ଜୟ ମା ମଙ୍ଗଳା

୧୯୮୦ର ଓଡ଼ିଆ କଥାଚିତ୍ର

ଜୟ ମା' ମଙ୍ଗଳା, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହ କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜଟାଧାରୀ ମିଶ୍ର । ରବିନ୍ଦ୍ର ଦାସ ଏହି କଥାଚିତ୍ରଟିର କାହାନୀ ରଚନା କରିଥିଲେ । ଅକ୍ଷୟ ମହାନ୍ତି (କାଶ୍ୟପ) ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଜୟ ମା' ମଙ୍ଗଳା
ନିର୍ଦ୍ଦେଶକଅକ୍ଷୟ ମହାନ୍ତି (କାଶ୍ୟପ)
ପ୍ରଯୋଜକଜଟାଧାରୀ ମିଶ୍ର
ସଂଳାପଅକ୍ଷୟ ମହାନ୍ତି (କାଶ୍ୟପ)
ଚିତ୍ରନାଟ୍ୟରବିନ୍ଦ୍ର ଦାସ
କଳାକାରସାମୁଏଲ ସାହୁ
ମହାଶ୍ୱେତା ରାୟ
ଦୀପା ସାହୁ
ଚକ୍ରପାଣି
ବାବୁ ସିଂହ
ରୋଜା ରମଣୀ
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣବି. ଡି. ମାଥୁର
ସମ୍ପାଦକଅଜୟ କୁମାର
ମୁକ୍ତିଲାଭ ତାରିଖ
୧୦ ଜୁଲାଇ ୧୯୮୦
ଦେଶ ଭାରତ
ଭାଷାଓଡ଼ିଆ

ସାମୁଏଲ ସାହୁ, ମହାଶ୍ୱେତା ରାୟ, ଦୀପା ସାହୁ, ଚକ୍ରପାଣି, ବାବୁ ସିଂହ, ରୋଜାରମଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥନାରାୟଣ ପ୍ରସାଦ ସିଂହ, ସରୋଦ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଭୂବନେଶ୍ୱରୀ ମିଶ୍ର, ବାଣୀ ଜୟରାମ, ଚକ୍ରପାଣି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର ସମ୍ପାଦନା