ସ୍ୱରୂପ ନାୟକ

ଓଡ଼ିଆ ସଙ୍ଗୀତକାର, ଗୀତିକାର ଓ ଅଭିନେତା

ସ୍ୱରୂପ ନାୟକ (ଜନ୍ମ ୮ ଫେବୃଆରୀ ୧୯୪୭),[୧] ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା । ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଭଉଣୀ ଓ ଓଡ଼ିଆ କଥାଚିତ୍ର ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକତାଙ୍କ ଭାଇ ।

ସ୍ୱରୂପ ନାୟକ
ଜନ୍ମ (1947-02-08) ୮ ଫେବୃଆରୀ ୧୯୪୭ (ବୟସ ୭୬)
ଜାତୀୟତାଭାରତୀୟ
ଜଣାଶୁଣାଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଅଭିନେତା
ସମ୍ପର୍କୀୟସାରଦା ପ୍ରସନ୍ନ ନାୟକ (ଭାଇ)
ପାର୍ବତୀ ଘୋଷ (ଭଉଣୀ)
ପୁରସ୍କାର(ଗୁଡ଼ିକ)ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

କଥାଚିତ୍ର ଜୀବନ ସମ୍ପାଦନ କରନ୍ତୁ

ସ୍ୱରୂପ, ମୋଟ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ୧୯୬୨ ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ । ୧୯୮୪ ମସିହାର ହୀରାନୀଳା କଥାଚିତ୍ର ଥିଲା ସଙ୍ଗୀତକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ।

ଓଡ଼ିଆ କଥାଚିତ୍ରକୁ ଅବଦାନ ସମ୍ପାଦନ କରନ୍ତୁ

ସମ୍ବର୍ଦ୍ଧନା ଓ ସମ୍ମାନ ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "ସ୍ୱରୂପ ନାୟକ: ଅଭିନେତାରୁ ସଙ୍ଗୀତ ନିର୍ଦ୍ଦେଶକ". ଧରିତ୍ରୀ ୦୪/୦୧/୨୦୧୬, ଭୁବନେଶ୍ୱର ସଂସ୍କରଣ (ପୃଷ୍ଠା ୧୧). 4 January 2016. Retrieved 27 June 2022.
  2. "'Swayamsidha' runs full house amid protests". odicin.com. Retrieved 4 January 2017.
  3. "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Retrieved 21 January 2013. music director Swarup Naik received the award in 2006
  4. Sahu, Diana. "To Akhire Mu wins best movie award". The New Indian Express. The New Indian Express. Retrieved 4 January 2017.

ବାହାର ଆଧାର ସମ୍ପାଦନ କରନ୍ତୁ