କା (୧୯୬୬ର ଚଳଚ୍ଚିତ୍ର)

୧୯୬୬ର ଓଡ଼ିଆ କଥାଚିତ୍ର

କା ଏକ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା ।[୧] ଏହା ୧୯୬୬ ମସିହାରେ ମୁକ୍ତିଲାଭ କରିଥିଲା । ଏହାର ନିର୍ଦ୍ଦେଶକ ଥିଲେ ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)। ଚଳଚ୍ଚିତ୍ର ସମୀକ୍ଷକ "ସୂର୍ଯ୍ୟ ଦେଓ"ଙ୍କ କହିବା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ବମ୍ବେର ନିର୍ଦ୍ଦେଶକ "ରାମଚନ୍ଦ୍ର ଠାକୁର(ଠାକୁର ଭାଇ) ଓ ଗୌର-ପାର୍ବତୀଙ୍କଦ୍ୱାରା ମିଳିତ ଭାବେ "ସିଦ୍ଧାର୍ଥ" ଛଦ୍ମନାମ ବ୍ୟବହାର କରି ନିର୍ଦ୍ଦେଶିତ ହୋଇଥିଲା ।[୨] ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଶରତ ପୂଜାରୀ, ଚନ୍ଦନା ବାନାର୍ଜୀ, ଝରଣା ଦାସ, ଗୌର ଘୋଷ ଆଦି ଅଭିନେତା ଅଭିନେତ୍ରୀ ଅଭିନୟ କରିଥିଲେ । ସିନେମାଟି ସାରଥି ଫିଲ୍ମଦ୍ୱାରା ପ୍ରଯୋଜିତ ହୋଇଥିଲା । ଚଳଚ୍ଚିତ୍ରଟି କାହ୍ନୁ ଚରଣ ମହାନ୍ତିଙ୍କ[୩] ସମାନ ନାମ ଥିବା ଉପନ୍ୟାସ "କା" ଉପରେ ପର୍ଯ୍ୟବସିତ ।[୪]

କା
Kaa.jpeg
ନିର୍ଦ୍ଦେଶକସାରଦା ପ୍ରସନ୍ନ ନାୟକ(ସିଦ୍ଧାର୍ଥ)
ପ୍ରଯୋଜକପାର୍ବତୀ ଘୋଷ
କାହାଣୀକାହ୍ନୁ ଚରଣ ମହାନ୍ତି
କଳାକାରଶରତ ପୂଜାରୀ, ଚନ୍ଦନା ବାନାର୍ଜୀ, ଝରଣା ଦାସ, ଗୌର ଘୋଷ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଚିତ୍ରଗ୍ରହଣବିଜୟ ଦେ, ଦେଓଜି ଭାଇ
ମୁକ୍ତିଲାଭ ତାରିଖ
୧୯୬୬
କଥାଚିତ୍ରର ସମୟ
୧୬୫ ମିନଟ
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଏହି କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତସମ୍ପାଦନ କରନ୍ତୁ

କ୍ରମାଙ୍କ ଗୀତ ନାମ ଗାୟକ-ଗାୟିକା
ଅଦିନ ବଉଦ ଅଦିନ କୁହୁଡ଼ି ଅକ୍ଷୟ ମହାନ୍ତି
ଲିଭି ଲିଭି ଯାଏ ଆଖି ଲୁହ ସନ୍ଧ୍ୟା ମୁଖାର୍ଜୀ[୭]
ମଧୁର ଏ ଚାନ୍ଦ ରାତି ହସେ ତାରା ନିର୍ମଳ ମିଶ୍ର
ମଉନାବତୀ ମଉନ କିଆ ଲଗାଇ ଦେଇ ମନରେ ଅକ୍ଷୟ ମହାନ୍ତି
ତୁମେ ଜାଣନା ଜାଣନି ମୁଁ ଜାଣେନା ଅକ୍ଷୟ ମହାନ୍ତି
ଯେତେ ଥିଲା ଆଖି ଅକ୍ଷୟ ମହାନ୍ତି

ପୁରସ୍କାରସମ୍ପାଦନ କରନ୍ତୁ

  • ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର (ରାଷ୍ଟ୍ରପତି ପୁରସ୍କାର ରୌପ୍ୟ କମଳ) - ୧୯୬୬[୮]

ଆଧାରସମ୍ପାଦନ କରନ୍ତୁ

  1. http://dff.nic.in/ODIA_CINEMA_AND_ODIAS_IN_CINEMA_1.asp
  2. http://www.telegraphindia.com/1151208/jsp/odisha/story_57202.jsp#.VrCSQk8wDSg
  3. Indian Literature. Sähitya Akademi. 1968.
  4. "Year 1966: Kaa". Odiamoviedatabase. Retrieved 5 December 2015.
  5. http://timesofindia.indiatimes.com/city/bhubaneswar/Website-on-cult-Odia-cine-couple/articleshow/48372341.cms
  6. http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms
  7. "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. {{cite web}}: Check date values in: |date= and |archivedate= (help)
  8. Indian Cinema. Directorate of Film Festivals, Ministry of Information and Broadcasting. 1990.

ବାହାର ଆଧାରସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ କା