ଚକ୍ରଧର ଜେନା

ଓଡ଼ିଆ ଅଭିନେତା

ଚକ୍ରଧର ଜେନା ଜଣେ ଓଡ଼ିଆ ଅଭିନେତା ଥିଲେ ।[୧] ସେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ନାଟକ ଓ ଧାରାବାହିକ ବ୍ୟତୀତ ହଲିଉଡ଼ ଓ ବମ୍ବେ ସିନେମା ଶିଳ୍ପରେ ମଧ୍ୟ ସକ୍ରିୟ ଥିଲେ । ଚଳଚ୍ଚିତ୍ର ଜଗତରେ ସେ 'ଚକରା ଭାଇ' ନାମରେ ପରିଚିତ ଥିଲେ ।

ଚକ୍ରଧର ଜେନା
ଜାତୀୟତା ଭାରତୀୟ
ଶିକ୍ଷାନ୍ୟାସନାଲ ସ୍କୁଲ ଅଫ ଡ୍ରାମା
ବୃତ୍ତିଅଭିନେତା

ଅଭିନୟ ଜୀବନ ସମ୍ପାଦନା

ଚକ୍ରଧର ୧୯୮୮ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଶିକ୍ଷା ସମାପ୍ତ କରି ଅଭିନୟ ଦୂନିଆକୁ ଆସିଥିଲେ ।[୨] ଓଡ଼ିଆରେ ମୌଳିକ ଚଳଚ୍ଚିତ୍ର କରିବା ଉପରେ ସେ ଗୁରୁତ୍ୱ ଦେଉଥିଲେ । ପଥର ଖସୁଚି ବଡ଼ ଦେଉଳୁ ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା

ଅଭିନୀତ ଚଳଚ୍ଚିତ୍ର ଓ ଧାରାବାହିକ ସମ୍ପାଦନା

ଓଡ଼ିଆ ସମ୍ପାଦନା

ହଲିଉଡ଼ ସମ୍ପାଦନା

ହିନ୍ଦୀ ସମ୍ପାଦନା

ମୃତ୍ୟୁ ସମ୍ପାଦନା

ମଧୁମେହ ଓ ଫୁସଫୁସ ଜନିତ ରୋଗର ପିଡ଼ିତ ଥାଇ ତାଙ୍କର ଭୁବନେଶ୍ୱର ଏମ୍ସ ଚିକିତ୍ସାଧିନ ଅବସ୍ଥାରେ ୨୦୨୪ ମସିହା ଫେବୃଆରୀ ୧୨ ତାରିଖରେ ଦେହାନ୍ତ ହୋଇଥିଲା ।

ଆଧାର ସମ୍ପାଦନା

  1. Sharma, Deepa (13 February 2024). "Veteran Ollywood actor Chakradhar Jena passes away". KalingaTV. Retrieved 13 February 2024.
  2. "Veteran Ollywood Actor Chakradhar Jena Passes Away". https://argusenglish.in/. 8 December 2008. Retrieved 13 February 2024. {{cite web}}: External link in |website= (help)
  3. Bureau, Sambad (13 February 2024). "ଚାଲିଗଲେ ଅଭିନେତା ଚକ୍ରଧର". Sambad. Retrieved 13 February 2024.

ଅଧିକ ତଥ୍ୟ ସମ୍ପାଦନା