ବ୍ଲାକ୍‌ମେଲ୍

୨୦୧୮ର ଓଡ଼ିଆ କଥାଚିତ୍ର

ବ୍ଲାକ୍‌ମେଲ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨][୩][୪] ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ପ୍ରଯୋଜନା ସଂସ୍ଥା ମା ସିଂହବାହିନୀ ମୁଭିଜ୍ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ।[୫] ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୬] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଆଦିକନ୍ଦ ସାହୁ ।[୭] ଅମିତ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୮] ଅମିତ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ପୂର୍ବରୁ କାମ କରୁଥିଲେ ।[୯] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୦]

ବ୍ଲାକ୍‌ମେଲ୍
ନିର୍ଦ୍ଦେଶକଅମିତ ନାୟକ
ପ୍ରଯୋଜକଆଦିକନ୍ଦ ସାହୁ
ସଂଳାପବାପୁ ଗୋସ୍ୱାମୀ
କାହାଣୀଆଦିକନ୍ଦ ସାହୁ
କଳାକାରଅର୍ଦ୍ଧେନ୍ଦୁ ସାହୁ
ଆହାନା
ତମନ୍ନା ବ୍ୟାସ
ସିଦ୍ଧାନ୍ତ ମହାପାତ୍ର
ମନୋଜ ମିଶ୍ର
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୩୧ ଅଗଷ୍ଟ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ ।[୮][୧୧] ଚଳଚ୍ଚିତ୍ରଟିରେ ଆହାନା ଏବଂ ତମନ୍ନା ଉଭୟ ନାୟିକା ଭାବରେ ଅଭିନୟ କରିଥିଲେ ।[୯] ଅର୍ଦ୍ଧେନ୍ଦୁ ଟପୋରି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଆହାନା ଭୈରବ ଚଳଚ୍ଚିତ୍ର ଜରିଆରେ[୬] ଏବଂ ତମନ୍ନା ଭାଇନା, କ'ଣ କଲା ସେ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଜ୍ଞାନ, ନଳିନୀ, ବେବି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୬]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୯][୬] ଗୀତିକାର ବସନ୍ତରାଜ ସାମଲସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୫] ଏହି କଥାଚିତ୍ରରେ ଥିବା ଏକ ହୋଲି ଗୀତକୁ ଗାଇଥିଲେ ଉଦିତ ନାରାୟଣ ଏବଂ ଦୀପ୍ତିରେଖା ପାଢ଼ୀ[୧୯][୧୦] ଅନ୍ୟ କଣ୍ଠଶିଳ୍ପୀମାନଙ୍କ ମଧ୍ୟରେ ଆଶୁତୋଷ, ହ୍ୟୁମାନ ସାଗର, କୌଶିକ ଶିବାଶିଷ, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଦାନ କରିଥିଲେ ।[୫]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ହାଏ ତୋ ପ୍ରେମର ରଙ୍ଗୋଲି…"ଉଦିତ ନାରାୟଣ, ଦୀପ୍ତିରେଖା ପାଢ଼ୀ 

ଆଧାର ସମ୍ପାଦନା

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  3. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  4. "ପ୍ରେକ୍ଷାଳୟରେ ବ୍ଲାକମେଲ୍". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  5. ୫.୦ ୫.୧ ୫.୨ "ଆସୁଛି ବ୍ଲାକମେଲ୍". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.{{cite news}}: CS1 maint: unrecognized language (link)
  6. ୬.୦ ୬.୧ ୬.୨ ୬.୩ "ଆହାନାଙ୍କ ଆଶା". ସମାଜ. 5 November 2017. Retrieved 5 November 2017.[permanent dead link]
  7. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  8. ୮.୦ ୮.୧ "ଆହାନା ଏବଂ ତମନ୍ନାଙ୍କ ସହ ଅଭିନୟ କରି ଭଲ ଲାଗିଲା, ସେମାନେ ଖୁବ୍‌ କୋପରେଟିଭ୍‌ : ଅର୍ଦ୍ଧେନ୍ଦୁ". sambad.in. 5 March 2018. Retrieved 8 April 2018.
  9. ୯.୦ ୯.୧ ୯.୨ "'ବ୍ଲାକ୍ ମେଲ୍‌ର ନାୟିକା'". ସମାଜ. 12 November 2017. Retrieved 12 November 2017.[permanent dead link]
  10. ୧୦.୦ ୧୦.୧ "ଆସୁଛନ୍ତି ଅର୍ଦ୍ଧେନ୍ଦୁ". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.
  11. "ଅର୍ଦ୍ଧେନ୍ଦୁଙ୍କ ଆତ୍ମ‌ବିଶ୍ୱାସ". ସମାଜ. 11 March 2018. Retrieved 12 March 2018.[permanent dead link]
  12. "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021. {{cite news}}: |archive-date= / |archive-url= timestamp mismatch; 1 ଅକ୍ଟୋବର 2020 suggested (help)
  13. "ଅଭିନେତ୍ରୀ ଆହାନାଙ୍କ ହାତ ଧରିଲେ ରାକେଶ,ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ବିବାହ ଫଟୋ". Prameya. ଭୁବନେଶ୍ୱର. 14 March 2021. Archived from the original on 14 March 2021. Retrieved 17 December 2021.
  14. "ଜାଣନ୍ତୁ , କାହିଁକି ସିଦ୍ଧାନ୍ତଙ୍କୁ ଡରୁଥିଲେ ଏହି ନାୟିକା". sambad.in. ଭୁବନେଶ୍ୱର. 27 May 2018. Archived from the original on 17 December 2021. Retrieved 6 June 2018.
  15. "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018. {{cite news}}: |first1= missing |last1= (help)
  16. "ତମ୍ନାଙ୍କ ଖୁସି". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.{{cite news}}: CS1 maint: unrecognized language (link)
  17. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
  18. "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
  19. "ଉଦିତ୍‌ ନାରୟଣ-ପ୍ରେମ୍‌ ଆନନ୍ଦ ଯୋଡି ଫେରିଲା; 'ବ୍ଲାକମେଲ୍‌'ରେ ଗାଇଲେ ଉଦିତ୍‌". sambad.in. 9 February 2018. Retrieved 17 February 2018.

ବାହାର ଆଧାର ସମ୍ପାଦନା