ତୋ ପାଇଁ ନେବି ମୁଁ ଶହେ ଜନମ

୨୦୦୭ର ଓଡ଼ିଆ କଥାଚିତ୍ର

ତୋ ପାଇଁ ନେବି ମୁଁ ଶହେ ଜନମ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ମିଶ୍ର ଓ ସୋମ୍ୟରଞ୍ଜନ ପଟ୍ଟନାୟକ । ସୋମ୍ୟରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ତୋ ପାଇଁ ନେବି ମୁଁ ଶହେ ଜନମ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଅଜିତ ମିଶ୍ର
ସୌମ୍ୟ ରଞ୍ଜନ ପଟ୍ଟନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସୌମ୍ୟ ରଞ୍ଜନ ପଟ୍ଟନାୟକ
କଳାକାରଅରିନ୍ଦମ ରାୟ
ଅର୍ଚ୍ଚିତା ସାହୁ
ଜୀନା ସାମଲ
ବିଜୟ ମହାନ୍ତି
ଅପରାଜିତା ମହାନ୍ତି
ରାଇମୋହନ ପରିଡ଼ା
କୁନା ତ୍ରିପାଠୀ
ବିରେନ ମିଶ୍ର
ସଙ୍ଗୀତମଳୟ ମିଶ୍ର
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଅର୍ଚ୍ଚିତା ସାହୁ ।[୨] ଜୀନା ସାମଲ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ରାଇମୋହନ ପରିଡ଼ା, କୁନା ତ୍ରିପାଠୀ, ଜୟୀରାମ ସାମଲ, ଚକ୍ରଧର ଜେନା, ଅନିତା ଦାସ, ସୋମ୍ୟରଞ୍ଜନ ପଟ୍ଟନାୟକ, ବିରେନ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୧] ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ଗୁରୁ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ଶ୍ରୀଚରଣ ମହାନ୍ତି, ବିଭୁ କିଶୋର, ଇରା ମହାନ୍ତି, ସ୍ୱୟାଂଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ବାଟ ଚାଲୁ ଚାଲୁ" 
2."ବଉଦ ଫେରି ଯାଏ" 
3."ଛୋଟ ପିଲା ଭାବି" 
4."କହିଲା କହିଲା" 
5."ମତେ ଛାଡ଼ି" 
6."ମୋ ଯବାନୀ" 
7."ସାଥିରେ" 
8."ସାଥିରେ ସାଥିରେ" 

ଆଧାର ସମ୍ପାଦନା

  1. ୧.୦ ୧.୧ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
  2. "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.

ବାହାର ଆଧାର ସମ୍ପାଦନା