ଡ୍ରିମ୍ ଗାର୍ଲ
୨୦୦୯ର ଓଡ଼ିଆ କଥାଚିତ୍ର
ଡ୍ରିମ୍ ଗାର୍ଲ, ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏ. ରମେଶ ପ୍ରସାଦ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଡ୍ରିମ୍ ଗାର୍ଲ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଏ. ରମେଶ ପ୍ରସାଦ |
ସଂଳାପ | ରଜନୀ ରଞ୍ଜନ |
କଳାକାର | ସବ୍ୟସାଚୀ ମିଶ୍ର ପ୍ରିୟା ଚୌଧୁରୀ ମିହିର ଦାସ ଅପରାଜିତା ମହାନ୍ତି |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ପ୍ରିୟା ଚୌଧୁରୀ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ବବି ମିଶ୍ର, ପିଣ୍ଟୁ ନନ୍ଦ, ଜୟୀରାମ ସାମଲ, ଦେବୁ ବୋଷ, ଜିନା ସାମଲ, ସୋଫିଆ ଆଲମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨]
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ପ୍ରଶାନ୍ତ ପାଢ଼ୀ
- ଗୀତିକାର: ଅରୁନ ମନ୍ତ୍ରୀ, ନିଜାମ
- ପ୍ରଚ୍ଛଦପଟ ଗାୟକ: ତପୁ ମିଶ୍ର, ଉଦିତ ନାରାୟଣ, କୁମାର ବାପି, କୃଷ୍ଣ ବେଉରା,
ଗୀତ
ସମ୍ପାଦନା- ଆଖି ମୋର ଖୋଲା ଥାଇ କେହି ଜଣେ
- ଜହ୍ନ ଶୋଇଚି ଶୋଇ ପଡ଼ିଲେ ତାରା
- ପ୍ରିୟାରେ ପ୍ରିୟାରେ ନଜରେ ନଜରେ
- ସାଥିରେ ସାଥିରେ ପହିଲି ପ୍ରିତିରେ
ଟୀକା
ସମ୍ପାଦନା- ↑ "ତୁ ମୋ ଡ୍ରିମ୍ଗାର୍ଲ". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.
{{cite news}}
: CS1 maint: unrecognized language (link) - ↑ "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
- ↑ ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଡ୍ରିମ୍ ଗାର୍ଲ