ଦୀପା ସାହୁ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଦୀପା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ରରେ ଅଭିନୟ କରୁଥିଲେ । ଦୀପା ୧୯୭୭ ମସିହାରେ ସୁନା ସଂସାର ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ତୋ ଆଖି ମୋ ଆଇନା ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।

ଦୀପା ସାହୁ
ଜନ୍ମ
ଦୀପା ସାହୁ

ବୃତ୍ତିଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୭-୧୯୯୯
ସନ୍ତାନବର୍ଷା ପ୍ରିୟଦର୍ଶିନୀ[୧]

ପରିବାର ସମ୍ପାଦନ କରନ୍ତୁ

ଦୀପା ସାହୁ ଓଡ଼ିଆ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାତା ।[୨]

କଥାଚିତ୍ର ଜୀବନ ସମ୍ପାଦନ କରନ୍ତୁ

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

ବର୍ଷ କଥାଚିତ୍ର ଭୂମିକା ନିର୍ଦ୍ଦେଶକ
୧୯୭୭ ସୁନା ସଂସାର ଶିଶିର ମିଶ୍ର
ମୁକ୍ତି ବ୍ୟୋମକେଶ ତ୍ରିପାଠୀ
୧୯୭୯ ମଥୁରା ବିଜୟ ଏ ସଞ୍ଜିବୀ
ଶ୍ରୀକୃଷ୍ଣ ରାସଳୀଳା ସୋନା ମୁଖାର୍ଜୀ
୧୯୮୦ ଜୟ ମା ମଙ୍ଗଳା ଅକ୍ଷୟ ମହାନ୍ତି (କାଶ୍ୟପ)
ତପସ୍ୟା ନଗେନ ରାୟ
ରାମ ବଳରାମ ଏ. ସଞ୍ଜୀବ
୧୯୮୧ ଅକ୍ଷି ତୃତୀୟା ବାବୁଲାଲ ଦୋଶୀ

ସୁଶିଲ ମୂଖାର୍ଜୀ

ହୀରା ମୋତି ମାଣିକ ଅଭିଯାତ୍ରୀକ
୧୯୮୨ ଫୁଲ ଚନ୍ଦନ ମହମ୍ମଦ ମହସୀନ
ହିସାବ ନିକାଶ ପ୍ରଶାନ୍ତ ନନ୍ଦ
୧୯୮୩ ଅଭିଳାଷ ସାଧୁ ମେହେର
୧୯୯୨ ମା ସାବିତ୍ରୀ ପ୍ରଶାନ୍ତ ନନ୍ଦ
୧୯୯୯ ତୋ ଆଖି ମୋ ଆଇନା ଇନ୍ଦ୍ରଜିତର ପତ୍ନୀ ସଂଗ୍ରାମ ବିଶ୍ୱାଳ

ଆଧାର ସମ୍ପାଦନ କରନ୍ତୁ

ବାହାର ଆଧାର ସମ୍ପାଦନ କରନ୍ତୁ