ଛାଞ୍ଚ:ପ୍ରସଙ୍ଗ ପଞ୍ଜିକା/ଜୁଲାଇ
ଜନ୍ମ
- ୧ – ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୦୮)
- ୨ – ପଦ୍ମ ଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ, କବି ଓ ଔପନ୍ୟାସିକ (ଜନ୍ମ: ୧୯୦୧)
- ୨ – ମହାଶ୍ୱେତା ରାୟ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ
- ୩ – ସମରେଶ ରାଉତରାୟ, ଅଭିନେତା (ଜନ୍ମ: ୧୯୮୦)
- ୫ – ଶ୍ରାବଣୀ ନନ୍ଦ, ଏକଲବ୍ୟ ପୁରସ୍କାର ସମ୍ମାନିତ ଧାବିକା (ଜନ୍ମ: ୧୯୯୧)
- ୫ – ପଦ୍ମଶ୍ରୀ ମାୟାଧର ରାଉତ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଶୀ ନୃତ୍ୟଗୁରୁ (ଜନ୍ମ: ୧୯୩୦)
- ୭ – କଳ୍ପନା ଦାଶ, ଓଡ଼ିଶାର ପ୍ରଥମ ଏଭେରେଷ୍ଟ ଆରୋହଣକାରୀ (ଜନ୍ମ: ୧୯୬୬)
- ୯ – ବାଣୀକଣ୍ଠ ପଦ୍ମଶ୍ରୀ ନିମାଇଁ ଚରଣ ହରିଚନ୍ଦନ, ଓଡ଼ିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ (ଜନ୍ମ: ୧୯୦୧)
- ୯ – ସୁଜିତ କୁମାର ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ (ଯୁବ) ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୮୦)
- ୧୦ – ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ମର୍ଦ୍ଦଳ ବାଦକ (ଜନ୍ମ: ୧୯୪୮)
- ୧୦ – ରାଇମୋହନ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର (ସ୍ଵତନ୍ତ୍ର ଜୁରୀ) ପୁରସ୍କାର ସମ୍ମାନିତ ଅଭିନେତା (ଜନ୍ମ: ୧୯୬୩)
- ୧୦ – ପୂର୍ଣ୍ଣିମା ହେମ୍ବ୍ରମ, ଏକଲବ୍ୟ ପୁରସ୍କାର ସମ୍ମାନିତ ଧାବିକା (ଜନ୍ମ: ୧୯୯୧)
- ୧୨ – ଦାଶରଥି ପଟ୍ଟନାୟକ, ସଂଗ୍ରାହକ (ଜନ୍ମ: ୧୯୦୭)
- ୧୩ – କର୍ମବୀର ଗୌରୀଶଙ୍କର ରାୟ (ଜନ୍ମ: ୧୮୩୮)
- ୧୩ – ଭୈରବ ଚନ୍ଦ୍ର ମହାନ୍ତି, ରାଜ ନେତା ଓ କ୍ରୀଡ଼ା ସଂଗଠକ (ଜନ୍ମ: ୧୯୧୩)
- ୧୫ – ପଣ୍ଡିତ ଭୁବନେଶ୍ଵର ମିଶ୍ର, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତକାର (ଜନ୍ମ: ୧୯୨୭)
- ୧୫ – ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସମାଜସେବୀ (ଜନ୍ମ: ୧୯୪୭)
- ୧୬ – ବିଜୟ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୩୬)
- ୧୭ – ଦାଶରଥି ଦାସ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଓ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୬)
- ୨୦ – ଧୀରେନ୍ଦ୍ର ନାଥ ମଲ୍ଲିକ, ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ (ଜନ୍ମ: ୧୯୫୨)
- ୨୦ – ଦେବାଶିଷ ମହାନ୍ତି, ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ଵ କରିଥିବା ପ୍ରଥମ ଓଡ଼ିଆ ଖେଳାଳି (ଜନ୍ମ: ୧୯୭୬)
- ୨୩ – ଭାସ୍କର ଜେନା, ରାଜଧାନୀ ପୁସ୍ତକମେଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୫୨)
- ୨୬ – ମାଳତୀ ଚୌଧୁରୀ, ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୯୦୪)
- ୨୭ – ଦାଶରଥି ଦାସ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୩୬)
- ୨୭ – ସିକନ୍ଦର ଆଲାମ, ପ୍ରଛଦପଟ ଗାୟକ (ଜନ୍ମ: ୧୯୩୯)
- ୨୮ – ନରେନ୍ଦ୍ର କୁମାର ବେହେରା (ନରି), ହାସ୍ୟ ଅଭିନେତା (ଜନ୍ମ: ୧୯୪୩)
- ୩୦ – ପଦ୍ମଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି, ସାହିତ୍ୟିକ ଓ ଶିକ୍ଷାବିତ (ଜନ୍ମ: ୧୮୮୭)
ମୃତ୍ୟୁ
- ୧ – ପଲ୍ଲୀକବି ନନ୍ଦ କିଶୋର ବଳ (ମୃତ୍ୟୁ: ୧୯୨୮)
- ୨ – ତ୍ରିବିକ୍ରମ ପତି, ଗଣିତଜ୍ଞ ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି (ମୃତ୍ୟୁ: ୨୦୦୮)
- ୫ – ନନ୍ଦ କିଶୋର ଦାସ, ଓଡ଼ିଶା ବିଧାନ ସଭାର ପ୍ରଥମ ବାସସ୍ପତି (ମୃତ୍ୟୁ: ୧୯୮୬)
- ୬ – ଗତିକୃଷ୍ଣ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସପ୍ତମ ମୁଖ୍ୟ ବିଚାରପତି (ମୃତ୍ୟୁ: ୨୦୦୯)
- ୧୦ – ଗୋକୁଳାନନ୍ଦ ମହାପାତ୍ର, ବୈଜ୍ଞାନିକ ଓ ବିଜ୍ଞାନ ଲେଖକ (ମୃତ୍ୟୁ: ୨୦୧୩)
- ୧୧ – ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୧୯୮୨)
- ୧୩ – ନରେନ୍ଦ୍ର ନାଥ ମିଶ୍ର, ଓଡ଼ିଆ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ (ମୃତ୍ୟୁ: ୨୦୧୬)
- ୧୬ – ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ଭୂତପୂର୍ବ ରାଜା (ମୃତ୍ୟୁ: ୧୯୬୮)
- ୧୬ – ଦେବ ପ୍ରସାଦ ଦାସ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଶୀ ନୃତ୍ୟଗୁରୁ (ମୃତ୍ୟୁ: ୧୯୮୬)
- ୧୮ – ମନ୍ମଥ ନାଥ ଦାସ, ଐତିହାସିକ ଓ ଶିକ୍ଷାବିତ (ମୃତ୍ୟୁ: ୨୦୦୯)
- ୧୯ – ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ (ମୃତ୍ୟୁ: ୧୯୮୩)
- ୨୨ – ରମାଦେବୀ ଚୌଧୁରୀ, ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୮୫)
- ୨୩ – ଭୈରବ ଚନ୍ଦ୍ର ମହାନ୍ତି, ରାଜ ନେତା ଓ କ୍ରୀଡ଼ା ସଂଗଠକ (ମୃତ୍ୟୁ: ୧୯୮୦)
- ୨୪ – କାଳୀଚରଣ ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର (ମୃତ୍ୟୁ: ୧୯୭୮)
- ୨୬ – ନୀଳମଣି ବିଦ୍ୟାରତ୍ନ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଏବଂ ସମ୍ପାଦକ (ମୃତ୍ୟୁ:୧୯୨୪)
- ୨୬ – ପଣ୍ଡିତ ଗୋଦାବରୀଶ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର (ମୃତ୍ୟୁ: ୧୯୫୬)
- ୨୬ – ବୀର କିଶୋର ରାୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି (ମୃତ୍ୟୁ: ୧୯୫୮)
- ୨୬ – ନିତାଇ ପାଲିତ ଜୟଦେବ ପୁରସ୍କାର ସମ୍ମାନିତ ନିର୍ଦ୍ଦେଶକ, କାହାଣୀକାର ଓ ପ୍ରଯୋଜକ (ମୃତ୍ୟୁ: ୧୯୯୦)
- ୨୬ – ପଦ୍ମଶ୍ରୀ ମଧୁସୂଦନ କାନୁନଗୋ, ବୈଜ୍ଞାନିକ (ମୃତ୍ୟୁ: ୨୦୧୧)
- ୨୭ – ହୃଦାନନ୍ଦ ରାୟ, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୫)
ପର୍ବପର୍ବାଣୀ
- ୦୧: ପର୍ଶୁରାମାଷ୍ଟମୀ
- ୦୩: ବାହୁଡ଼ା ଯାତ୍ରା
- ୦୪: ସୁନାବେଶ, ହରିଶୟନ ଏକାଦଶୀ, ଚତୁର୍ମାସ୍ୟା ଆରମ୍ଭ
- ୦୯: ଗୁରୁ ପୂର୍ଣ୍ଣିମା
- ୧୪: ନାଗ ପଞ୍ଚମୀ
- ୨୩: ଚିତାଲାଗି ଅମାବାସ୍ୟା, ସୂର୍ଯ୍ୟମହତୀ ସ୍ନାନ