ସମୟ (୧୯୭୫ର ଚଳଚ୍ଚିତ୍ର)

୧୯୭୫ର ଓଡ଼ିଆ କଥାଚିତ୍ର

ସମୟ ୧୯୭୫ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହା ପ୍ରଥମ ଆଂଶିକ ଓଡ଼ିଆ କଥାଚିତ୍ର ।[୩] ମୁମ୍ବାଇରେ ରହୁଥିବା ଏକ ନବ ଦମ୍ପତିଙ୍କ ସମସ୍ୟା ଉପରେ କାହାଣିଟି ଗତିଶିଳ ।

ସମୟ
ନିର୍ଦ୍ଦେଶକଗଣେଶ ମହାପାତ୍ର
ପ୍ରଯୋଜକଗଣେଶ ମହାପାତ୍ର
ସଂଳାପଗଣେଶ ମହାପାତ୍ର
କଳାକାରପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା,
ତ୍ରିପୁରା ମିଶ୍ର, ଧୀର ବିଶ୍ୱାଳ
ସଙ୍ଗୀତଭୁବନ- ହରି
ଚିତ୍ରଗ୍ରହଣଦିଲୀପ ଦତ୍ତ, ରାଜନ୍ କିନାଗୀ[୧]
ମୁକ୍ତିଲାଭ ତାରିଖ
୧୯୭୫
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ସମୟରେ ଅଭିନୟ କରିଥିବା କଳାକାରମାନେ ହେଲେ:

ଆଧାରସମ୍ପାଦନ କରନ୍ତୁ

  1. ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
  2. "ଓଡ଼ିଆରେ ପ୍ରଥମ". ସିନେ ସମ୍ବାଦ: 39. August 1997.
  3. "First in Odia Films". Odia Movie Database. Retrieved 2 May 2015.
  4. "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
  5. "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
  6. "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.

ଅଧିକ ତଥ୍ୟସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ ସମୟ