ମହମ୍ମଦ ମହସୀନ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ଓ ନିର୍ଦ୍ଦେଶକ ।[୨] ମୁମ୍ବାଇରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ମହମ୍ମଦ ମହସୀନ ଓଡ଼ିଶାକୁ ଫେରି ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ଶେଷ ଶ୍ରାବଣ, ବଳିଦାନ, ମା ଓ ମମତା, ପୂଜାହିସାବ ନିକାଶ ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ । ବାରିପଦାର ପ୍ରଯୋଜକ ବଟକୃଷ୍ଣ ନାୟକ ୧୯୮୨ ମସିହାରେ ଫୁଲ ଚନ୍ଦନ କଥାଚିତ୍ରରେ ମହମ୍ମଦ ମହସୀନଙ୍କୁ ପ୍ରଥମେ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ଦେଇଥିଲେ ।

ମହମ୍ମଦ ମହସୀନ
ନାଗରିକତାଭାରତୀୟ
ବୃତ୍ତିଅଭିନେତା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ପ୍ରଯୋଜକ, କାହାଣୀକାର
ସନ୍ତାନଅବ୍ରାର[୧]

କଥାଚିତ୍ର ଜୀବନ ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
ଲକ୍ଷ୍ମୀ ପ୍ରତିମା ୨୦୦୭ ନିର୍ଦ୍ଦେଶକ
ଧର୍ମ ସହିଲେ ହେଲା ୨୦୦୨ ନିର୍ଦ୍ଦେଶକ
ବିଧିର ବିଧାନ ୧୯୮୯ ଅଭିନେତା
ମମତାର ଡୋରି ୧୯୮୯ ଅଭିନେତା
ଏଇ ତ ଦୁନିଆଁ ୧୯୮୭ ଅଭିନେତା
ଜଗା ହାତରେ ପଘା ୧୯୮୫ ପ୍ରଯୋଜକ
ସହରୀ ବାଘ ୧୯୮୫ ଅଭିନେତା
ଜନନୀ ୧୯୮୪ ଅଭିନେତା
ଫୁଲ ଚନ୍ଦନ ୧୯୮୨ ନିର୍ଦ୍ଦେଶକ
ହିସାବ ନିକାଶ ୧୯୮୨ ଅଭିନେତା
ମା ଓ ମମତା ୧୯୮୦ ଅଭିନେତା
ନୟା ୧୯୭୯ ଅଭିନେତା
ବଳିଦାନ ୧୯୭୮ ଅଭିନେତା
ନାଗଫାଶ ୧୯୭୭ ଅଭିନେତା
ଶେଷ ଶ୍ରାବଣ ୧୯୭୬ ଅଭିନେତା

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "BBC World News selects picture of Odia based in Dubai". Bhubaneswar Buzz. Retrieved 26 August 2016.
  2. "ଏହି ସିନେମାରେ ଓଲିଉଡ୍‌ର ନାମୀ ନିର୍ଦ୍ଦେଶକ ସାଜିଥିଲେ ଶିକ୍ଷକ". sambad.in. 5 September 2017. Retrieved 8 September 2017.
  3. cinemasagar.com: Orissa State Film Award Winners

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ