ରଚନା ବାନାର୍ଜୀ
ଭାରତୀୟ ଅଭିନେତ୍ରୀ
ରଚନା ବାନାର୍ଜୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରୁଛନ୍ତି ।
ରଚନା ବାନାର୍ଜୀ | |
---|---|
ଜନ୍ମ | ୨ ଅକ୍ଟୋବର ୧୯୭୮ |
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୪-ଏବେଯାଏଁ |
ଜଣାଶୁଣା | ଓଡ଼ିଆ ସିନେମା, ଅଭିନେତ୍ରୀ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା
ରଚନା ବାନାର୍ଜୀ ପଶ୍ଚିମବଙ୍ଗର କଲିକତାଠାରେ ୨ ଅକ୍ଟୋବର ୧୯୭୮ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
ସିନେମା ଜୀବନ ସମ୍ପାଦନା
୧୯୯୪ ମସିହାରେ ସେ ସାଗର ଗଙ୍ଗା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା[୧] ରଚନା, ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।
ଅଭିନୀତ କଥାଚିତ୍ର ସମ୍ପାଦନା
ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନା
ବଙ୍ଗଳା କଥାଚିତ୍ର ସମ୍ପାଦନା
ହିନ୍ଦୀ କଥାଚିତ୍ର ସମ୍ପାଦନା
ପୁରସ୍କାର ସମ୍ପାଦନା
ଆଧାର ସମ୍ପାଦନା
- ↑ "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
- ↑ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
ବାହାର ଆଧାର ସମ୍ପାଦନା
- ଇଣ୍ଟରନେଟ ମୁଭି ଡାଟାବେସରେ ରଚନା ବାନାର୍ଜୀ