ସୁନା ପାଲିଙ୍କି

୧୯୯୮ର ଓଡ଼ିଆ କଥାଚିତ୍ର

ସୁନା ପାଲିଙ୍କି, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନିଲ ରାଉତ ।[୧] ସୁଜାତା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]

ସୁନା ପାଲିଙ୍କି
ନିର୍ଦ୍ଦେଶକସୂର୍ଯ୍ୟ ମିଶ୍ର
ପ୍ରଯୋଜକସୁନିଲ ରାଉତ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସୂର୍ଯ୍ୟ ମିଶ୍ର
କାହାଣୀସୂର୍ଯ୍ୟ ମିଶ୍ର
ସୁଜାତା ରାଉତ
କଳାକାରସାଗର ମିଶ୍ର, ଗାୟତ୍ରୀ ଜରିବାଲା, ଅଶ୍ରୁମୋଚନ ମହାନ୍ତି, ଦେବୁ ବୋଷ, ସ୍ମିତା ମହାନ୍ତି
ସଙ୍ଗୀତସୁବାସ ରାମ
ଚିତ୍ରଗ୍ରହଣସୂର୍ଯ୍ୟ ପଟ୍ଟନାୟକ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୮
ଦେଶ ଭାରତ
ଭାଷାଓଡ଼ିଆ

ସାଗର ମିଶ୍ର, ଗାୟତ୍ରୀ ଜରିବାଲା, ଅଶ୍ରୁମୋଚନ ମହାନ୍ତି, ଦେବୁ ବୋଷ, ସ୍ମିତା ମହାନ୍ତି, କାଜଲ, ସ୍ନିଗ୍ଧା ମହାନ୍ତି, ରାଇମୋହନ ପରିଡ଼ା, ରୁନୁ ପରିଜା, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାମ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ, ସୁବାସ ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "ଓଲିଉଡରେ 'ଅଗ୍ନିପରୀକ୍ଷା'". Odisha.Iive. 27 March 2018. Retrieved 24 May 2018.
  2. "ପ୍ରଥମରେ ନିର୍ଦ୍ଦେଶକଙ୍କ ପ୍ରେମିକା ବନିଥିଲେ ଏଇ ଓଲିଉଡ଼୍‍ ନାୟିକା !". sambad.in. 7 June 2017. Retrieved 24 May 2018.
  3. Pradhan, Jyotsna (6 April 2018). "ଦେବୁ ବୋଷ ଖାଲି ପାଦରେ ଶ୍ରୀକ୍ଷେତ୍ର ଯାଇଥିଲେ କାହିଁକି ?". The Argus. Retrieved 24 May 2018.

ବାହାର ଆଧାରସମ୍ପାଦନ କରନ୍ତୁ