ପତି ପତ୍ନୀ

୧୯୭୮ର ଓଡ଼ିଆ କଥାଚିତ୍ର

ପତି ପତ୍ନୀ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] କେ. ଏସ୍. ନାରାୟଣ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବୃନ୍ଦାବନ ଜେନା ଏହି କଥାଚିତ୍ରଟି ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏମ୍. ଏସ୍. କୋଟି ରେଡ୍ଡୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ରମେଶ ନାଇଡ଼ୁ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପତି ପତ୍ନୀ
ନିର୍ଦ୍ଦେଶକଏମ୍. ଏସ୍. କୋଟି ରେଡ୍ଡୀ
ପ୍ରଯୋଜକଡି. ଡି. ଅହଲ୍ୟା
ସଂଳାପବୃନ୍ଦାବନ ଜେନା
ଚିତ୍ରନାଟ୍ୟବୃନ୍ଦାବନ ଜେନା
କାହାଣୀକେ. ଏସ୍. ନାରାୟଣ
କଳାକାରଶରତ ପୂଜାରୀ
ଉତ୍ତମ ମହାନ୍ତି
ବିଜୟ ମହାନ୍ତି
ମହାଶ୍ୱେତା ରାୟ
ତନ୍ଦ୍ରା ରାୟ
ସଙ୍ଗୀତରମେଶ ନାଇଡ଼ୁ
ମୁକ୍ତିଲାଭ ତାରିଖ
୧୯୭୮
ଦେଶ ଭାରତ
ଭାଷାଓଡ଼ିଆ

ଶରତ ପୂଜାରୀ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ମହାଶ୍ୱେତା ରାୟ, ତନ୍ଦ୍ରା ରାୟ, ନେତ୍ରାନନ୍ଦ ମିଶ୍ର, ପୀର ମିଶ୍ର, ଜୟୀରାମ ସାମଲ, ଗୀତା ରାଣୀ, ରୋଜା ରମଣୀ, ବିଜୟ ବାଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରମେଶ ନାଇଡ଼ୁ । ଗୀତିକାର ବୃନ୍ଦାବନ ଜେନା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅକ୍ଷୟ ମହାନ୍ତି, ଏସ୍. ଜାନକୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାର ସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର ସମ୍ପାଦନ କରନ୍ତୁ