ବନ୍ଦେ ଉତ୍କଳ ଜନନୀ (ଓଡ଼ିଆ କଥାଚିତ୍ର)

୨୦୦୮ର ଓଡ଼ିଆ କଥାଚିତ୍ର

ବନ୍ଦେ ଉତ୍କଳ ଜନନୀ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଗତି ମହାନ୍ତି ଏବଂ ଦେବାଶିଷ ଡୋଗ୍‌ରା । ହର ବାରିକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶୁଭେନ୍ଦୁ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ବନ୍ଦେ ଉତ୍କଳ ଜନନୀ
ନିର୍ଦ୍ଦେଶକଶୁଭେନ୍ଦୁ ସ୍ୱାଇଁ
ପ୍ରଯୋଜକପ୍ରଗତି ମହାନ୍ତି, ଦେବାଶିଷ ଡୋଗ୍‌ରା
ସଂଳାପହର ବାରିକ
ଚିତ୍ରନାଟ୍ୟଶୁଭେନ୍ଦୁ ସ୍ୱାଇଁ
କାହାଣୀଶୁଭେନ୍ଦୁ ସ୍ୱାଇଁ
କଳାକାରସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର, ହର ରଥ, ଅର୍ପିତା ମୁଖାର୍ଜୀ, ମୀନକେତନ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର, ହର ରଥ ଓ ଅର୍ପିତା ମୁଖାର୍ଜୀ ।[୧] ମୀନକେତନ, ମାତୃ ପ୍ରସାଦ, ଅଶ୍ରୁମୋଚନ ମହାନ୍ତି, ସ୍ମିତା ମହାନ୍ତି, ପ୍ରେମାନନ୍ଦ ବାରିକ, ସମ୍ପୂର୍ଣ୍ଣା ଚକ୍ରବର୍ତ୍ତୀ, ଚୁମକୀ, ଚୌଧୁରୀ ବିକାଶ ଦାସ, ମୃତ୍ୟୁଞ୍ଜୟ ମହାପାତ୍ର, ସଂଗ୍ରାମ ମଲ୍ଲିକ, ପ୍ରିତୀ ମିଶ୍ର, ସନ୍ତୋଷ ମିଶ୍ର, ରଞ୍ଜିତା ନାୟକ, ସନ୍ତୋଷ ନାୟକ, ଜୀବନ ପଣ୍ଡା, ସଚ୍ଚି ପଣ୍ଡା, ସୂର୍ଯ୍ୟମଣି ପଣ୍ଡା, ବିଜୟ ପଟ୍ଟନାୟକ, ପାୟଲ, ରାଣୀ, ରାନୁ, ଅଭିନବ ସିଂହ, ହରିହର ସ୍ୱାଇଁ, ଭୂମିକା ରେଭେରୀ, ରାଇଚରଣ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକବାପୁ ଗୋସ୍ୱାମୀ, ବିଜୟ ମଲ୍ଲ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅରବିନ୍ଦ, କୁମାର ବାପି, ମିତା ମହାକୁଡ଼, ତପୁ ମିଶ୍ର, ପମି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ବନ୍ଦେ ଉତ୍କଳ ଜନନୀ" 
2."ଦୁନିଆରେ ଏତେ ପୁଅ" 
3."ଏ ରାତି ଜଳୁଛି" 

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ "କାହିଁକି ଓଲିଉଡ୍‌ରେ ନଜର ଆସୁ ନାହାନ୍ତି ଏହି ବେଙ୍ଗଲୀ ବିଉଟି ?". sambad.in. 16 December 2017. Retrieved 17 December 2017.
  2. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  3. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.

ବାହାର ଆଧାର ସମ୍ପାଦନ କରନ୍ତୁ