ଉଷା (ଟେଲି ଫିଲ୍ମ)

ପ୍ରଥମ ଓଡ଼ିଆ ଟେଲି ଫିଲ୍ମ

ଉଷା ୧୯୮୭ ମସିହାରେ ଡିଡି ଓଡ଼ିଆରେ ପ୍ରସାରିତ ହୋଇଥିବା ପ୍ରଥମ ଓଡ଼ିଆ ଟେଲି ଫିଲ୍ମ[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ[୨]

ଉଷା
ନିର୍ଦ୍ଦେଶକନିତାଇ ପାଲିତ
ସଙ୍ଗୀତଅକ୍ଷୟ ମହାନ୍ତି
ବିତରକଡିଡି ଓଡ଼ିଆ
ମୁକ୍ତିଲାଭ ତାରିଖ
୧୯୮୭
କଥାଚିତ୍ରର ସମୟ
୯୦ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

୨୯ ଜୁନ ୨୦୨୩ରେ ଫିଲ୍ମ ଜର୍ଣ୍ଣାଲିଷ୍ଟ୍‌ସ ଫୋରମ୍‌ର ୧୯ଶ ସ୍ମୃତିଛାୟା କାର୍ଯ୍ୟକ୍ରମରେ ଏହି କଥାଚିତ୍ରଟି ପ୍ରଦର୍ଶିତ ହେବ ।[୩]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଜଣାଶୁଣା ସଙ୍ଗୀତକାର ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥଲେ ।[୨]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ପ୍ରଥମ ଛୁଆଁର ସ୍ମୃତି"ଅକ୍ଷୟ ମହାନ୍ତି 
2."ସେଇ ମୋ ଜୀବନ ବନ୍ଧୁ"  

ଆଧାର ସମ୍ପାଦନା

  1. "Screening of 1st Odia telefilm 'Usha' on June 29: Details here". Kalinga TV (in English). Bhubaneswar. 22 June 2023. Archived from the original on 23 June 2023. Retrieved 23 June 2023.{{cite news}}: CS1 maint: unrecognized language (link)
  2. ୨.୦ ୨.୧ ସୂର୍ଯ୍ୟ ଦେଓ (18 June 2023). "'ଉଷା' ପ୍ରଥମ ଓଡ଼ିଆ ଟେଲିଫିଲ୍ମ". Samadhwani. Archived from the original on 23 June 2023. Retrieved 23 June 2023.
  3. "୨୯ରେ 'ସ୍ମୃତିଛାୟା'ରେ ପ୍ରଥମ ଓଡ଼ିଆ ଟେଲିଫିଲ୍ମ 'ଉଷା'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 22 June 2023. p. ୧୩. Archived from the original on 23 June 2023. Retrieved 23 June 2023.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଉଷା