ତୁ ମୋ ଦେହର ଛାଇ

୨୦୧୩ର ଓଡ଼ିଆ କଥାଚିତ୍ର

ତୁ ମୋ ଦେହର ଛାଇ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ରାଉତ ଏବଂ ଶିବପ୍ରସାଦ ଦାସ ।[୩] ସୁଜାତା ରାଉତ ଓ ସିପ୍ରା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୪] ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୁ ମୋ ଦେହର ଛାଇ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକସୁନୀଲ କୁମାର ରାଉତ
ଶିବପ୍ରସାଦ ଦାସ
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟହିମାଂଶୁ ପରିଜା
କାହାଣୀସୁଜାତା ରାଉତ
ସିପ୍ରା ଦାସ
କଳାକାରଅମ୍ଳାନ ଦାସ
ରିୟା ଦେ
ଶିଳ୍ପା ଦେ
ମିହିର ଦାସ
ରୁନୁ ପରିଜା
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧୫ ଅକ୍ଟୋବର ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ।[୪] ଅମ୍ଳାନ ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ରିୟା ଦେ[୬] ଏବଂ ଶିଳ୍ପା ଦେଇ ଏହି କଥାଚିତ୍ରଟିରେ ନାୟିକା ଭାବରେ ଅଭିନୟ କରିଥିଲେ ।[୭] ମିହିର ଦାସ, ସ୍ମିତା ମହାନ୍ତି[୨], ରୁନୁ ପରିଜା, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର, ସୁରେଶ ବଳ, ନମ୍ରତା ଦାସ, ମୀନକେତନ, ଧିର ମଲ୍ଲିକ, ରବି ମିଶ୍ର, ରବି ନନ୍ଦ, ନିରଞ୍ଜନ ପତି, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧] ବସନ୍ତାରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜାବେଦ ଅଲ୍ଲୀ, କୁମାର ବାପି, ରାମହରି ଦାସ, ଇରା ମହାନ୍ତି, ସଞ୍ଜୁ ମହାନ୍ତି, ଉଦିତ ନାରାୟଣ, ବିନୋଦ ରାଠୋଡ଼ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଏ ଆଖିରୁ ତୋ ଚେହେରା" 
2."ମୋ ମାଆ ମୋ ମାଆ" 
3."ଆଗ କର ହ‌ନିମୁନ୍" 
4."ସଜନୀରେ" 
5."ହଟା ବେ ଅଳିଆ ହଟା" 
6."ତୁ ମୋ ଦେହର ଛାଇ" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "Tu Mo Dehara Chhai". Incredible Orissa. 6 August 2013. Retrieved 10 November 2017.
  2. ୨.୦ ୨.୧ "Oriya Films 2013". Incredible Orissa. 28 January 2013. Retrieved 10 November 2017.
  3. ୩.୦ ୩.୧ "ପ୍ରଥମେ ଏହି ଓଡ଼ିଆ ଫିଲ୍ମର ଟାଇଟଲ୍‌ ବି ଥିଲା 'ଗଡ଼ଫାଦର୍‌'!". sambad.in. 4 January 2017. Retrieved 10 November 2017.
  4. ୪.୦ ୪.୧ "TU MO DEHARA CHHAI". Incredible Orissa. 15 October 2013. Retrieved 10 November 2017.
  5. "Tu Mo Dehara Chhai". www.nuaodisha.com. Retrieved 10 November 2017.
  6. "ରୀୟା : କେବେ ନୂଆ କେବେ ପୁରୁଣା !". ସମ୍ବାଦ. 25 August 2017. Retrieved 10 November 2017.
  7. Mohapatra, Mrudu M. (29 September 2013). "Tu Mo Dehara Chai Poster Released by Odisha Graphic". Odia Live. Retrieved 10 November 2017.
  8. "ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ 'ଲାଗେ ପ୍ରେମ ନଜର'". ସମ୍ବାଦ. ଭୁବନେଶ୍ୱର: sambad.in. 8 July 2022. Archived from the original on 24 October 2022. Retrieved 24 October 2022.
  9. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 2 October 2018. Retrieved 2 October 2018. {{cite news}}: no-break space character in |title= at position 8 (help)CS1 maint: unrecognized language (link)
  10. "ପରଲୋକରେ ମୀନକେତନ". sambad.in. 2 July 2017. Retrieved 10 November 2017.

ବାହାର ଆଧାରସମ୍ପାଦନ କରନ୍ତୁ