ତାପସ ସରଘରିଆ

ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ

ତାପସ ସରଘରିଆ (ଜନ୍ମ: ୩୦ ନଭେମ୍ବର ୧୯୮୪) ଜଣେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ, ଅଭିନେତା ଓ ଚିତ୍ରନାଟ୍ୟ ଲେଖକ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଜଗତରେ କାମ କରନ୍ତି ।[୧]

ତାପସ ସରଘରିଆ
ଜନ୍ମ (1984-11-30) ୩୦ ନଭେମ୍ବର ୧୯୮୪ (ବୟସ ୩୯)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କଥାଚିତ୍ର ନିର୍ଦ୍ଦେଶକ
ଚିତ୍ରନାଟ୍ୟ ଲେଖକ
ଅଭିନେତା
ସକ୍ରିୟ ବର୍ଷ୨୦୦୩–ଏବେଯାଏଁ
ପ୍ରସିଦ୍ଧିକଥାଚିତ୍ର ନିର୍ମାଣ
ଉଲ୍ଲେଖନୀୟ କୃତିପହିଲି ରଜ, ଇସ୍କ ତୁ ହି ତୁ, ତୁ ମୋ ଲଭ୍ ଷ୍ଟୋରୀ
ପୁରସ୍କାର୨୭ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୫

ପେଷା ସମ୍ପାଦନା

ତାପସ ୨୦୦୩ ମସିହାରେ ଜଣେ ସହକାରୀ ନିର୍ଦ୍ଦେଶକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ୨୦୦୭ ମସିହାରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ପାଗଳ ପ୍ରେମୀରେ ଜଣେ ଚରିତ୍ର ଅଭିନେତା ଭାବରେ କାମ କରିଥିଲେ ।[୨] ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସୁନା ଚଢ଼େଇ ମୋ ରୂପା ଚଢ଼େଇରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।[୩] ୨୦୧୦ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ପହିଲି ରଜ ମୁକ୍ତିଲାଭ କରିଥିଲା । ସେ ଚାଲ୍ ଟିକେ ଦୁଷ୍ଟ ହେବା, ହିରୋ ନଂ ୱାନ୍, ତୁ ମୋ ଲଭ୍ ଷ୍ଟୋରୀ, ଇସ୍କ ତୁ ହି ତୁ, ବାବୁ ଭାଇଜାନ୍ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।[୪]

କଥାଚିତ୍ରରେ କାମ ସମ୍ପାଦନା

ବର୍ଷ କଥାଚିତ୍ର ନିର୍ଦ୍ଦେଶକ ଚିତ୍ରନାଟ୍ୟ ଲେଖକ ଅଭିନେତା ସହକାରୀ ନିର୍ଦ୍ଦେଶକ ଆଧାର
୨୦୦୩ ରକତେ ଲେଖିଚି ନାଁ  Y
୨୦୦୭ ପାଗଳ ପ୍ରେମୀ  Y
୨୦୧୦ ପହିଲି ରଜ  Y [୫]
୨୦୦୯ ସୁନା ଚଢ଼େଇ ମୋ ରୂପା ଚଢ଼େଇ  Y
୨୦୧୩ ରୁମ୍‌କୁ ଝୁମାନା  Y  Y [୬]
୨୦୧୫ ଇସ୍କ ତୁ ହି ତୁ  Y  Y [୭]
କଳ୍କୀ  Y
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ  Y
ହିରୋ ନଂ ୱାନ୍  Y  Y
୨୦୧୮ ପ୍ରେମ୍ କୁମାର  Y  Y [୮]
୨୦୧୮ ଓନ୍‌ଲି ପ୍ୟାର  Y
୨୦୧୯ ତୁ ମୋ ଲଭ୍ ଷ୍ଟୋରୀ ୨  Y
ଚାଲ୍ ଟିକେ ଦୁଷ୍ଟ ହବା  Y  Y [୯]
ଖୁସି  Y  Y [୧୦]
୨୦୨୦ ବାବୁ ଭାଇଜାନ୍  Y
୨୦୨୦ ଅନୁ ଦିଦି ନଟ୍ ଆଉଟ୍  Y [୧୧]
୨୦୨୧ ବାପା ଆଇସିୟୁରେ ଅଛନ୍ତି  Y
୨୦୨୧ ଶ୍ରୀକ୍ଷେତ୍ର  Y  Y
୨୦୨୨ ପ୍ରେମମ୍  Y
୨୦୨୨ କିଛି କହିବାର ଅଛି  Y [୧୨]
୨୦୨୩ ଲଭ୍ ଇନ୍ ଲଣ୍ଡନ  Y
- ରାବଣ  Y

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "Tapas Sargharia: Movies, Photos, Videos, News & Biography | eTimes". The Times of India. Retrieved 28 February 2019.
  2. Pagal Premi (2007), retrieved 28 February 2019
  3. Suna Chadhei Mo Rupa Chadhei (2009), retrieved 28 February 2019
  4. "Films by Tapas Sargharia". The Times of India. Retrieved 28 February 2019.
  5. Pahili Raja (2010), retrieved 28 February 2019
  6. Rumku Jhumana, retrieved 28 February 2019
  7. Ishq Tu Hi Tu, retrieved 28 February 2019
  8. Prachitara (14 September 2018). "No Militant Attack on Anubhav in J&K, Shooting For 'Prem Kumar' Underway in New Delhi". ODISHA BYTES. Retrieved 28 February 2019.
  9. "Tarang Cine's New Year release 'Chal Tike Dusta Haba' hits theatres". odishatv.in. Retrieved 28 February 2019.
  10. Palit, Ashok. "Taranga cine production realistic film Khusi scheduled to be released on 14 th, November,2018". Odisha News Times. Retrieved 28 February 2019.
  11. MALLICK, SHARMILI (7 March 2020). "Close on the heels of the massive success of its first web series 'Chumbak- A Love Beyond', Tarang Cine Productions is all set to release 'Anu Didi Not Out' on International Women's Day tomorrow". OTV News (in English). Bhubaneswar. Archived from the original on 9 August 2020. Retrieved 17 January 2022.{{cite news}}: CS1 maint: unrecognized language (link)
  12. "ନୂଆ ଓଡ଼ିଆ ସିନେମା 'କିଛି କହିବାର ଅଛି'". ନିର୍ଭୟ. No. ରବିବାର. OMDB (Twitter). 26 June 2022. Retrieved 5 December 2022.
  13. "Babusan, Elina bag best actor award at 8th Ruchi OFA-2017". KalingaTV. 5 March 2018. Retrieved 28 February 2019.
  14. "Ashok Swain bags Jayadev Puraskar". The New Indian Express. Retrieved 28 February 2019.

ବାହାର ଆଧାର ସମ୍ପାଦନା