ଅକ୍ଷି ତୃତୀୟା

୧୯୮୧ର କଥାଚିତ୍ର

ଅକ୍ଷି ତୃତୀୟା ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । କାର୍ତ୍ତିକ ଚନ୍ଦ୍ର ରଥ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବାବୁଲାଲ ଦୋଶୀସୁଶିଲ ମୂଖାର୍ଜୀଙ୍କ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ଏହି ଚଳଚ୍ଚିତ୍ରଟି ଛାୟାବାଣୀ ପ୍ରତିଷ୍ଠାନଦ୍ୱାରା ନିର୍ମାଣ କରାଯାଇଥିଲା ।[୪][୫] ସଙ୍ଗୀତକାର ରାଖାଲ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅକ୍ଷିତୃତୀୟା
ନିର୍ଦ୍ଦେଶକବାବୁଲାଲ ଦୋଶୀ, ସୁଶିଲ ମୂଖାର୍ଜୀ
ପ୍ରଯୋଜକବାବୁଲାଲ ଦୋଶୀ[୧]
ଚିତ୍ରନାଟ୍ୟକାର୍ତ୍ତିକ ଚନ୍ଦ୍ର ରଥ
କଳାକାରଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ରାଧା ପଣ୍ଡା, ଦୀପା ସାହୁ
ସଙ୍ଗୀତରାଖାଲ ମହାନ୍ତି
ମୁକ୍ତିଲାଭ ତାରିଖ
୨୩ ଜାନୁଆରୀ ୧୯୮୧[୨]
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୧ଲକ୍ଷ ୧୦ହଜାର

ଶରତ ପୂଜାରୀ, ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ନିରଞ୍ଜନ, ରାଧା ପଣ୍ଡା, ପ୍ରଶାନ୍ତି, ଦୀପା ସାହୁ, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]

ଅଭିନୟ ସମ୍ପାଦନା

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଖାଲ ମହାନ୍ତିଶିବବ୍ରତ ଦାସ, ବୈକୁଣ୍ଠନାଥ ମହାନ୍ତି, ନିଜାମ, କାର୍ତ୍ତିକ ଚନ୍ଦ୍ର ରଥ, ନନ୍ଦ କିଶୋର ସିଂହ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ରୀକାନ୍ତ ଦାସ, ସୁବାସ ଦାସ, ନିଳୀମା ମିଶ୍ର, ଗୀତା ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର ସମ୍ପାଦନା

  1. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 17–. ISBN 978-1-135-94325-7.
  2. "ଅକ୍ଷି ତୃତୀୟା". ନଜର୍ (ନିତିଦିନ). Retrieved 27 February 2017.[permanent dead link]
  3. "ଅତୀତରୁ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
  4. Kala Vikash Kendra, Cuttack (1988). Journal.
  5. Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
  6. "ଅତୀତରୁ". ଧରିତ୍ରୀ. 23 June 2022. p. ୧୩. Archived from the original on 23 June 2022. Retrieved 23 June 2022.
  7. http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87
  8. "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.

ବାହାର ଆଧାର ସମ୍ପାଦନା