ତୋ ଆଖି ମୋ ଆଇନା

୧୯୯୯ର ଓଡ଼ିଆ କଥାଚିତ୍ର

ତୋ ଆଖି ମୋ ଆଇନା, ୧୯୯୯ ମସିହାରେ ମୁକ୍ତିଲାଭ କରଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୁଣ ସାହୁ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ତୋ ଆଖି ମୋ ଆଇନା
ନିର୍ଦ୍ଦେଶକସଂଗ୍ରାମ ବିଶ୍ୱାଳ
ପ୍ରଯୋଜକଅରୁଣ ସାହୁ
ଚିତ୍ରନାଟ୍ୟସଂଗ୍ରାମ ବିଶ୍ୱାଳ
କାହାଣୀସଂଗ୍ରାମ ବିଶ୍ୱାଳ
କଳାକାରସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମାମା ମିଶ୍ର, ବିଜୟ ମହାନ୍ତି
ସଙ୍ଗୀତଦୀପକ କୁମାର
ଚିତ୍ରଗ୍ରହଣରଞ୍ଜନ
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର ଜ୍ୟୋତି ମିଶ୍ର ମାମା ମିଶ୍ର ବିଜୟ ମହାନ୍ତି ପିଣ୍ଟୁ ନନ୍ଦ ସରୋଜ ଦାସ ହରିହର ମହାପାତ୍ର କୈଳାଶ ମହାରଣା ଉତ୍ତମ ମହାନ୍ତି ଆଦିକାନ୍ତ ରାଉତ ଦୀପା ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

Amar and Radha are childhood friends and love each other very much. Amar's father Indrajit does not approve their relationship; hence, Amar gets married to Sonali and Radha loses her mental status. Soon Sonali comes to know that she is suffering from cancer. Then she decides to unite Amar and Radha before her death.

ସମ୍ପାଦନା

ଗୀତ ଏବଂ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାରଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ସୁନିଧୀ ଚୌହାନ, ପାମେଲା ଜୈନ, ସୋନୁ ନିଗମ, ଶିବା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
  1. "ଓଲିଉଡ଼୍‍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 13 September 2018. Retrieved 10 September 2018.{{cite news}}: CS1 maint: unrecognized language (link)
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
  3. "ସଂଗ୍ରାମଙ୍କ ସିନେମାରେ ନାହାନ୍ତି ବର୍ଷା". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
  4. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.

ବାହାର ଆଧାର

ସମ୍ପାଦନା