ବସୁଧା (ଓଡ଼ିଆ କଥାଚିତ୍ର)
ବସୁଧା, ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାସୁଦେବ ତ୍ରିପାଠୀ ଏବଂ ଅବତାର ସିଂହଙ୍କ ସହ ମିଶି ଏହାରା କାହାଣୀ ରଚନା କରିଥିଲେ । ନିଜାମ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ବସୁଧା | |
---|---|
ନିର୍ଦ୍ଦେଶକ | ଅବତାର ସିଂହ |
ପ୍ରଯୋଜକ | ବାସୁଦେବ ତ୍ରିପାଠୀ |
ସଂଳାପ | ନିଜାମ |
ଚିତ୍ରନାଟ୍ୟ | ଅବତାର ସିଂହ |
କାହାଣୀ | ଅବତାର ସିଂହ ବାସୁଦେବ ତ୍ରିପାଠୀ |
କଳାକାର | ବିଜୟ ମହାନ୍ତି ତନ୍ଦ୍ରା ରାୟ ମିହିର ଦାସ ବୀଣା ମହାରଣା ଜୟୀରାମ ସାମଲ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ମଦନ ମୋହନ ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୪ ଜୁଲାଇ ୧୯୯୬ |
ଦେଶ | ![]() |
ଭାଷା | ଓଡ଼ିଆ |
ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ, ବୀଣା ମହାରଣା, ଜୟୀରାମ ସାମଲ, ଲିଜା, ତୃପ୍ତି ସିହ୍ନା, ବ୍ରଜ ସିଂହ, ବ୍ୟୋମକେଶ ତ୍ରିପାଠୀ, ଦେବୁ ବ୍ରହ୍ମା, ଅରବିନ୍ଦ ଷଡ଼ଙ୍ଗୀ, ସରୋଜ ଦାସ, ହରିପ୍ରସାଦ ବିଶ୍ୱାଳ, ସସ୍ମିତା ସିଂହ, ବାସୁଦେବ ତ୍ରିପାଠୀ, ଅଜୟ ଦାସ, ମିଲି ଦାସ, ବାବାଜୀ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ମିହିର ଦାସ
- ବୀଣା ମହାରଣା
- ଜୟୀରାମ ସାମଲ
- ଲିଜା
- ତୃପ୍ତି ସିହ୍ନା
- ବ୍ରଜ ସିଂହ
- ବ୍ୟୋମକେଶ ତ୍ରିପାଠୀ
- ଦେବୁ ବ୍ରହ୍ମା
- ଅରବିନ୍ଦ ଷଡ଼ଙ୍ଗୀ
- ସରୋଜ ଦାସ
- ହରିପ୍ରସାଦ ବିଶ୍ୱାଳ
- ସସ୍ମିତା ସିଂହ
- ବାସୁଦେବ ତ୍ରିପାଠୀ
- ଅଜୟ ଦାସ
- ମିଲି ଦାସ
- ବାବାଜୀ ନାୟକ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ଗୀତିକାର ନିଜାମ ଓ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ, ନନ୍ଦିତା ଭଞ୍ଜ, ତୃପ୍ତି ଦାସ, ଗୀତା ଦାସ, ଶକ୍ତି ମିଶ୍ର, ପ୍ରସନ୍ନଜିତ ମହାନ୍ତି, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାରସମ୍ପାଦନ କରନ୍ତୁ
- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ବସୁଧା