ସ୍ମୃତିଛାୟା ଶବ୍ଦଟି ଓଡ଼ିଶାର କଳାପ୍ରେମୀ ମାନଙ୍କ ମଧ୍ୟରେ ହୃଦୟର ସ୍ପନ୍ଦନ ଜଗାଏ। ଫିଲ୍ମ ଜର୍ଣ୍ଣାଲିଷ୍ଟ୍‌ସ ଫୋରମ୍‌ର ସ୍ମୃତିଛାୟା କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବର୍ଷ ଧରି ପୁନରୁଦ୍ଧାର କରାଯାଇଥିବା ପୁରୁଣା କଥାଚିତ୍ର ସବୁ ପ୍ରଦର୍ଶିତ ହୋଇଆସୁଛି। ଏ ଦିଗରେ ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ସୂର୍ଯ୍ୟ ଦେଓ ନିଜ ଜୀବନକୁ ଢାଳି ଦେଇଛନ୍ତି। ୨୦୧୧ ମସିହାରେ ମଲାଜହ୍ନକୁ ଜୀବନ୍ଯାସ ଦେବାଲାଗି ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିଣାମ ଏ ଯାବତ୍ ୨୦ଟି ପୁରୁଣା କଥାଚିତ୍ର ଭେଟି ଦେଇଅଛି।


ସ୍ମୃତିଛାୟା ସାରଣୀ

କ୍ରମ ବର୍ଷ କଥାଚିତ୍ର ଆଧାର
୨୦୧୧ ମଲାଜହ୍ନ [୧] Archived 2011-09-13 at the Wayback Machine.
୨୦୧୧ କିଏ କାହାର [୨] Archived 2013-11-18 at the Wayback Machine.
୨୦୧୧ ଶ୍ରୀ ଲୋକନାଥ [୩]
୨୦୧୨ ଜୀବନସାଥୀ [୪]
୨୦୧୨ ଘର ବାହୁଡ଼ା [୫]
୨୦୧୩ ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର) [୬]
୨୦୧୩ ନାଗଫାସ [୭] [୮]
୨୦୧୫ ଚିଲିକା ତୀରେ [୯][permanent dead link]
୨୦୧୫ କା (୧୯୬୬ର ଚଳଚ୍ଚିତ୍ର) [୧୦]
୧୦ ୨୦୧୬ ସମୟ (୧୯୭୫ର ଚଳଚ୍ଚିତ୍ର) [୧୧] Archived 2016-07-10 at the Wayback Machine.
୧୧ ୨୦୧୬ ନୂଆ ବୋଉ
୧୨ ୨୦୧୬ କୃଷ୍ଣ ସୁଦାମା
୧୩ ୨୦୧୭ ସାଧନା (୧୯୬୪ର ଚଳଚ୍ଚିତ୍ର) [୧୨]
୧୪ ୨୦୧୮ ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର) [୧୩]
୧୫ ୨୦୧୮ ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର) [୧୪] [୧୫]
୧୬ ୨୦୧୯ ରକ୍ତ ଗୋଲାପ [୧୬]
୧୭ ୨୦୧୮ ପତି ପତ୍ନୀ [୧୭]
୧୮ ୨୦୨୨ ଅପରିଚିତା (୧୯୮୦ର ଚଳଚ୍ଚିତ୍ର) [୧୮]
୧୯ ୨୦୨୩ ଉଷା (ଟେଲି ଫିଲ୍ମ) [୧୯]
୨୦ ୨୦୨୩ ପରିଣାମ [୨୦]
୨୦୧୬ ଛାୟା ପ୍ରତିଛାୟା [୨୧]
୨୦୧୧ ନିର୍ମଳା ମିଶ୍ର ସମ୍ବର୍ଦ୍ଧନା [୨୨] [୨୩]
୨୦୧୬ ଛାୟା ପ୍ରତିଛାୟା [୨୪] [୨୫]

ଏହି କାର୍ଯ୍ୟକ୍ରମ ଅବସରରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଏ ଓ ପ୍ରଚାର ପୁସ୍ତିକା ବଣ୍ଟନ କରାଯାଏ।