ପ୍ରେମ ଆନନ୍ଦ

ଗାୟକ ଓ ସଙ୍ଗୀତଜ୍ଞ

ପ୍ରେମ ଆନନ୍ଦ ଜଣେ ଓଡ଼ିଆ ହାରମୋନିଅମ ବାଦକ, ଗାୟକ ଓ ସଙ୍ଗୀତଜ୍ଞ ।[୨] ସେ ୨୦୦୪ ମସିହାରେ ପ୍ରଥମେ ତୁ ଏକା ଆମ ସାହା ଭରସା କଥାଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଥିବା କେତେକ ପ୍ରମୁଖ ଓଡ଼ିଆ ସିନେମା ହେଲା ଆଖି ସାଥେ ଆଖି ଯେବେ ମିଶି ଯାଏ ରେ, ତୁ ଥିଲେ ସାଥିରେ, କୁକୁଡ଼ୁ କୁକୁଡ଼ୁ କୁଁ, ଚାନ୍ଦ ନା ତୁମେ ତାରା, ପ୍ରେମ କେବେ ମରେନା, କ୍ରୀଷ୍ଣା, ଲଭ୍ ଡଟ୍ କମ୍, ଅଭିମନ୍ୟୁମିଃ. ବ୍ୟାଚେଲର୍ । ସେ ଏକ ହିନ୍ଦୀ ଚଳଚ୍ଚିତ୍ର ଦେଖ ଭାଇ ଦେଖରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୩] ମରାଠୀ କଥାଚିତ୍ର ସର୍ଟ କଟ‌୍‌ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମାନନ୍ଦ ।[୪]

ପ୍ରେମ ଆନନ୍ଦ
ଭୁବନେଶ୍ୱରରେ ପ୍ରେମ ଆନନ୍ଦ ।
ଭୁବନେଶ୍ୱରରେ ପ୍ରେମ ଆନନ୍ଦ ।
Born (1975-01-23) ୨୩ ଜାନୁଆରୀ ୧୯୭୫ (ବୟସ ୪୯)[୧]
Nationalityଭାରତୀୟ
Educationସ୍ନାତକୋତ୍ତର (ସଂଗୀତ, ଇତିହାସ)
Known forଓଡ଼ିଆ ସଙ୍ଗୀତକାର ଓ ଗାୟକ
Parent(s)ନୃସିଂହ ଚରଣ ସାମଲ
ମାଳତୀ ଦେବୀ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ସାନଗାଁରେ ଜନ୍ମନେଇଥିଲେ ।

ଗାୟନ ସମ୍ପାଦନା

ସେ ଭିକାରୀ ବଳଙ୍କ ସହ ହାରମୋନିଅମ ବଜାଉଥିଲେ । ସେ ଯାତ୍ରାରେ ମଧ୍ୟ ସଙ୍ଗୀତ ପରିବେଷଣ କରୁଥିଲେ ।[୩]

ପୁରସ୍କାର ଓ ସମ୍ବର୍ଦ୍ଧନା ସମ୍ପାଦନା

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
  • ଓଡ଼ିଶା ଏକ୍ସଲେନ୍ସ ଆୱାର୍ଡ
  • ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ
  • ରେଡିଓ ଚକୋଲେଟ ଆୱାର୍ଡ
  • ତରଙ୍ଗ ସିନେ ଆୱାର୍ଡ
  • ଜି-ସାର୍ଥକ ଆୱାର୍ଡ

ପୁରସ୍କାର ଆଧାର : [୫]

ଆଧାର ସମ୍ପାଦନା

  1. "ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ସଂପର୍କରେ ଏ କଥା ଜାଣନ୍ତି କି !". sambad.in. 23 January 2018. Retrieved 1 February 2018.
  2. "'ବିଜୁ ବାବୁ'ରେ ପ୍ରେମ୍‌ ଆନନ୍ଦଙ୍କ 'ଶିଙ୍ଗ ବାଜା' ଏକ୍ସପେରିମେଣ୍ଟ". Sambad (in ଆମେରିକୀୟ ଇଂରାଜୀ). 2019-02-21. Retrieved 2019-02-21.
  3. ୩.୦ ୩.୧ "Journey from low to high notes". ଟେଲିଗ୍ରାଫ. 28 January 2012. Retrieved 27 May 2017.
  4. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  5. http://www.samajalive.in/odia-novie-music-directpor-prem-anand/42666.html

ଅଧିକ ତଥ୍ୟ ସମ୍ପାଦନା