ନାଗ ପଞ୍ଚମୀ

ହିନ୍ଦୁ ପର୍ବ

ଶ୍ରାବଣ କୃଷ୍ଣ ପଞ୍ଚମୀ, ନାଗ ପଞ୍ଚମୀ ବା ମନସା ପଞ୍ଚମୀ ନାମରେ ଜଣା । ଏହିଦିନ ହିନ୍ଦୁ କୁମାରୀ ଏବଂ ମହିଳାମାନେ ଭଲ ଦୃଷ୍ଟିଶକ୍ତି ପାଇବା ଉଦ୍ଦେଶ୍ୟରେ ନାଗ ନାଗୁଲି ଦେବତାଙ୍କୁ ପୂଜର୍ଚ୍ଚନା କରନ୍ତି । ମାଟିର ହୁଙ୍କା ଆଣି କୋଠିରେ ସ୍ଥାପନ କରି ପୂଜାବିଧି ପାଳନ କରନ୍ତି ।[]

ନାଗ ପଞ୍ଚମୀ
ନାଗ ପଞ୍ଚମୀ ଦିନ ଏକ ନାଗ ପ୍ରତିମା ପୂଜା ହେଉଛି
ଅନ୍ୟ ନାମମନସା ପଞ୍ଚମୀ
ପାଳନକାରୀହିନ୍ଦୁମାନେ
ପ୍ରକାରଧାର୍ମିକ, ଭାରତ ଏବଂ ନେପାଳ
ପର୍ବ ପାଳନନାଗ ପ୍ରତିମା କିମ୍ବା ଛବି ପୂଜା
ତାରିଖଶ୍ରାବଣ କୃଷ୍ଣ ପଞ୍ଚମୀ

କିମ୍ବଦନ୍ତୀ

ସମ୍ପାଦନା
  1. "Nag Panchami: A mix of faith and superstition". Times of India. Archived from the original on 2013-08-14. Retrieved 23 August 2013.
ଗ୍ରନ୍ଥ ସୂଚୀ

ଅଧିକ ପଢ଼ନ୍ତୁ

ସମ୍ପାଦନା

ବାହ୍ୟ ଲିଙ୍କ

ସମ୍ପାଦନା