ବ୍ୟୋମକେଶ ତ୍ରିପାଠୀ

ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ

ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର[୨], ଅଭିନେତା[୩] ଓ ନିର୍ଦ୍ଦେଶକ ଥିଲେ । ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତୀତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪]

ବ୍ୟୋମକେଶ ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ୧୯ ଜାନୁଆରୀ ୧୯୨୯(1929-01-19)[୧]
ମୃତ୍ୟୁ୧୦ ମଇ ୧୯୯୭(1997-05-10) (ବୟସ ୬୮)
ମୃତ୍ୟୁର କାରଣହୃଦଘାତ
ଶିକ୍ଷାସ୍ନାତକ (ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ
ବାପା ବୋଉଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ
ପୁରସ୍କାରଜୟଦେବ ପୁରସ୍କାର, ୧୯୯୩

ରଚିତ ନାଟକସମ୍ପାଦନ କରନ୍ତୁ

ସେ ୧୩ଟି ମୌଳିକ ରଚନା ସହ ୩ଟି ନାଟକର ଅନୁବାଦ କରିଥିଲେ ।[୫]

  • ଏକ-ଦୁଇ-ତିନ
  • ରାଜମୁକୁଟ
  • କଂସାକବାଟ
  • ସିଂହଦ୍ୱାର
  • ଜାଗରଣ
  • ତୋଳାକନିଆ
  • ଅଖଣ୍ଡଜ୍ୟୋତି
  • ସୁନାଫରୁଆ
  • ମାଟିର ସ୍ୱର୍ଗ
  • ହେମହରିଣୀ
  • ଗୋପନ କଥା
  • ସତୀ ପରୀକ୍ଷା
  • ଶ୍ରୀକୃଷ୍ଣଲୀଳା
  • ରାଜା ଅଡିପସ (ଅନୁବାଦ ନାଟକ)
  • ଆଣ୍ଟିଗୋନି (ଅନୁବାଦ ନାଟକ)
  • ମୁଦ୍ରା ରାକ୍ଷସ (ଅନୁବାଦ ନାଟକ)

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
  2. Contemporary Indian Literature. S.L. Shastry. 1972.
  3. Natya: Theatre Arts Journal. Bharatiya Natya Sangh. 1966.
  4. http://www.financialexpress.com/old/ie/daily/19970511/13150573.html
  5. "Legendry Byomakesh Tripathy's sixteen plays in five volumes released". India Whispers. Retrieved 11 August 2020.
  6. http://orissa.gov.in/e-magazine/orissaannualreference/ORA-2011/pdf/114.pdf

ଅଧିକ ତଥ୍ୟସମ୍ପାଦନ କରନ୍ତୁ