ରକ୍ତ ଗୋଲାପ

୧୯୭୭ର ଓଡ଼ିଆ କଥାଚିତ୍ର

ଭୀମେଶ୍ୱର ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା[୧] ରକ୍ତ ଗୋଲାପ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨]

ରକ୍ତ ଗୋଲାପ
ନିର୍ଦ୍ଦେଶକଭୀମେଶ୍ୱର ରାଓ
ଚିତ୍ରନାଟ୍ୟଭୀମେଶ୍ୱର ରାଓ
କାହାଣୀବିଜୟ କୁମାର ନନ୍ଦ
କଳାକାରଶ୍ରୀରାମ ପଣ୍ଡା, ବନଜା ମହାନ୍ତି, ବ୍ରଜ, କୁଞ୍ଜନନ୍ଦ, ସୁରେଶ୍ ମିଶ୍ର, ନିତ୍ୟାନନ୍ଦ ଦାସ, ରାଧା ପଣ୍ଡା, ରମେଶ ପାଣିଗ୍ରାହୀ, ଶାନ୍ତି
ସଙ୍ଗୀତଧନଞ୍ଜୟ ଶତପଥୀ
ମୁକ୍ତିଲାଭ ତାରିଖ
୨୯ ଡିସେମ୍ବର୧୯୭୭
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡାବନଜା ମହାନ୍ତି[୩] ବ୍ରଜ, କୁଞ୍ଜନନ୍ଦ, ସୁରେଶ୍ ମିଶ୍ର, ନିତ୍ୟାନନ୍ଦ ଦାସ, ରାଧା ପଣ୍ଡା, ରମେଶ ପାଣିଗ୍ରାହୀ ଓ, ଶାନ୍ତି ପ୍ରମୁଖ ଅଭିନୟ କରିଥିଲେ ।[୪]

ଆଧାର ସମ୍ପାଦନା

  1. Orissa Review. Home Department, Government of Orissa. 1979.
  2. "Old Odia Movie 'Rakta Golapa' To Be Screened In Bhubaneswar". kalingatv.com. kalingatv. Retrieved 30 April 2019.
  3. "ଅତୀତରୁ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
  4. "ସ୍ମୃତି ଛାୟାରେ 'ରକ୍ତ ଗୋଲାପ' ଦୁଇ ନାୟିକାଙ୍କ ସହ ଦେଖି ରାଗିଗଲେ ଜନଜାତି ଲୋକେ". sambad.in. Eastern Media. Retrieved 30 April 2019.

ଅଧିକ ତଥ୍ୟ ସମ୍ପାଦନା