ନିହାରିକା ସାହୁ
ଓଡ଼ିଆ ଅଭିନେତ୍ରୀ
ନୀହାରିକା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧][୨] ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।
ନୀହାରିକା ସାହୁ | |
---|---|
ସକ୍ରିୟ ବର୍ଷ | ୧୯୭୬-ଏବେଯାଏଁ |
ଜଣାଶୁଣା | ଅଭିନେତ୍ରୀ |
ଜୀବନସାଥୀ | ସ୍ୱରୂପ ନାୟକ |
ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ
ନୀହାରିକା ସାହୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସ୍ୱରୂପ ନାୟକଙ୍କୁ ସେ ବିବାହ କରିଅଛନ୍ତି ।[୩]
ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ
୧୯୭୬ ମସିହାରେ ଗପ ହେଲେବି ସତ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ନୀହାରିକା, ୨୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
- ନାରୀ ନୁହେଁ ତୁ ନାରାୟଣୀ, ୨୦୦୭
- ଯାହାକୁ ରଖିବେ ଅନନ୍ତ, ୧୯୮୮
- ଛ ମାଣ ଆଠ ଗୁଣ୍ଠ, ୧୯୮୬
- ସୁନା ସଂସାର, ୧୯୭୭
- ଗପ ହେଲେବି ସତ, ୧୯୭୬
- ଅଭିମାନ, ୧୯୭୭
ଆଧାର ସମ୍ପାଦନ କରନ୍ତୁ
- ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 24 August 2018. Retrieved 24 August 2018.
- ↑ Indian Films. 1978.
- ↑ "ଫିଲ୍ମ ଆମ ପାଇଁ ଭୋକ ଭଳି". ନିତିଦିନ. Retrieved 5 March 2017.
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ନିହାରିକା ସାହୁ