ଅଶୋକ ପତି
ଭାରତୀୟ ଓଡ଼ିଆ ନିର୍ଦ୍ଦେଶକ ଓ କାହାଣୀକାର
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଅଶୋକ ପତି ଭାରତର ଓଡ଼ିଶାରେ ଥିବା ଜଣେ ଜଣାଶୁଣା ନିର୍ଦ୍ଦେଶକ, କାହାଣୀକାର । ଗୋଟିଏ ବଲିଉଡ ଚଳଚ୍ଚିତ୍ରରେ ସହକାରି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲେଇଛନ୍ତି । [୧]
ଅଶୋକ ପତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
କଟକ, ଓଡ଼ିଶା[ଆଧାର ଲୋଡ଼ା] | |
ଜୀବିକା | ନିର୍ଦ୍ଦେଶକ, କାହାଣୀକାର |
କାର୍ଯ୍ୟକାଳ | ୧୯୯୮-ଏବେଯାଏଁ |
ଫିଲ୍ମରେ ଭୂମିକାସମ୍ପାଦନ କରନ୍ତୁ
ନିର୍ଦ୍ଦେଶକ ଭାବରେସମ୍ପାଦନ କରନ୍ତୁ
- ଇଡିଅଟ୍ (୨୦୧୨)
- ଦୋସ୍ତି (୨୦୧୧)
- ୧୪୩ ଆଇ ଲଭ ୟୁ (୨୦୧୧)
- ଲୋଫର୍ (୨୦୧୧)
- ସଞ୍ଜୁ ଆଉ ସଞ୍ଜନା (୨୦୧୦)
- ପ୍ରେମରୋଗି (୨୦୦୯)
- ଡ୍ରିମ୍ ଗାର୍ଲ (୨୦୦୯)
- ନନ୍ଦିନୀ ଆଇ ଲଭ ୟୁ (୨୦୦୮)
- ମତେ ତ ଲଭ ହେଲାରେ (୨୦୦୮)
- ମୁଁ ତତେ ଲଭ କରୁଛି (୨୦୦୭)
- ତୋ ପାଇଁ (୨୦୦୭)
- ବାଜି (୨୦୦୧)
ସହକାରି ନିର୍ଦ୍ଦେଶକ ଭାବରେସମ୍ପାଦନ କରନ୍ତୁ
କାହାଣୀକାରସମ୍ପାଦନ କରନ୍ତୁ
- ଦୋସ୍ତି (୨୦୧୧)
- ୧୪୩ ଆଇ ଲଭ ୟୁ (୨୦୧୧)
- ଲୋଫର୍ (୨୦୧୧)
- ସଞ୍ଜୁ ଆଉ ସଞ୍ଜନା (୨୦୧୦)
- ପ୍ରେମରୋଗି (୨୦୦୯)
- ଡ୍ରିମ୍ ଗାର୍ଲ (୨୦୦୯)
- ନନ୍ଦିନୀ ଆଇ ଲଭ ୟୁ (୨୦୦୮)
- ମତେ ତ ଲଭ ହେଲାରେ (୨୦୦୮)
- ମୁଁ ତତେ ଲଭ କରୁଛି (୨୦୦୭)
- ବାଜି (୨୦୦୧)
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
- cinemasagar.comରେ ଅଶୋକ ପତି
- movies.fullorissa.comରେ ଅଶୋକ ପତି
- ଅଶୋକ ପତି (ଇଣ୍ଟରନେଟ ମୁଭି ଡାଟାବେସରେ)