ଶକ୍ତି ମହାନ୍ତି
ଓଡ଼ିଆ ଲେଖକ
ଶକ୍ତି ମହାନ୍ତି, ଜଣେ ଓଡ଼ିଆ ସାହିତ୍ୟିକ ।[୧] ଓଡ଼ିଆ ସାହିତ୍ୟର ଗଳ୍ପ, କବିତା ଓ ଉପନ୍ୟାସ ଆଦିରେ ସେ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ ।
ଶକ୍ତି ମହାନ୍ତି | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୧୯୭୪ ଜୟବଡ଼, ଜଗତସିଂହପୁର |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟ |
ରଚନାବଳୀସମ୍ପାଦନ କରନ୍ତୁ
- କ୍ୟାସିନୋ
- ଅର୍ଦ୍ଧସତ୍ୟ
- ଇଥର ବୋଲି କିଛି ନାହିଁ
- ସୀମାହୀନ
- ଲଘୁଚାପ
- ପୁଣି ବର୍ଷା
- ରେଖା ନଥିବା ଗୋଟେ ହାତ(ଉପନ୍ୟାସ)
ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "In search of quality". telegraphindia. Retrieved 22 October 2018.
- ↑ "Sharmishtha, Shakti to get Muduli Kabita award". dailypioneer.com. Retrieved 9 February 2021.
- ↑ "Shakti Mohanty's 'Casino' Wins Time Pass Booker Award". odishatv. Retrieved 22 October 2018.
- ↑ "କଥା ଝରକା". କଥା (ଅକ୍ଟୋବର ୨୦୧୮): ୬୬.
|access-date=
requires|url=
(help) - ↑ "ଜଗଦୀଶ କଥାସମ୍ମାନ ପାଇବେ ନିବାରଣ ଜେନା". sambadepaper.com. Archived from the original on ୯ ଫେବୃଆରୀ ୨୦୨୧. Retrieved 9 February 2021.