ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର)

୧୯୭୧ର ଓଡ଼ିଆ କଥାଚିତ୍ର

ସଂସାର, ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଗୌର ଘୋଷ ଓ ପାର୍ବତୀ ଘୋଷଙ୍କ ମିଳିତ ନିର୍ଦ୍ଦେଶନାରେ ଏହା ନିର୍ମିତ ହେଇଥିଲା । ସାରଦା ପ୍ରସନ୍ନ ନାୟକ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ । [୧]

ସଂସାର
ନିର୍ଦ୍ଦେଶକଗୌର ଘୋଷପାର୍ବତୀ ଘୋଷ
ପ୍ରଯୋଜକଗୌର ଘୋଷ, ପାର୍ବତୀ ଘୋଷ
ସଂଳାପସାରଦା ପ୍ରସନ୍ନ ନାୟକ
ଚିତ୍ରନାଟ୍ୟସାରଦା ପ୍ରସନ୍ନ ନାୟକ
କାହାଣୀସାରଦା ପ୍ରସନ୍ନ ନାୟକ
କଳାକାରଗୌର ଘୋଷ, ଗୀତା, ଅକ୍ଷୟ ମହାନ୍ତି କାଶ୍ୟପ, ଚପଳା ନାୟକ, ସାମୁଏଲ ସାହୁ (ବାବି)
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୭୧
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ସଂସାର କଥାଚିତ୍ରରେ ଅଭିନୟ କରିଥିବା କଳାକାର ହେଲେ:

ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ

  1. "ସଂସାର". ନଜର୍ (ନିତିଦିନ). Retrieved 11 September 2016.

ଅଧିକ ତଥ୍ୟସମ୍ପାଦନ କରନ୍ତୁ

  • ସଂସାର ଇଣ୍ଟରନେଟ ମୁଭି ଡାଟାବେସରେ