ଫ୍ରମ୍ ମି ଟୁ ୟୁ
ଫ୍ରମ୍ ମି ଟୁ ୟୁ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେଶ ମହାନ୍ତି, ଯାହାକି ରିସ୍ତା ୱେବ୍ ଇଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ କରାଯାଇଥିଲା ।[୧] ଏହ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସଂଯୁକ୍ତା ନାୟକ । ହେମନ୍ତ ସାହୁ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଫ୍ରମ୍ ମି ଟୁ ୟୁ | |
---|---|
ନିର୍ଦ୍ଦେଶକ | ହେମନ୍ତ ସାହୁ |
ପ୍ରଯୋଜକ | ରାଜେଶ ମହାନ୍ତି |
ସଂଳାପ | ସଂଯୁକ୍ତା ନାୟକ |
ଚିତ୍ରନାଟ୍ୟ | ହେମନ୍ତ ସାହୁ |
କାହାଣୀ | ହେମନ୍ତ ସାହୁ |
କଳାକାର | ଅମ୍ଳାନ ଦାସ ଜ୍ୟୋତି ରଞ୍ଜନ ନାୟକ ଶ୍ରଦ୍ଧା ପାଣିଗ୍ରାହୀ ପ୍ରଜ୍ଞା ଖଟୁଆ ବିଜୟ ମହାନ୍ତି |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧ ନଭେମ୍ବର ୨୦୧୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ଯ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଜ୍ୟୋତି ରଞ୍ଜନ ନାୟକ ଓ ଶ୍ରଦ୍ଧା ପାଣିଗ୍ରାହୀ ।[୧] ପ୍ରଜ୍ଞା ଖଟୁଆ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, କୁସୁମ ତ୍ରିପାଠୀ, ସୁଜିତ ପ୍ରଧାନ, ଶ୍ରୀଲା ତ୍ରିପାଠୀ, ମନୋଜ ପାତ୍ର, ରାଜେନ୍ଦ୍ର, ସଞ୍ଜୟ, ଅଜୟ, ବିଶୁ, ପୂଜା, ଲିଜା, ନେହା, ପ୍ରତୀକ୍ଷା, ସାନିଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଅମ୍ଳାନ ଦାସ[୨]
- ଜ୍ୟୋତି ରଞ୍ଜନ ନାୟକ
- ଶ୍ରଦ୍ଧା ପାଣିଗ୍ରାହୀ
- ପ୍ରଜ୍ଞା ଖଟୁଆ
- ବିଜୟ ମହାନ୍ତି
- ସ୍ମିତା ମହାନ୍ତି
- ଜୀବନ ପଣ୍ଡା
- ପିଣ୍ଟୁ ନନ୍ଦ
- କୁସୁମ ତ୍ରିପାଠୀ
- ସୁଜିତ ପ୍ରଧାନ
- ଶ୍ରୀଲା ତ୍ରିପାଠୀ
- ମନୋଜ ପାତ୍ର
- ରାଜେନ୍ଦ୍ର
- ସଞ୍ଜୟ
- ଅଜୟ
- ବିଶୁ
- ପୂଜା ଲିଜା
- ନେହା
- ପ୍ରତୀକ୍ଷା
- ସାନିଆ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ଅସୀମା ପଣ୍ଡା, ଆଶୁତୋଷ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଫ୍ରମ୍ ମି ଟୁ ୟୁ (ପୁରୁଷ)" | ହ୍ୟୁମାନ ସାଗର | |
2. | "ଆଇ ୱାନା ଡାଏ ଡାର୍ଲିଂ" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
3. | "କିଛି କିଛି ହେଇଯାଏ" | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | |
4. | "ଆପଣମାନେ ଖୁସି ତ" | ଆଶୁତୋଷ, ଅସୀମା ପଣ୍ଡା[୧] | |
5. | "ଏ କେଉଁ ଋତୁ" | ଦୀପ୍ତିରେଖା | |
6. | "ଫ୍ରମ୍ ମି ଟୁ ୟୁ (ମହିଳା)" | ଦୀପ୍ତିରେଖା |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ ୧.୩ ୧.୪ "ଫ୍ରମ୍ ମି ଟୁ ୟୁ - Dharitri". Dharitri Odia News. 24 October 2019. Retrieved 5 November 2019.
- ↑ "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଫ୍ରମ୍ ମି ଟୁ ୟୁ