ଉଷା (ଟେଲି ଫିଲ୍ମ)
ପ୍ରଥମ ଓଡ଼ିଆ ଟେଲି ଫିଲ୍ମ
ଉଷା ୧୯୮୭ ମସିହାରେ ଡିଡି ଓଡ଼ିଆରେ ପ୍ରସାରିତ ହୋଇଥିବା ପ୍ରଥମ ଓଡ଼ିଆ ଟେଲି ଫିଲ୍ମ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ ।[୨]
ଉଷା | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ବିତରକ | ଡିଡି ଓଡ଼ିଆ |
ମୁକ୍ତିଲାଭ ତାରିଖ | ୧୯୮୭ |
କଥାଚିତ୍ରର ସମୟ | ୯୦ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
୨୯ ଜୁନ ୨୦୨୩ରେ ଫିଲ୍ମ ଜର୍ଣ୍ଣାଲିଷ୍ଟ୍ସ ଫୋରମ୍ର ୧୯ଶ ସ୍ମୃତିଛାୟା କାର୍ଯ୍ୟକ୍ରମରେ ଏହି କଥାଚିତ୍ରଟି ପ୍ରଦର୍ଶିତ ହେବ ।[୩]
ଅଭିନୟ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଜଣାଶୁଣା ସଙ୍ଗୀତକାର ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥଲେ ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ପ୍ରଥମ ଛୁଆଁର ସ୍ମୃତି" | ଅକ୍ଷୟ ମହାନ୍ତି | |
2. | "ସେଇ ମୋ ଜୀବନ ବନ୍ଧୁ" |
ଆଧାର
ସମ୍ପାଦନା- ↑ "Screening of 1st Odia telefilm 'Usha' on June 29: Details here". Kalinga TV (in English). Bhubaneswar. 22 June 2023. Archived from the original on 23 June 2023. Retrieved 23 June 2023.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ ସୂର୍ଯ୍ୟ ଦେଓ (18 June 2023). "'ଉଷା' ପ୍ରଥମ ଓଡ଼ିଆ ଟେଲିଫିଲ୍ମ". Samadhwani. Archived from the original on 23 June 2023. Retrieved 23 June 2023.
- ↑ "୨୯ରେ 'ସ୍ମୃତିଛାୟା'ରେ ପ୍ରଥମ ଓଡ଼ିଆ ଟେଲିଫିଲ୍ମ 'ଉଷା'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 22 June 2023. p. ୧୩. Archived from the original on 23 June 2023. Retrieved 23 June 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଉଷା