ରୁମ୍‌କୁ ଝୁମାନା

୨୦୧୩ର ଓଡ଼ିଆ କଥାଚିତ୍ର

ରୁମ୍‌କୁ ଝୁମାନା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ରାମଚନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୩] ହରିହର ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[୪] ତାପସ ସରଘରିଆ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫][୬] ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୭]

ରୁମ୍‌କୁ ଝୁମାନା
ନିର୍ଦ୍ଦେଶକତାପସ ସରଘରିଆ[୧]
ପ୍ରଯୋଜକରାମଚନ୍ଦ୍ର ପ୍ରଧାନ
ସଂଳାପହରିହର ମହାପାତ୍ର
ଚିତ୍ରନାଟ୍ୟତାପସ ସରଘରିଆ
କାହାଣୀହରିହର ମହାପାତ୍ର
କଳାକାରହରିହର ମହାପାତ୍ର
ଭୂମିକା ଦାଶ
ପ୍ରିୟା ଚୌଧୁରୀ
ମିହିର ଦାସ
ହର ପଟ୍ଟନାୟକ
ଆକାଶ ଦାସନାୟକ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୯ ଅପ୍ରେଲ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର ।[୮] ଭୂମିକା ଦାଶ ଏହି କଥାଚିତ୍ର ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୯] ସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ମିହିର ଦାସ, ପ୍ରିୟା ଚୌଧୁରୀ, ହର ପଟ୍ଟନାୟକ, ଆକାଶ ଦାସନାୟକ, ଚୌଧୁରୀ ବିକାଶ ଦାସ, ରୁନୁ ପରିଜା, ହାଡ଼ୁ, ରବି ମିଶ୍ର, ବ୍ରଜ ସିଂହ, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ସ୍ନିଗ୍ଧା ମହାନ୍ତି, ସରସ୍ୱତୀ ଦେବୀ, ପ୍ରିୟ ସୁନ୍ଦର ମିଶ୍ର ଆଦି କଳକାକାରମାନେ ଅଭିନୟ କରିଥିଲେ । ସିମ‌ପ୍ଲି, ଗାୟତ୍ରୀ, ଭଞ୍ଜ ଆଦିତ୍ୟ, ପ୍ରିତୀ କ୍ରୀଷ୍ଣା, ଅଭିଶେକ, ଅବିନାଶ ଆଦି ଶିଶୁ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଶିଶୁ କଳାକାର ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୩] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ସୂର୍ଯ୍ୟ ମହାପାତ୍ର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ ।[୪] ଜଲି ମୁଖାର୍ଜୀ, ପାମେଲା ଜୈନ, ସୋହିନୀ, ଆରତୀ ମିଶ୍ର, ରତିକାନ୍ତ ଶତପଥୀ, ସଞ୍ଜୁ, ମହ‌ମଦ ଇର୍ଫାନ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୭]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଆଲୋ ନେପାଳୀ" 
2."ହରିଭାଇ ରାତି ସାରା" 
3."ଯା'ରେ ଦିନ ଯା'ରେ" 
4."ଜୀବନରେ ଜୀବନ" 
5."ରବ୍ ମୁଝେ ମାଫ୍ କରେ" 
6."ରୁମ୍‌କୁ ଝୁମାନା" 

ଆଧାର ସମ୍ପାଦନା

  1. "ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍‌ କଳାକାର". sambad.in. 26 September 2017. Retrieved 15 October 2017.
  2. "ନୂଆବର୍ଷରେ ଧୋରେ ବାଇଆ ଧୋ". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  3. ୩.୦ ୩.୧ "Rumku Jhumana". www.nuaodisha.com. Retrieved 15 October 2017.
  4. ୪.୦ ୪.୧ "Rumku Jhumana New Film of Hari". Incredible Orissa. 15 August 2012. Retrieved 15 October 2017.
  5. "ଆଜି ଶୁଭମୁକ୍ତି 'ହିରୋ ନମ୍ବର ଓ୍ବାନ୍‌'". sambad.in. 24 September 2017. Archived from the original on 18 October 2017. Retrieved 15 October 2017.
  6. "ଦଶହରାରେ ପ୍ରଥମ ଥର ପାଇଁ ଓଲିଉଡ୍‌ କଳାକାର". Fast Mail TV. 26 September 2017. Archived from the original on 18 October 2017. Retrieved 15 October 2017.
  7. ୭.୦ ୭.୧ "Rumku Jhumana". NewOdisha.in. 12 November 2012. Archived from the original on 18 October 2017. Retrieved 15 October 2017. {{cite news}}: |first= missing |last= (help)
  8. "ନୂଆବର୍ଷରେ ଧୋରେ ବାଇଆ ଧୋ". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  9. "'ତୁ ମୋ ଲଭ୍‌ଷ୍ଟୋରୀ' ଚଳଚ୍ଚିତ୍ରରେ ଭୂମିକାଙ୍କ ଚମତ୍କାର ଅଭିନୟ". Odisha Live. 24 April 2017. Archived from the original on 11 August 2017. Retrieved 15 October 2017.
  10. "'ଧୋରେ ବାଇଆ ଧୋ'ର ବଦଳିଲା ନାଁ , ଓଡ଼ିଆ ନୂଆବର୍ଷରେ ବଡ଼ ପରଦାକୁ ଆସିବ 'ଧୋ'ରେ ବାବୁ ଧୋ'..." PRAMEYA. ଭୁବନେଶ୍ୱର. 9 April 2023. Archived from the original on 25 August 2023. Retrieved 25 August 2023.
  11. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  12. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
  13. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  14. "ବାଃ ଭୂମିକା". ସମାଜ (ରବିବାର). 28 October 2018. Retrieved 27 October 2018.[permanent dead link]
  15. "Know What Ollywood Actress Bhoomika Says On OTT Platforms, Ollywood & Others". Odisha Bytes (in English). Bhubaneswar. 2 May 2021. Archived from the original on 3 May 2021. Retrieved 10 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା