ମନ୍ମଥ ନାଥ ଦାସ
ଶିକ୍ଷାବିତ୍ ଓ ଐତିହାସିକ
ମନ୍ମଥ ନାଥ ଦାସ(୫ ଜାନୁଆରୀ ୧୯୨୬- ୧୮ ଜୁଲାଇ ୨୦୦୯)[୧] -୨୦୦୯) ଓଡ଼ିଶାର ଜଣେ ଶିକ୍ଷାବିତ ଓ ଐତିହାସିକ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ (୧୯୮୩-୧୯୮୫)[୨] ତଥା ଓଡ଼ିଶାରୁ ରାଜ୍ୟ ସଭାର ସଦସ୍ୟ (୧୯୯୮-୨୦୦୪) ମଧ୍ୟ ହୋଇଥିଲେ [୩] ।
ମନ୍ମଥ ନାଥ ଦାସ | |
---|---|
ଜନ୍ମ | ୫ ଜାନୁଆରୀ ୧୯୨୬ |
ମୃତ୍ୟୁ | ୧୮ ଜୁଲାଇ ୨୦୦୯ | (ବୟସ ୮୩)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ଜଣାଶୁଣା | ଶିକ୍ଷାବିତ ଓ ଐତିହାସିକ |
ସମ୍ପର୍କୀୟ | ମନୋଜ ଦାସ (ସାନ ଭାଇ) |
ରଚନାବଳୀ ସମ୍ପାଦନ କରନ୍ତୁ
ଉପନ୍ୟାସ ସମ୍ପାଦନ କରନ୍ତୁ
- ହେ ବିଧାତା ହେ ବସୁଧା
- ଅନୁରାଗ
- ଅସ୍ପଷ୍ଟ ଆଖ୍ୟାନ
ଆତ୍ମଚରିତ ସମ୍ପାଦନ କରନ୍ତୁ
- ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ
ଆଧାର ସମ୍ପାଦନ କରନ୍ତୁ
- ↑ ଦାସ, ମନ୍ମଥ ନାଥ (2011). "୧- ଜନ୍ମସ୍ଥାନ". ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ (ଦ୍ୱିତୀୟ ସଂସ୍କରଣ ed.). କଟକ: ବିଦ୍ୟାପୁରୀ. p. ୧.
- ↑ "Eminent Historian Prof. Dr. Manmath Nath Das passes away - See more at: orissadiary.com/CurrentNews.asp?id=13458#sthash.sMGDRi1q.dpuf". ୧୮-୦୭-୨୦୦୯. Retrieved 25 December 2016.
{{cite news}}
: Check date values in:|date=
(help) - ↑ "List of Rajya Sabha members from Odisha". ଉଇକିପିଡ଼ିଆ. Retrieved 11 December 2016.