ଜୀବନସାଥୀ (୧୯୯୭ କଥାଚିତ୍ର)

୧୯୯୭ର ଓଡ଼ିଆ କଥାଚିତ୍ର

ଜୀବନସାଥୀ, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାଷ ରାଉତ । ପ୍ରମିଳା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଜ୍ୟୋତି ପ୍ରକାଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଜୀବନସାଥୀ
ନିର୍ଦ୍ଦେଶକଜ୍ୟୋତି ପ୍ରକାଶ
ପ୍ରଯୋଜକସୁବାସ ରାଉତ
ଚିତ୍ରନାଟ୍ୟଜ୍ୟୋତି ପ୍ରକାଶ
କାହାଣୀପ୍ରମିଳା ରାଉତ
କଳାକାରବିଜୟ ମହାନ୍ତି
ଅପରାଜିତା ମହାନ୍ତି
ଶ୍ରୀତମ ଦାସ
ମିହିର ଦାସ
ଦେବୁ ବୋଷ
ସଙ୍ଗୀତସରୋଜ ନନ୍ଦ
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକବିଶ୍ୱନାଥ ରାଓ
ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୯୯୭
ଦେଶ ଭାରତ
ଭାଷାଓଡ଼ିଆ

ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ, ଶ୍ରୀତମ ଦାସ, ମନୋଜ ଦାସ, ଦେବୁ ବୋଷ, ଜୟୀରାମ ସାମଲ, ସ୍ମିତା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ରାଇମୋହନ ପରିଡ଼ା, ଇଲୁ ବାନାର୍ଜୀ, ରୁନୁ ପରିଜା, ପ୍ରିୟା କର୍ଫା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକା ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ନନ୍ଦ । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା