ରାମ ବଳରାମ
୧୯୮୦ ମସିହାର ଓଡ଼ିଆ କଥାଚିତ୍ର
ରାମ ବଳରାମ, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ନସାର ରାଜୁ । ଗୋବିନ୍ଦ ସେନାପତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏ. ସଞ୍ଜୀବ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ରାମ ବଳରାମ | |
---|---|
ନିର୍ଦ୍ଦେଶକ | ଏ. ସଞ୍ଜୀବ |
ପ୍ରଯୋଜକ | ପୂର୍ଣ୍ଣଚନ୍ଦ୍ର ରାଓ ଅତୁଲୁରୀ |
ସଂଳାପ | ଗୋବିନ୍ଦ ସେନାପତି |
ଚିତ୍ରନାଟ୍ୟ | ଏ. ସଞ୍ଜୀବ |
କାହାଣୀ | ନସାର ରାଜୁ |
କଳାକାର | ଉତ୍ତମ ମହାନ୍ତି ଅନିତା ଦାସ ଦୀପା ସାହୁ ବିରେନ ରାଉତରାୟ ରାଧା ପଣ୍ଡା ଗ୍ଲୋରିଆ ମହାନ୍ତି ମାମିନା |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ଟି. ଏଚ୍. ରାମା ରାଓ |
ସମ୍ପାଦକ | ଏ. ସଞ୍ଜୀବ |
ମୁକ୍ତିଲାଭ ତାରିଖ | ୧୯ ସେପ୍ଟେମ୍ବର ୧୯୮୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଉତ୍ତମ ମହାନ୍ତି, ଅନିତା ଦାସ, ଦୀପା ସାହୁ, ବିରେନ ରାଉତରାୟ, ରାଧା ପଣ୍ଡା, ଗ୍ଲୋରିଆ ମହାନ୍ତି, ମାମିନା, ସୁଜାତା, ରୁକ୍ମଣୀ, ଅନଙ୍ଗ ଦ୍ୱିବେଦୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଏସ୍. ଜାନକୀ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରାମ ବଳରାମ