ପୁଅ ମୋର କଳା ଠାକୁର
୧୯୮୮ର ଓଡ଼ିଆ କଥାଚିତ୍ର
ପୁଅ ମୋର କଳା ଠାକୁର, ୧୯୮୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୈଳବାଳା ଲେଙ୍କା ଓ ଅମୀୟ ରଞ୍ଜନ ପଟ୍ଟନାୟକ ।[୪][୫] ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬]
ପୁଅ ମୋର କଳା ଠାକୁର | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ଶୈଳବାଳା ଲେଙ୍କା ଅମୀୟ ରଞ୍ଜନ ପଟ୍ଟନାୟକ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ରାଜୁ ମିଶ୍ର |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି ହର ପଟ୍ଟନାୟକ ରୁନୁ ପରିଜା ଦେବୁ ବୋଷ ଅନୀତା ଦାସ ଦୁଃଖିରାମ ସ୍ୱାଇଁ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ଦେବେନ ମିଶ୍ର[୧][୨] |
ମୁକ୍ତିଲାଭ ତାରିଖ | ୧୯୮୮ |
ଦେଶ | ![]() |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି ତନ୍ଦ୍ରା ରାୟ ହର ପଟ୍ଟନାୟକ ରୁନୁ ପରିଜା ଦେବୁ ବୋଷ ଅନୀତା ଦାସ ଦୁଃଖିରାମ ସ୍ୱାଇଁ ଇଷା ବେବେର୍ତ୍ତ କୋଇଲି ପ୍ରେମାଞ୍ଜନ ପରିଡ଼ା ବିରେନ ରାଉତରାୟ ଜୟୀରାମ ସାମଲ ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ହର ପଟ୍ଟନାୟକ
- ରୁନୁ ପରିଜା
- ଦେବୁ ବୋଷ[୭]
- ଅନିତା ଦାସ[୮]
- ଦୁଃଖିରାମ ସ୍ୱାଇଁ
- ଇଷା ବେବେର୍ତ୍ତ
- କୋଇଲି
- ପ୍ରେମାଞ୍ଜନ ପରିଡ଼ା
- ବିରେନ ରାଉତରାୟ
- ଜୟୀରାମ ସାମଲ
- ବ୍ରଜ ସିଂହ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, କବିତା କ୍ରିଷ୍ଣମୂର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାରସମ୍ପାଦନ କରନ୍ତୁ
- ↑ "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
- ↑ "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ". OTV Khabar. 20 October 2018. Archived from the original on 9 September 2020. Retrieved 9 September 2020.
- ↑ "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 4 September 2018. Retrieved 4 September 2018.
- ↑ "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 14 January 2019. Retrieved 14 January 2019.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ପୁଅ ମୋର କଳା ଠାକୁର