ଦୀପକ କୁମାର
ଦୀପକ କୁମାର, ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ।[୧] ସେ ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଯାତ୍ର ଆରମ୍ଭ କରିଥିଲେ । ସେ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୨] ଏହାପରେ ସେ ଧର୍ମ ନିକିତ, ବିଧାତା, ମହାସଂଗ୍ରାମ, ହିରୋ, କ୍ରିମିନାଲ, ଧର୍ମ ଆଦି ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଥିଲେ ।
ଦୀପକ କୁମାର | |
---|---|
ଜନ୍ମ | ଦୀପକ କୁମାର |
ବୃତ୍ତି | (ଓଡ଼ିଆ) ସଙ୍ଗୀତ ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୯୯-ଏବେଯାଏଁ |
ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ
ସଙ୍ଗୀତ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ
ଦୀପକ କୁମାର ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଯାତ୍ର ଆରମ୍ଭ କରିଥିଲେ । ସେ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ସମସ୍ତ ଗୀତର ସ୍ୱର ସଂଯୋଜନା କରିଥିଲେ । ସେହି ବର୍ଷ ସେ ଧର୍ମ ନିକିତି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ।
ଏହାପରେ ୨୦୦୩ରେ ବିଧାତା, ୨୦୦୬ରେ ମହାସଂଗ୍ରାମ, ୨୦୦୧୧ରେ ହିରୋ, କ୍ରିମିନାଲ, ୨୦୧୩ରେ ଧର୍ମ ଆଦି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ।
୨୦୧୮ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ଯୋଗୀର ସମୁଦାୟ ୬ଟି ଗୀତର ସ୍ୱର ସଂଯୋଜନା କରିଛନ୍ତି ଦୀପକ କୁମାର ।[୨]
ଚଳଚ୍ଚିତ୍ର ସମ୍ପାଦନ କରନ୍ତୁ
- ୧୯୯୯: ତୋ ଆଖି ମୋ ଆଇନା
- ୧୯୯୯: ଧର୍ମ ନିକିତି
- ୨୦୦୩: ବିଧାତା
- ୨୦୦୬: ମହାସଂଗ୍ରାମ
- ୨୦୧୧: ହିରୋ
- ୨୦୧୧: କ୍ରିମିନାଲ୍
- ୨୦୧୩: ଧର୍ମ
- ୨୦୧୮: ଯୋଗୀ
ଆଧାର ସମ୍ପାଦନ କରନ୍ତୁ
- ↑ "ବଙ୍ଗଳା ଚିତ୍ରରେ ଦୀପକ". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "ଦୀପକଙ୍କ ଦମ୍". ସମାଜ. 18 March 2018. Retrieved 18 March 2018.
ବାହାର ଆଧାର ସମ୍ପାଦନ କରନ୍ତୁ
ଇଣ୍ଟରନେଟ ମୁଭି ଡାଟାବେସରେ ଦୀପକ କୁମାର