ତୁହିନାଂଶୁ ରଥ
ଓଡ଼ିଆ କବି
ତୁହିନାଂଶୁ ରଥ ( ଜନ୍ମ : ୩ ଜାନୁଆରୀ ୧୯୬୪ ) ଜଣେ ଓଡ଼ିଆ କବି । ସେ ବସନ୍ତ ମୁଦୁଲି କବିତା ପୁରସ୍କାର ଓ କବି ଦୀପକ ମିଶ୍ର କବିତା ପୁରସ୍କାର ଆଦି ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ ।
ତୁହିନାଂଶୁ ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଣ୍ଟିଗଡ଼ିଆ, ଯାଜପୁର | ୩ ଜାନୁଆରୀ ୧୯୬୪
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ସମାଜବିଜ୍ଞାନ) |
ପୁରସ୍କାର | ବସନ୍ତ ମୁଦୁଲି କବିତା ପୁରସ୍କାର |
ରଚନାବଳୀ
ସମ୍ପାଦନା- ନାଭି ନକ୍ଷତ୍ର ( ୧୯୯୯ )
- ଅତୁଠ ଶିଳା ( ୨୦୦୩ )
- ଆଖି ଅକ୍ଷର ( ୨୦୦୫ )
- ଶୋଷ ସନ୍ତକ ( ୨୦୦୮ )
- ମେଘ ଆଳାପ ( ୨୦୧୦ )
- ଉଦ୍ଭିଦ ଗର୍ଭ ( ୨୦୧୩ )
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ "ସୃଜନ ସ୍ମୃତି". No. ଧରିତ୍ରୀ ୨୫/୦୨/୨୦୨୧ ପୃଷ୍ଠା. ଧରିତ୍ରୀ. 25 February 2021. Archived from the original on 25 February 2021. Retrieved 25 February 2021.
- ↑ "ରଂଜିତା ନାୟକ, ତୁହିନାଂଶୁ ରଥ ପାଇବେ କବି ଦୀପକ ମିଶ୍ର ସ୍ମୃତି ପୁରସ୍କାର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 February 2021. Retrieved 25 February 2021.
{{cite web}}
:|archive-date=
/|archive-url=
timestamp mismatch; 9 ଫେବୃଆରୀ 2018 suggested (help)