ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Pkp05, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୭, ୨୩ ଡିସେମ୍ବର ୨୦୧୫ (UTC)

ଆଲୋଚନା ସଭାରେ ମତ ଦେଇଥିବା ହେତୁ ଅଶେଷ ଅଶେଷ ଧନ୍ୟବାଦ । ମାତ୍ର ମତ ଦେଇ ସାରିବା ପରେ ଚାରୋଟି ଟିଲେଡ (~~~~) ଚିହ୍ନ ଦେବାକୁ ଭୁଲନ୍ତୁ ନାହିଁ ।--Abha S Pradhan (ମୋ ଆଲୋଚନା) ୨୨:୩୨, ୨ ଜୁଲାଇ ୨୦୧୬ (IST)Reply

ଆପଣ ଲେଖିଥିବା ଘରୋଇ ଚିକିତ୍ସା ପ୍ରସଙ୍ଗ ବାବଦରେ ସମ୍ପାଦନା

ଆପଣ ଲେଖୁଥିବା ଘରୋଇ ଚିକିତ୍ସା ପ୍ରସଙ୍ଗଟି ଉଇକିପିଡ଼ିଆ ଅନୁପଯୋଗୀ । ଏହି ପ୍ରସଙ୍ଗର ଲେଖା ଶୈଳୀ ଓ ଏଥିରେ ଥିବା ବିଷୟ ଉପାଦେୟ ହେଲେ ମଧ୍ୟ ଲେଖାଟି ଏକ ଜ୍ଞାନକୋଷ-ଭିତ୍ତିକ ବା ଏନସାଇକ୍ଲୋପିଡ଼ିଆ ଶୈଳୀରେ ଲେଖା ହୋଇନାହିଁ । ଏହା ଉଇକିପୋଥିରେ ରହିବା ଯୋଗ୍ୟ । ଆପଣ ସେଠାରେ ଥିବା ଯେକୌଣସି ଉଦାହରଣ (ଉଦାହରଣଟିଏ ଦେଖନ୍ତୁ) ଦେଖିପାରିବେ । ତେବେ ଓଡ଼ିଆ ପାଇଁ ଏବେ ଉଇକିପୋଥି ପ୍ରକଳ୍ପ ଆରମ୍ଭ ହୋଇନଥିବାରୁ ଆପଣ ଏବେ ଏହି ଘରୋଇ ଚିକିତ୍ସା ପ୍ରସଙ୍ଗର ସମସ୍ତ ଲେଖା ନିଜ ପରଖଘରକୁ କପିକରିନିଅନ୍ତୁ । ପରେ ବାକି ଉତ୍ସାହୀ ଉଇକିଆଳି (ହୁଏତ @Subas Chandra Rout: ଏଥିରେ ପରାମର୍ଶ ଦେଇପାରିବେ)ଙ୍କ ସଙ୍ଗେ ଆଲୋଚନା କରି ଓଡ଼ିଆ ପାଇଁ ଉଇକିପୋଥି ଆରମ୍ଭ କରିବା ବାବଦରେ ଭାବିପାରିବେ । ତେବେ ପ୍ରକଳ୍ପଟି ପ୍ରଥମେ ଇନକୁବେଟରରେ ଆରମ୍ଭ ହୋଇ କିଛି ମାସ ଧରି କିଛି ଉଇକିଆଳିଙ୍କ ଦ୍ୱାରା ସକ୍ରିୟ ଯୋଗଦାନ ରହିବା ପରେ ଯାଇ ପ୍ରକଳ୍ପଟିକୁ ଅନୁମୋଦନ ମିଳିବ । ଯଦି ଆପଣ ଏଥିରେ ଭାଗ ନେଇ ସକ୍ରିୟ ରହିବାକୁ ସତରେ ଆଗ୍ରହୀ ଆମେ ପୁରୁଖା ଉଇକିଆଳିଏ ଏ ଲମ୍ବା ଅନୁମୋଦନ ପ୍ରଣାଳୀରେ ଆପଣଙ୍କ ସହଯୋଗ କରିପାରିବୁ । --ସୁଭାସିସ ପାଣିଗାହି (ଆଳାପ) ୧୩:୧୪, ୧୭ ଅଗଷ୍ଟ ୨୦୧୬ (IST)Reply

A cup of tea for you! ସମ୍ପାଦନା

  ପବିତ୍ର ଭାଇ, ତୁମେ ପୁଣିଠାରେ ସକ୍ରିୟ ହେଇଥିବା ଦେଖି ରହିପାରିଲିନି । ତୁମ ପାଇଁ ଚାହା କପେ ।-- ଶିତିକଣ୍ଠ (ଆଲୋଚନା) ୧୭:୦୭, ୭ ଜାନୁଆରୀ ୨୦୧୭ (IST)Reply

Share your experience and feedback as a Wikimedian in this global survey ସମ୍ପାଦନା

  1. This survey is primarily meant to get feedback on the Wikimedia Foundation's current work, not long-term strategy.
  2. Legal stuff: No purchase necessary. Must be the age of majority to participate. Sponsored by the Wikimedia Foundation located at 149 New Montgomery, San Francisco, CA, USA, 94105. Ends January 31, 2017. Void where prohibited. Click here for contest rules.

Your feedback matters: Final reminder to take the global Wikimedia survey ସମ୍ପାଦନା

(Sorry for writing in English)

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ।

--ଶୈଳେଶ (ପଚାରିବେ କିଛି?)  

WAM Address Collection ସମ୍ପାଦନା

Congratulations! You have more than 4 accepted articles in Wikipedia Asian Month! Please submit your postal mailing address via Google form or email me about that on erick@asianmonth.wiki before the end of Janauary, 2018. The Wikimedia Asian Month team only has access to this form, and we will only share your address with local affiliates to send postcards. All personal data will be destroyed immediately after postcards are sent. Please contact your local organizers if you have any question. We apologize for the delay in sending this form to you, this year we will make sure that you will receive your postcard from WAM. If you've not received a postcard from last year's WAM, Please let us know. All ambassadors will receive an electronic certificate from the team. Be sure to fill out your email if you are enlisted Ambassadors list.

Best, Erick Guan (talk)

WAM Address Collection - 1st reminder ସମ୍ପାଦନା

Hi there. This is a reminder to fill the address collection. Sorry for the inconvenience if you did submit the form before. If you still wish to receive the postcard from Wikipedia Asian Month, please submit your postal mailing address via this Google form. This form is only accessed by WAM international team. All personal data will be destroyed immediately after postcards are sent. If you have problems in accessing the google form, you can use Email This User to send your address to my Email.

If you do not wish to share your personal information and do not want to receive the postcard, please let us know at WAM talk page so I will not keep sending reminders to you. Best, Sailesh Patnaik

Confusion in the previous message- WAM ସମ୍ପାଦନା

Hello again, I believe the earlier message has created some confusion. If you have already submitted the details in the Google form, it has been accepted, you don't need to submit it again. The earlier reminder is for those who haven't yet submitted their Google form or if they any alternate way to provide their address. I apologize for creating the confusion. Thanks-Sailesh Patnaik

New article ସମ୍ପାଦନା

ସ୍ବାଗତମ ମହର୍ଗ Pkp05! You can make an article an Oriya-language about singer and actor Puneeth Rajkumar, who his some movies was remade in your Oriya languahe? If you make this article, i will be grateful! Thank you (ଥାଙ୍କ ଯୋଉ) ! --178.66.111.34 ୨୨:୫୭, ୧୧ ଫେବୃଆରୀ ୨୦୧୮ (IST)Reply

ଘରୋଇ ଚିକିତ୍ସା ସମ୍ପାଦନା

ଏବେ User:Pkp05/ଘରୋଇ ଚିକିତ୍ସା ଟି ଏଇଠି ରାହିଲା । ଲେଖାଟିକୁ ଉନ୍ନତ କରି ଆଧାର ଯୋଡ଼ିବା ଓ ଲିଖନ ଶୈଳୀ ବଦଳିବା ପରେ ପୁଣି ମୁଖ୍ୟ ଜାଗାକୁ ଆଣିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୧୭:୩୮, ୪ ମାର୍ଚ୍ଚ ୨୦୧୮ (IST)Reply

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)Reply

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ ସମ୍ପାଦନା

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

 
ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)