ରାରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପାଦନା

ଓଡିଆ ଉଇକିପିଡିଆରେ ଥିବା ମୋ ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ । ଆଗକୁ ରଥଯାତ୍ରା ଅସୁଅଛି । ଏହି ଇଦ୍ଦେଶ୍ୟରେ ପୁରୀରେ ରହୁଥିବା ଉଇକିଅଳି ମାନେ ଏକ ନୁତନ କାର୍ଯ୍ୟକ୍ରମ କରିବା ପାଇଁ ଚିନ୍ତା କରୁଅଛୁ । ଆମେ ଏହି କାର୍ଯ୍ୟକ୍ରମକୁ ତିନୋଟି ଭାଗରେ ବିଭକ୍ତ କରିଛୁ । ପ୍ରତି ଭାଗର ଦାଇତ୍ୱ ପାଞ୍ଛ ଜଣ ଲେଖାଏଁ ଉଇକିଅଳି ନେବା କଥା ଅମେ ଆଲୋଚନା କାରିଛୁ ।

ରଥଯାତ୍ରା ଫଟୋଥନ୍ ସମ୍ପାଦନା

ଏହି କାର୍ଯ୍ୟକ୍ରମରେ ଆମେ ମାନେ, ରଥଯାତ୍ରାରେ ହେଉଥିବା ବିଭିନ୍ନ ନୀତିର ଚିତ୍ର, କ୍ୟାମେରା ମାଧ୍ୟମରେ ଉତ୍ତୋଳନ କରି, କମନ୍ସରେ ଅପଲୋଡ କରିବୁ ।

ଜଗନ୍ନାଥଙ୍କ ବିଭିନ୍ନ ସେବା ଏବଂ ସେବା କରୁଥିବା ଜାତି ମାନଙ୍କ ବିଷୟରେ ଉଇକିରେ ଲେଖା ସମ୍ପାଦନା

ଏଥିରେ ଅମେ ମାନେ ଜଗନ୍ନାଥଙ୍କ ବିଭିନ୍ନ ସେବା ଏବଂ ସେବା କରୁଥିବା ଜାତି ମାନଙ୍କ ବିଷୟରେ ଉଇକିରେ ଲେଖିବୁ। ସେଥିପାଇଁ ଅମେ ମାନେ, ସେହି ସବୁ ଲୋକମାନଙ୍କ ସହ ଭେଟି ପୁରାଣ ଏବଂ ସେମାନଙ୍କ ପୁର୍ବ ପୁରୁଷ ମାନେ କିପରି ଜଗନ୍ନାଥଙ୍କ ସେବା କରିଅସୁଛନ୍ତି, ସେ ସମ୍ପର୍କରେ କିଛି ତଥ୍ୟ ଏକାଠି କରିବୁ । ଏବଂ ସେଗୁଡିକୁ ଉପଯୁକ୍ତ ଅଧାର ଦେଇ, ଉଇକିରେ ଲେଖିବୁ ।

ରଥଯାତ୍ରାରେ ଷ୍ଟଲ୍ ମାଧ୍ୟମରେ ଆଉଟରିଚ୍ ସମ୍ପାଦନା

ଏଥିରେ ଅମେ ମାନେ, ଏକ ଷ୍ଟଲ୍ ମାଧ୍ୟମରେ ଉଇକିଆଉଟ୍ ରିଚ୍ କରିବା କଥା ଚିନ୍ତା କରୁଅଛୁ । ଅମେ ଏଥିରେ, ଅତିକମରେ ପାଞ୍ଚଶହ ଲୋକଙ୍କ ପାଖରେ ଓଡିଆ ଉଇକି କୁ ପହଁଚେଇବା ପାଇଁ ଚେଷ୍ଠା କରିବୁ । ଏହାର ଫଳାଫଳ ଜାନିବା ପାଇଁ ରଥ ଯାତ୍ରାର ଠିକ ପନ୍ଦର ଦିନ ପରେ ଅମେ ଆଗ୍ରହି ଥିବା ବ୍ୟକ୍ତି ମାନଙ୍କୁ ନେଇ ଏକ ଟ୍ରେନିଂ କରିବୁ ।

ସମର୍ଥନ ସମ୍ପାଦନା

ବିରୋଧ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

ଉଇକି ପତ୍ରିକା ସମ୍ପାଦନା

୫ମ ମାସିକ ଭୁବନେଶ୍ୱର ଉଇକିଟୁଙ୍ଗୀ ମେଳଣରେ ଉଇକି ପତ୍ରିକା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ନିମ୍ନରେ ତାହାର ବିଷଦ ବିବରଣୀ ଦିଆଗଲା ।--Abha S Pradhan (ମୋ ଆଲୋଚନା) ୧୦:୪୨, ୧୨ ଜୁନ ୨୦୧୬ (IST)[reply]

ନାମକରଣ ସମ୍ପାଦନା

ଉଇକିଆଳିମାନେ 'ଉଇକି ପତ୍ରିକା' ନାମକରଣ ପାଇଁ ନିଜ ମତ ଦିଅନ୍ତୁ । ପ୍ରସ୍ତାବିତ ନାଁ ଯଦି ପୂର୍ବରୁ କେଉଁଠାରେ ଦିଆଯାଇଥାଏ, ତେବେ ଜଣାଇବାକୁ ଅନୁରୋଧ ।

ନାମ ସମ୍ପାଦନା

ଏହି ଶିରୋନାମାଟି ଜଣେ ଲେଖକଙ୍କ ସହିତ ଆଲୋଚନା କରିବା ପରେ ମତେ ବହୁତ୍ ପସନ୍ଦ ଆସିଛି । ସେ ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଓ ଏହାର ଉଦ୍ଦେଶ୍ୟ ଜାଣିବା ପରେ କେତୋଟି ନାମ ଚୟନ କରିଥିଲେ । ସେଗୁଡିକ ମଧ୍ୟରୁ ମତେ ଏଇଟି ଉପଯୁକ୍ତ ଲାଗିଲା , ତେଣୁକରି ଏଠାରେ ଲେଖୁଛି । ଆଶାକରୁଛି ଆପଣମାନଙ୍କୁ ମଧ୍ୟ ପସନ୍ଦ ହେବ ।--Chinmayee Mishra (ମୋ ଆଲୋଚନା) ୧୬:୩୫, ୨ ଜୁଲାଇ ୨୦୧୬ (IST)[reply]

ଏହି ନାମଟି ପାଇଁ ମୋର ସମର୍ଥନ ରହିଛି ।--Abha S Pradhan (ମୋ ଆଲୋଚନା) ୧୪:୪୦, ୩ ଜୁଲାଇ ୨୦୧୬ (IST)[reply]

ପ୍ରକାର ସମ୍ପାଦନା

ତ୍ରୈମାସିକ

ଲକ୍ଷ୍ୟ ସମ୍ପାଦନା

ତିନି ମାସ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଓ ତାର ଫଳାଫଳ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବା ।

ବିଷୟବସ୍ତୁ ସମ୍ପାଦନା

  • ସମ୍ପାଦକୀୟ
  • ଓଡ଼ିଶା ତଥା ଓଡ଼ିଆ ଭାଷା ପାଇଁ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିତ୍ଵ
  • ବିଗତ ତିନି ମାସରେ କରାଯାଇଥିବା କାର୍ଯ୍ୟକ୍ରମ ଓ ଫଳାଫଳ
  • ଆଗାମୀ ତିନି ମାସରେ କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ସମ୍ୟକ ସୂଚନା
  • ଅନ୍ୟାନ୍ୟ ସହଯୋଗୀ ଉଇକି ପ୍ରକଳ୍ପ ସମ୍ବନ୍ଧରେ
  • ତିନି ମାସର ବଛା ଲେଖା
  • ତିନି ମାସର ବଛା ଛବି
  • ତିନି ମାସର ଶ୍ରେଷ୍ଠ ଉଇକିଆଳି
  • ତିନି ମାସରେ ଅଧିକ ସଚଳ ସଭ୍ୟଙ୍କ ତାଲିକା ଓ ସେମାନଙ୍କ ଅବଦାନ ସମ୍ପର୍କରେ
  • ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଫିଚର
  • ମତାମତ

ପରିଚାଳନା ସମ୍ପାଦନା

ଆଗ୍ରହୀ ଉଇକିଆଳିମାନେ ନିମ୍ନୋକ୍ତ ପଦ ପାଇଁ ଆବେଦନ କରନ୍ତୁ ।

ଲେଖିକା/ ଲେଖକ ସମ୍ପାଦନା

ଫଟୋ ଫିଚର ପାଇଁ ପେଶାଗତ ଚିତ୍ରୋତ୍ତଳକ ସମ୍ପାଦନା

ମୁଁ ଏହି କାମ ପାଇଁ ଆଗ୍ରହୀ । ଯଦିଓ ମୁଁ ପେଶାଗତ ଚିତ୍ରୋତ୍ତଳକ ନୁହେଁ । --ବିକାଶ ଓଝା (ମୋ ଆଲୋଚନା) ୧୨:୧୩, ୨୭ ଜୁନ ୨୦୧୬ (IST)[reply]

ସମ୍ପାଦିକା/ ସମ୍ପାଦକ ସମ୍ପାଦନା

ପ୍ରକାଶିକା/ ପ୍ରକାଶକ ସମ୍ପାଦନା

ସମର୍ଥନ ସମ୍ପାଦନା

  •   ସମର୍ଥନ ବଡ଼ ଭଲ କାମଟେ କରିଛ ଆଭା, ଏଇଟା ପାଇଁ ଶହେରୁ ଶହେ ସହମତି । ଅନଲାଇନ କମୁନିଟିଟିଏ ପାଇଁ ନିଉଜଲେଟରଟେ ନିହାତି ଲୋଡ଼ା । ଆମକୁ ଅନେକ ସମୟରେ ଅନେକେ ପଚାରନ୍ତି ଆରମ୍ଭରୁ ନେଇ ଆଜି ଯାଏ କଣ ହୋଇଛି ତା'ର ଗୋଟେ ବିବରଣୀ କେଉଁଠୁ ମିଳିବ । ଆଉ ତା' ପାଇଁ ଆମର ଏଯାଏ କିଛି ବିଧିବଦ୍ଧ ପୃଷ୍ଠା ନାହିଁ । ଆଉ ଉଇକିପତ୍ରିକା ପାଇଁ ସମର୍ଥନରୁ ବେଶି ଲୋଡ଼ା କାମକରିବା ହାତ । ନୂଆ ଉଇକିଆଳିଏ ଏହାର ଦାୟିତ୍ୱ ନେଲେ ଆହୁରି ଭଲ । ଆଉ ଖାଲି ବିବରଣୀ ନୁହେଁ ସଭିଏଁ ଭୋଗୁଥିବା ବିଭିନ୍ନ ଅସୁବିଧା ପାଇଁ କିଛି ସାହାଯ୍ୟ ଚାହୁଁଥିଲେ ତାହାବି ଉଲ୍ଲେଖ କରିବେ । ଶୈଳେଶ ଆଗରୁ ନିଉଜଲେଟର ବିତରଣ ଓ ତିଆରି ଉପରେ କାମ କରିଥିବାରୁ ଆଉ ଭୁବନେଶ୍ୱର/ପୁରୀରେ ଦରକାର ପଡ଼ିଲେ କେବଳ ଏ ଉପରେ କର୍ମଶାଳାଟିଏ କରିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୧୨:୫୬, ୧୨ ଜୁନ ୨୦୧୬ (IST)[reply]

ଅନ୍ୟମତ ସମ୍ପାଦନା

  • ପତ୍ରିକାଟିର ବିଷୟବସ୍ତୁ ସବୁ କିପରି ସୁନ୍ଦର ଭାବେ ସଜଡା ଯାଇ ଠିକ୍ ସମୟରେ ପ୍ରକାଶିତ ହୋଇପାରିବ ସେ ବିଷୟରେ ନିଜର ମତାମତ ଦେବାକୁ ସମସ୍ତ ଉଇକିଆଳିଙ୍କୁ ଅନୁରୋଧ କରୁଛି । ଅଭିଜ୍ଞ ଉଇକିଆଳିମାନେ ଏଥିରେ ପୂର୍ଣ୍ଣ ସହଯୋଗ ଦେବେ ବୋଲି ଆଶା କରୁଛି । --Chinmayee Mishra (ମୋ ଆଲୋଚନା)
  • ଯେହେତୁ ରଥଯାତ୍ରାରେ ଉଇକିପତ୍ରିକାକୁ ଆରମ୍ଭ କରିବାର ଲକ୍ଷ୍ୟ ଅଛି, ତେଣୁ ଯେତେ ଶୀଘ୍ର ସମ୍ଭବ ଏହା ପାଇଁ ଏକ ଭଲ ନାମ ବାଛିବାକୁ ମୋର ଅନୁରୋଧ । ତେବେ ନାମ ଯାହା ବି ହେଉ ନା କାହିଁକି ମୁଁ ଭାବୁଛି ଉଇକିପତ୍ରିକାର ନାମ ପୂର୍ବରୁ ଉଇକି ଲଗାଇଲେ ଭଲ ହେବ । --Rajalaxmi Mishra (ମୋ ଆଲୋଚନା) ୧୮:୧୮, ୧୯ ଜୁନ ୨୦୧୬ (IST)[reply]

ବିରୋଧ ସମ୍ପାଦନା