ତୁମେ ହିଁ ସାଥୀ ମୋର
ତୁମେ ହିଁ ସାଥୀ ମୋର, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁରେଶ ଭରଲାୱାଲା, ବିଜୟ ଖଣ୍ଡେୱାଲା, ରମେଶ ବର୍ମା ଆଦି ପ୍ରଯୋଜକମାନେ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ସୁରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେନା ଦେଇଥିଲେ ।
ତୁମେ ହିଁ ସାଥୀ ମୋର | |
---|---|
ନିର୍ଦ୍ଦେଶକ | ସୁରେନ୍ଦ୍ର ମହାନ୍ତି |
ପ୍ରଯୋଜକ | ସୁରେଶ ଭରଲାୱାଲା, ବିଜୟ ଖଣ୍ଡେୱାଲା, ରମେଶ ବର୍ମା |
କଳାକାର | ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ଅନୁ ଚୌଧୁରୀ, ହେମନ୍ତ ଦାସ, ମିହିର ଦାସ, ରାଇଚରଣ ଦାସ, ଅପରାଜିତା ମହାନ୍ତି |
ସଙ୍ଗୀତ | ଶାନ୍ତନୁ ମହାପାତ୍ର, ସରୋଜ ପଟ୍ଟନାୟକ, ବାସୁଦେବ ରଥ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁରେନ୍ଦ୍ର ମହାନ୍ତି |
ମୁକ୍ତିଲାଭ ତାରିଖ | ୬ ନଭେମ୍ବର ୨୦୦୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା ଓ ଅନୁ ଚୌଧୁରୀ । ହେମନ୍ତ ଦାସ, ମିହିର ଦାସ, ରାଇଚରଣ ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ସ୍ମିତା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ
ଅଭିନୟସମ୍ପାଦନ କରନ୍ତୁ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର, ସରୋଜ ପଟ୍ଟନାୟକ[୩], ବାସୁଦେବ ରଥ ।[୪] ଅନ୍ତର୍ଜାମୀ ମିଶ୍ର, ସୁରେନ୍ଦ୍ର ମହାନ୍ତି, ନିଜମ୍, ବନବିହାରୀ ପଣ୍ଡା, ସରୋଜ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଜୟ ଜେନା, ମାଧବ, ସିଦ୍ଧାର୍ଥ ମିଶ୍ର, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଏ ହୃଦୟଟା ଯାତନାର" | |
2. | "ଜୀଇଁବାକୁ ହେଲେ ଲୁହର ନଈରେ" | |
3. | "କହିନି ଯା' କେବେ କହି ଦଉଚି" | |
4. | "କହୁଚି ମୁଁ କିଛି" | |
5. | "ପ୍ରଭୁ ହେ ଶେଷ କାମନା" | |
6. | "ପ୍ରେମ ତ' କରିଚୁ ଆମେ" | |
7. | "ସାଗର ଗାଏ ନାଚେ ସମୀର" |
ଆଧାରସମ୍ପାଦନ କରନ୍ତୁ
- ↑ "ହେମନ୍ତ ଦାସ". www.antarangakalinga.org. antarangakalinga.org. Archived from the original on 20 April 2023. Retrieved 20 April 2023.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". www.prameyanews7.com. prameya news. Archived from the original on 20 April 2023. Retrieved 20 April 2023.
- ↑ "ଆଉ ଜଣେ କିଂବଦନ୍ତୀ ପୁରୁଷଙ୍କୁ ହରାଇଲା ଓଡ଼ିଆ ସିନେ-ଶିଳ୍ପ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 April 2023. Retrieved 20 April 2023.
- ↑ "ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ । ୬୮ ବର୍ଷ ବୟସରେ ପରଲୋକ, ୧୨ ହଜାର ଗୀତର କରିଥିଲେ କମ୍ପୋଜ୍ ।". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 April 2023. Retrieved 20 April 2023.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ତୁମେ ହିଁ ସାଥୀ ମୋର