ବସନ୍ତ ମୁଦୁଲି କବିତା ପୁରସ୍କାର
ଓଡ଼ିଆ ଭାଷାର କବିତା ପାଇଁ ଦିଆଯାଉଥିବା ପୁରସ୍କାର
ବସନ୍ତ ମୁଦଲି କବିତା ପୁରସ୍କାର ଓଡ଼ିଆ ଭାଷାର କବିମାନଙ୍କୁ ଦିଆଯାଉଥିବା ଏକ ସମ୍ମାନ, ଯାହାକି କବି ବସନ୍ତ ମୁଦୁଲିଙ୍କ ସ୍ମୃତିରେ ବସନ୍ତ ମୁଦୁଲି ସ୍ମୃତି ସଂସଦଦ୍ୱାରା ପ୍ରଦାନ କରାଯାଇଥାଏ । ସ୍ମୃତି ସଂସଦ ତରଫରୁ ପ୍ରତିବର୍ଷ ବସନ୍ତ ମୁଦୁଲି ସ୍ମୃତି ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।[୧]
ବସନ୍ତ ମୁଦୁଲି କବିତା ପୁରସ୍କାର | |
---|---|
ଦାତା | ବସନ୍ତ ମୁଦୁଲି ସ୍ମୃତି ସଂସଦ |
ତାରିଖ | ୧୯୮୭ |
ଅବସ୍ଥିତି | ଭଦ୍ରକ |
ଦେଶ | ଭାରତ |
ଇତିହାସ ସମ୍ପାଦନା
୧୯୮୬ ମସିହାରେ କବି ବସନ୍ତ ମୁଦୁଲିଙ୍କ ମୃତ୍ୟୁ ପରେ ୧୯୮୭ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । କବି ସୁନୀଲ କୁମାର ପୃଷ୍ଟିଙ୍କୁ ୧୯୮୭ ମସିହାରେ ଏହି ପୁରସ୍କାର ପ୍ରଥମ କରି ପ୍ରଦାନ କରାଯାଇଥିଲା ।
ସମ୍ମାନିତ ବ୍ୟକ୍ତିତ୍ୱ ସମ୍ପାଦନା
- ସୁନୀଲ କୁମାର ପୃଷ୍ଟି (୧୯୮୭)
- କୁମାର ହସନ (୧୯୮୮)
- ୧୯୮୯
- ଆଶୁତୋଷ ପରିଡ଼ା (୧୯୯୦)
- ସୌଭାଗ୍ୟବନ୍ତ ମହାରଣା (୧୯୯୧)
- ରାମକୃଷ୍ଣ ସାହୁ (୧୯୯୨)
- ପ୍ରବାସିନୀ ମହାକୁଡ଼ (୧୯୯୩)
- ଅପର୍ଣ୍ଣା ମହାନ୍ତି ଓ ସେନାପତି ପ୍ରଦ୍ୟୁମ୍ନ କେଶରୀ (୧୯୯୪)
- ସୁଚେତା ମିଶ୍ର (୧୯୯୫)
- ଅଖିଳ ନାୟକ (୧୯୯୬)
- ପୀତାମ୍ବର ତରାଇ (୧୯୯୭)
- ଅକ୍ଷୟ ବେହେରା (୧୯୯୮) ଓ ଅଜୟ ପ୍ରଧାନ (ପ୍ରତ୍ୟାଖ୍ୟାନ)[୨]
- ବାସୁଦେବ ସୁନାନୀ (୧୯୯୯)
- ବୀଣାପାଣି ପଣ୍ଡା (୨୦୦୦)
- ଭାରତ ମାଝୀ (୨୦୦୧)
- ଅରୂପାନନ୍ଦ ପାଣିଗ୍ରାହୀ (୨୦୦୨)
- ଅଭୟ ନାୟକ ଓ ତୁହିନାଂଶୁ ରଥ (୨୦୦୩)
- ସାବିତ୍ରୀ କବି (୨୦୦୪)
- ବିରଜା ବଳ (୨୦୦୫)[୩]
- ଅଖିଳ କୁମାର ମିଶ୍ର ଓ ଗାୟତ୍ରୀବାଳା ପଣ୍ଡା (୨୦୦୬)
- ୨୦୦୭
- ୨୦୦୮
- ମନୋଜ ମେହେର (୨୦୦୯)
- ସିତାଂଶୁ ଲେଙ୍କା (୨୦୧୦)
- ନିରାକାର ଦାସ (୨୦୧୧)
- ଦୁର୍ଗା ପ୍ରସାଦ ପଣ୍ଡା (୨୦୧୨)
- ସରୋଜ ବଳ (୨୦୧୩)
- ପବିତ୍ର ମୋହନ ଦାଶ (୨୦୧୪)
- ୨୦୧୫
- ଶର୍ମିଷ୍ଠା ସାହୁ ଓ ଶକ୍ତି ମହାନ୍ତି (୨୦୧୬)[୪]
- କିଶୋର ପାଣିଗ୍ରାହୀ (୨୦୧୭)[୫]
- ଶୁଭଶ୍ରୀ ଲେଙ୍କା (୨୦୧୮)[୫]
- ପ୍ରୀତିଧାରା ସାମଲ (୨୦୧୯)[୫]
- ଈପ୍ସିତା ଷଡ଼ଙ୍ଗୀ (୨୦୨୦)[୫]
- ବାଦଲ ମହାନ୍ତି (୨୦୨୧)[୫]
- ନରେନ୍ଦ୍ର ଭୋଇ (୨୦୨୨)[୬][୭]
- ଚିତ୍ତରଞ୍ଜନ ନାୟକ (୨୦୨୩)[୮][୯][୧୦]
ଆଧାର ସମ୍ପାଦନା
- ↑ "୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ". No. ସମ୍ବାଦ ୧୫/୦୮/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 March 2022. Retrieved 25 March 2022.
- ↑ "ପୁରସ୍କାର ଗୋଟେ ଚକୋଲେଟ୍ , ତଂଟିରେ ଲାଗି ଯାଇପାରେ". odia.samacharjustclick.com. Archived from the original on 17 April 2021. Retrieved 17 April 2021.
- ↑ "୨୦୦୫ ଓ ୨୦୦୬ ପାଇଁ ବସନ୍ତ ମୁଦୁଲି କବିତା ପୁରସ୍କାର ଘୋଷିତ". gayatribalapanda.com. Retrieved 17 April 2021.
- ↑ "Sharmishtha, Shakti to get Muduli Kabita award". dailypioneer.com. Retrieved 17 April 2021.
- ↑ ୫.୦ ୫.୧ ୫.୨ ୫.୩ ୫.୪ "ବସନ୍ତଙ୍କ କବିତାରେ ଥିଲା ଭିନ୍ନ ଦିଗନ୍ତ". ଧରିତ୍ରୀ. 28 March 2022. p. ୧୩. Archived from the original on 30 August 2023. Retrieved 28 March 2022.
- ↑ "'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ ଓ କବି ଚିତ୍ତରଞ୍ଜନ ନାୟକ". ସମ୍ବାଦ. No. ବାଲେଶ୍ୱର. ବାଲେଶ୍ୱର. 17 October 2023. p. ୭. Archived from the original on 17 October 2023. Retrieved 17 October 2023.
- ↑ "'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ". Sambad (in Odia). 16 October 2023. Archived from the original on 17 October 2023. Retrieved 17 October 2023.
{{cite web}}
: CS1 maint: unrecognized language (link) - ↑ "Basanta Muduli Awards announced for two years". OrissaPOST (in English). Bhubaneswar. 17 October 2023. p. 2. Archived from the original on 17 October 2023. Retrieved 17 October 2023.
{{cite news}}
: CS1 maint: unrecognized language (link) - ↑ Sahoo, Rajalaxmi (17 October 2023). "'କବି ବସନ୍ତ ମୁଦୁଲି କବିତା' ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ". ଓଟିଭି ଖବର. Archived from the original on 17 October 2023. Retrieved 17 October 2023.
- ↑ "Two young poets to be honored" (Newspaper). The Statesman (in Indian English). No. Bhubaneswar. Balasore. 18 October 2023. p. 2. Retrieved 18 October 2023.