ବସନ୍ତ ମୁଦୁଲି
ଓଡ଼ିଆ କବି
ବସନ୍ତ ମୁଦୁଲି ([bɔsɔnt̪ɔ mud̪uli] (listen)) (୧୯୫୫-୧୯୮୬) ଜଣେ ଭାରତୀୟ ଓଡ଼ିଆ କବି ଥିଲେ । ସେ ବୈପ୍ଲବିକ ଓ ବିଦ୍ରୋହତ୍ମାକ ଚେତନାର କବିତା ରଚନା ନିମନ୍ତେ ପରିଚିତ ଥିଲେ । ତାଙ୍କ ସ୍ମୃତିରେ ବସନ୍ତ ମୁଦୁଲି ସ୍ମୃତି ସଂସଦ ଗଠନ କରାଯାଇଛି । ଏହି ସ୍ମୃତି ସଂସଦ ତରଫରୁ ପ୍ରତିବର୍ଷ ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ କରାଯାଇଥାଏ ଓ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥାଏ ।[୨]
ବସନ୍ତ ମୁଦୁଲି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୫୫ |
ମୃତ୍ୟୁ | ୧୯୮୬ (୩୧ ବର୍ଷ)[୧] |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ବସନ୍ତ ବର୍ଣ୍ଣମାଳା |
ରଚନାବଳୀ
ସମ୍ପାଦନାଆଧାର
ସମ୍ପାଦନା- ↑ "Basanta Muduli Awards announced for two years". OrissaPOST (in English). Bhubaneswar. 17 October 2023. p. 2. Archived from the original on 17 October 2023. Retrieved 17 October 2023.
{{cite news}}
: CS1 maint: unrecognized language (link) - ↑ "୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ". No. ସମ୍ବାଦ ୧୫/୦୮/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 March 2022. Retrieved 25 March 2022.
- ↑ ସୌଭାଗ୍ୟବନ୍ତ ମହାରଣା. "ବିଦ୍ରୋହର ବିଭୂତି ବସନ୍ତ ମୁଦୁଲି" (PDF). ରେବତୀ (ଜୁନ ୨୦୨୧): ୧୬. Retrieved 25 March 2022.
- ↑ "ବସନ୍ତ ମୁଦୁଲି". www.odiasahitya.com. odiasahitya.com. Archived from the original on 25 March 2022. Retrieved 25 March 2022.
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ ବସନ୍ତ ମୁଦୁଲି-ସମ୍ପର୍କିତ ମିଡ଼ିଆ