ଅନୁପମ ଭାରତ

ଭାରତୀୟ ଓଡ଼ିିଆ ପତ୍ରିକା

ଅନୁପମ ଭାରତ ବ୍ରହ୍ମପୁର, ଭୁବନେଶ୍ୱରରାୟଗଡ଼ାରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ୧୯୯୬ ମସିହାରେ ଏହି ଖବରକାଗଜ ସ୍ୱର୍ଗତ କାଳୀଚରଣ ପଣ୍ଡାଙ୍କ[୧]ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଏବଂ ବ୍ରହ୍ମପୁରରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଏହି ଖବରକାଗଜ ୨୦୧୧ ମସିହାରେ ଓଡ଼ିଶା୩୬୦ ସଂସ୍ଥା ସହ ଏକ ବୁଝାମଣା ହସ୍ତାକ୍ଷର କରି ଇନ୍ଟରନେଟରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । [୨]

ଅନୁପମ ଭାରତ
ମାଲିକଅନୁପମ ମିଡିଆ ଲିମିଟେଡ
ପ୍ରତିଷ୍ଠାତାକାଳୀଚରଣ ପଣ୍ଡା
ପ୍ରକାଶକରବୀନ୍ଦ୍ର କୁମାର ପଣ୍ଡା
ସମ୍ପାଦକରବୀନ୍ଦ୍ର କୁମାର ପଣ୍ଡା
ପ୍ରତିଷ୍ଠିତ୧୯୯୬
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
Sister newspapersସଚିତ୍ର ବିଜୟା, ସ୍ୱାସ୍ଥ୍ୟଶ୍ରୀ
ୱେବସାଇଟOfficial website

ଶରତ ମିଶ୍ର ଥିଲେ ଏହି ପତ୍ରିକାର ପ୍ରଥମ ସମ୍ପାଦକ ।[୩][୪]

ଆଧାର ସମ୍ପାଦନା

  1. http://books.google.co.in/books?id=gFn8wSDfSxEC&pg=PA6&dq=anupama+bharat&hl=en&sa=X&ei=nPUMUJ2ZO4nRrQfBwJTICA&ved=0CDUQ6AEwAA#v=onepage&q=anupama%20bharat&f=false
  2. "ଆର୍କାଇଭ୍ କପି". Archived from the original on 2012-05-11. Retrieved 2012-07-23. {{cite web}}: Cite has empty unknown parameter: |1= (help)
  3. News7, Prameya (2 November 2023). "Sharat Mishra passes away today- prameyanews7". Prameya News7. Retrieved 4 November 2023.{{cite web}}: CS1 maint: numeric names: authors list (link)
  4. The Sakala DPM (2 November 2023). "ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର". The Sakala. Retrieved 4 November 2023.

ବାହାର ଲିଙ୍କ ସମ୍ପାଦନା