ଦୁର୍ଗତିନାଶିନୀ ୨

୨୦୨୧ ଓଡ଼ିଆ କଥାଚିତ୍ର


ଦୁର୍ଗତିନାଶିନୀ ୨, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଦୁର୍ଗତିନାଶିନୀ ୨
ନିର୍ଦ୍ଦେଶକଅଶ୍ୱିନୀ ତ୍ରିପାଠୀ
ପ୍ରଯୋଜକକ୍ଷୀରୋଦ ପଟ୍ଟନାୟକ
ସଂଳାପରଜନୀ ରଞ୍ଜନ
କଳାକାରଅର୍ଚ୍ଚିତା ସାହୁ
ସମରେଶ ରାଉତରାୟ
ସ୍ମିତା ମହାନ୍ତି
ପୁଷ୍ପା ପଣ୍ଡା
ପିଣ୍ଟୁ ନନ୍ଦ
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୧୭ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ । ସମରେଶ ରାଉତରାୟ, ସ୍ମିତା ମହାନ୍ତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ସୁଜିତ ପାଇକରାୟ, ସୁକାନ୍ତ ରଥ, ଇଲୁ ବାନାର୍ଜୀ, ପପି ସନ୍ତୁକା, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକା ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୧୭ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨] ୨୦୨୦ ମସିହାରେ ଏହି କଥାଚିତ୍ରଟିର ଅନ୍ୟ ଏକ ଭାଗ ଦୁର୍ଗତିନାଶିନୀ ମୁକ୍ତିଲାଭ କରିଥିଲା ।[୩]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "Bunch of Odia movies up for grabs this Puja". The Pioneer (in English). Bhubaneswar. 13 October 2021. Retrieved 22 November 2021.{{cite news}}: CS1 maint: unrecognized language (link)
  2. "Durgatinashini 2". Odia Live (in English). 28 October 2021. Retrieved 22 November 2021.{{cite news}}: CS1 maint: unrecognized language (link)
  3. "ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍‌ ଓ ଓଟିଟିମୁହାଁ ପ୍ରଯୋଜକ | Sambad". ସମ୍ବାଦ. sambad.in. 27 September 2020. Archived from the original on 16 December 2021. Retrieved 16 December 2021.
  4. "ନାୟିକାର ନାଁ ପ୍ରିୟଙ୍କା". ସକାଳ. 17 July 2022. p. ୧୫. Archived from the original on 18 July 2022. Retrieved 18 July 2022.

ବାହାର ଆଧାରସମ୍ପାଦନ କରନ୍ତୁ