ଲଭ୍ ମାଷ୍ଟର
ଲଭ୍ ମାଷ୍ଟର ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ଅଭିନେତ୍ରୀ ଅପରାଜିତା ମହାନ୍ତି । ଅଭିନେତା ଉତ୍ତମ ମହାନ୍ତି ଏହି କଥାଚିତ୍ରଟିର କାହଣୀ ରଚନା କରିଥିଲେ ଓ ବାପୁ ଗୋସ୍ୱାମୀ ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା ।[୧]
ଲଭ ମାଷ୍ଟର | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ଅପରାଜିତା ମହାନ୍ତି |
ସଂଳାପ | ବାପୁ ଗୋସ୍ୱାମୀ, |
କାହାଣୀ | ଉତ୍ତମ ମହାନ୍ତି |
କଳାକାର | ବାବୁଶାନ୍, ରିୟା ଦେ, ପୁନମ ମିଶ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସମରେଶ୍ ରାଉତ୍ରାଏ, ପିଣ୍ଟୁ ନନ୍ଦ, ମିନକେତନ ଦାସ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧୯ ଅକ୍ଟୋବର ୨୦୧୨ |
କଥାଚିତ୍ରର ସମୟ | ୧୫୪ ମିନିଟ୍ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍, ରିୟା ଦେ ଓ ପୁନମ ମିଶ୍ର ।[୨] ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନକେତନ, ଜୀବନ ପଣ୍ଡା, ସରୋଜ ଦାସ। ସଲିଲ୍ ମିତ୍ର, ସ୍ମିତା ମହାନ୍ତି, କନକ ପଣ୍ଡା, ବିଦୁସ୍ମିତା, ରବି ମିଶ୍ର, ଦେବାଶିଷ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୨ ମସିହା ଅକ୍ଟୋବର ମାସରେ ମୁକ୍ତିଲାଭ କରିଥିଲା ।
ଅଭିନୟସମ୍ପାଦନ କରନ୍ତୁ
- ବାବୁଶାନ୍[୩]- ଜିତ୍
- ରିୟା ଦେ- ଅନନ୍ୟା
- ପୁନମ ମିଶ୍ର[୪]- ଲଗ୍ନା
- ମିହିର ଦାସ- ସୂର୍ଯ୍ୟ ପ୍ରତାପ
- ଉତ୍ତମ ମହାନ୍ତି- ଜିତ୍ର ବାପା
- ଅପରାଜିତା ମହାନ୍ତି- ଅପର୍ଣ୍ଣା
- ସମରେଶ ରାଉତରାୟ- ବୀର୍ ବଜରଙ୍ଗି
- ପିଣ୍ଟୁ ନନ୍ଦ- ଭାନୁ ପ୍ରତାପ
- ମୀନକେତନ- ବିକ୍ରମ ପ୍ରତାପ
- ଜୀବନ ପଣ୍ଡା- ନିତ୍ୟାନନ୍ଦ
- ସରୋଜ ଦାସ- ବୀର୍ର ବାପା
- ସଲିଲ୍ ମିତ୍ର- ସତ୍ୟବାଦୀ
- ସ୍ମିତା ମହାନ୍ତି- ଶଶୀରେଖା
- କନକ ପଣ୍ଡା- ଉଦୟ ପାତ୍ର
- ବିଦୁସ୍ମିତା- ଦିପ୍ତିରେଖା
- ରବି ମିଶ୍ର- ବ୍ରାହ୍ମଣ
- ଦେବାଶିଷ ପାତ୍ର- ଅତିଥି
- ଅଳକା ଷଡ଼ଙ୍ଗୀ (ଶିଶୁ କଳାକାର)[୫]
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।
୧. ତୁ ଲଭ ମାଷ୍ଟର
୨. ହାଏ ମୋତେ ଛପନ ଛୋରି
୩. ମୋ ମନେ ପ୍ରେମ ସଜେଇ
୪. ମୋର ପତ୍ଲି ଅଣ୍ଟା
୫. ଜୋଡ଼ି ହେଇଗଲା
୬. ନିଜକୁ ପଚାରେ
ଆଧାରସମ୍ପାଦନ କରନ୍ତୁ
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ମାଷ୍ଟର
- ↑ "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 2 October 2018. Retrieved 2 October 2018.
{{cite news}}
: no-break space character in|title=
at position 8 (help)CS1 maint: unrecognized language (link) - ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "'ରକଷ୍ଟାର୍' ପାର୍ଟନରଙ୍କ ସହ ରୋମାନସ୍ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.
- ↑ "ସଫଳ ଅଳକା". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ମାଷ୍ଟର