ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)

୧୯୬୩ର ଓଡ଼ିଆ କଥାଚିତ୍ର

ପ୍ରଫୁଲ୍ଲ ସେନଗୁପ୍ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ସୂର୍ଯ୍ୟମୁଖୀ ୧୯୬୩ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରରେ ଲତା ମଙ୍ଗେସକରମାନ୍ନା ଦେ ଗୀତ ଗାଇଥିଲେ । [୧]

ସୂର୍ଯ୍ୟମୁଖୀ
ନିର୍ଦ୍ଦେଶକପ୍ରଫୁଲ୍ଲ ସେନଗୁପ୍ତା
ପ୍ରଯୋଜକସୌମେନ୍ଦ୍ର ମିଶ୍ର
ସଂଳାପ(ସଂଳାପ): ଗୁରୁକୃଷ୍ଣ ଗୋସ୍ୱାମୀ
କଳାକାରଅନନ୍ତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ମିନତି ମିଶ୍ର, ସୁଖଲତା ମହାନ୍ତି
ସଙ୍ଗୀତଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୧୯୬୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୬ ହଜାର

ଅଭିନୟରେ ସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ସୂର୍ଯ୍ୟମୁଖୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନ କରନ୍ତୁ

  1. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 66–. ISBN 978-1-136-77284-9.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ