ବ୍ୟବହାରକାରୀ:MKar/ପ୍ରସଙ୍ଗ ପଞ୍ଜିକା
- ୧୩– ମନମୋହନ ମହାପାତ୍ର, ପଦ୍ମଶ୍ରୀ ସମ୍ମାନିତ ଓଡ଼ିଆ କଥାଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ (ମୃତ୍ୟୁ: ୨୦୨୦)
- ୩୦– ପଦ୍ମଶ୍ରୀ ଦୀପକ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୨୦୦୮)
- ୦୧– ଅସୀମ ବସୁ, ଧର୍ମପଦ ପୁରସ୍କାରପ୍ରାପ୍ତ ଚିତ୍ରକର, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୭)
- ୦୪– ପଠାଣି ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୭)
- ୦୭– ବୁଢ଼ା ମହାରଣା, ଚିତ୍ରକର ଓ କଳା ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୭)
- ୧୩– କୃଷ୍ଣପ୍ରସାଦ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଗାଳ୍ପିକ (ମୃତ୍ୟୁ: ୧୯୯୪)
- ୦୧– ବାବା ବଳିଆ ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ
- ୦୨– ସୌରୀବନ୍ଧୁ କର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୪୮)
- ୦୩– ପଦ୍ମ ଭୂଷଣ ରମାକାନ୍ତ ପଣ୍ଡା ସମ୍ମାନିତ ହୃଦରୋଗ ବିଶେଷଜ୍ଞ (ଜନ୍ମ: ୧୯୫୪)
- ୦୬– ଅଳକା ଚାନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୪୩)
- ୦୭– ସଂଗୀତ ଶିରୋମଣି ନୃସିଂହନାଥ ଖୁଣ୍ଟିଆ (ଜନ୍ମ: ୧୯୧୧)
- ୦୮– ରାଜକିଶୋର ପଟ୍ଟନାୟକ,ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୧୭)
- ୦୮– ବୀରେନ୍ଦ୍ରନାଥ ମହାନ୍ତି,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୬୨)
- ୧୪– ଉତ୍ସବ ଚରଣ ଦାସ ପଦ୍ମଶ୍ରୀ ସମ୍ମାନିତ ଘୋଡ଼ା ନାଚ କଳାକାର (ଜନ୍ମ: ୧୯୪୫)
- ୧୫– ଚିନ୍ତାମଣି ଜେନା, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୩୮)
- ୧୭– ରମେଶ ଚନ୍ଦ୍ର ଭଞ୍ଜ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଶିଶୁ ସାହିତ୍ୟିକ (ଜନ୍ମ: ୧୯୪୧)
- ୧୯ – ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ଓଡ଼ିଶାର ସର୍ବପ୍ରଥମ ପ୍ରତ୍ନତତ୍ତ୍ୱବିତ (ମୃତ୍ୟୁ: ୧୧ ଅପ୍ରେଲ ୧୯୭୧)
- ୧୯ – ସରଳା ଦେବୀ, ସ୍ୱାଧୀନତା ସଂଗ୍ରାମୀ ଓ ଲେଖିକା (ମୃତ୍ୟୁ: ୪ ଅକ୍ଟୋବର ୧୯୮୬)
- ୧୦– ମନମୋହନ ମହାପାତ୍ର, ପଦ୍ମଶ୍ରୀ ସମ୍ମାନିତ ଓଡ଼ିଆ କଥାଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ (ଜନ୍ମ: ୧୯୫୧)
- ୨୭– ନାଗଭୂଷଣ ପଟ୍ଟନାୟକ କମ୍ୟୁନିଷ୍ଟ ନେତା (ଜନ୍ମ: ୧୯୩୪)
- ୩୦– ଅସୀମ ବସୁ, ଧର୍ମପଦ ପୁରସ୍କାରପ୍ରାପ୍ତ ଚିତ୍ରକର, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ (ଜନ୍ମ: ୧୯୩୫)
- ୧୫ – ବସନ୍ତ କୁମାରୀ ପଟ୍ଟନାୟକ, ଓଡ଼ିଆ ସାହିତ୍ୟିକା (ଜନ୍ମ: ୧୫ ଡିସେମ୍ବର ୧୯୨୩)
- ୧୯ – ଚିନ୍ତାମଣି ଆଚାର୍ଯ୍ୟ, ଉତ୍କଳ ବିଶ୍ଵବିଦ୍ୟାଳୟର ଭୂତପୂର୍ବ କୁଳପତି ଏବଂ ଉତ୍କଳ ସାହିତ୍ୟ ସମାଜର ଭୂତପୂର୍ବ ସଭାପତି (ଜନ୍ମ: ୧୯ ଡିସେମ୍ବର ୧୮୯୧)